mahanadi rescue girl

ଝୁରିବ କୁସମେଲ! ସୋନିଙ୍କ କନ୍ୟାଦାନ କରିବେ ବିଧାୟକ ଦମ୍ପତି

ମାଆବାପା ଛେଉଣ୍ଡ ଝିଅ ସୋନି ପ୍ରାୟ ୧୨ ଘଣ୍ଟାରୁ ଅଧିକ ସମୟ ପାଣିରେ ଭାସି ୫୦ କିଲୋମିଟରରୁ ଊର୍ଦ୍ଧ୍ୱ ଦୂର ଆସି ନୂଆ ଜୀବନ ପାଇଥିଲେ। ତାଙ୍କୁ ମିଳିଥିଲେ ନୂଆ ପରିବାର ଏବଂ ସନ୍ୟାସୀ କାଲୋଙ୍କୁ ଝିଅଟିଏ ମିଳିଥିଲେ। ଆସନ୍ତା ୨୧ ତାରିଖରେ ସେହି ଝିଅ ସୋନିର ବାହାଘର ହବ।

Apr 16, 2021, 07:43 PM IST