maharastra assembly election

ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି-ଶିବସେନା ଶୀତଳ ଯୁଦ୍ଧ

ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟକୁ ବହୁମତ  . ହେଲେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶୀତଳ ଯୁଦ୍ଧ . ହରିିୟାଣାରେ କିଏ ଦେଖାଇବ ମ୍ୟାଜିକ ?

Oct 24, 2019, 10:02 PM IST

ଜିତିଲେ ଆଦିତ୍ୟ, ମୁଖ୍ୟମନ୍ତ୍ରୀ ପଦ ଦାବି କଲା ଶିବସେନା

ଆଜି ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ଭୋଟ ଗଣତି । ତେବେ ମହାରାଷ୍ଟ୍ରରେ ଜନାଦେଶ ବିଜେପି-ଶିବସେନା ମେଣ୍ଟକୁ ଯିବା ଏକପ୍ରକାର ସ୍ପଷ୍ଟ ହେବାକୁ ବସିଲାଣି । ଆଉ ଏହାରି ଭିତରେ ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସୁଛି । ୱର୍ଲି ଆସନରୁ ବିଜୟୀ ହୋଇଛନ୍ତି ଶିବସେନା ପ୍ରାର୍ଥୀ ତଥା ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ। ଆଉ ଏହା ପରେ ହିଁ ମୁଖ୍ୟମନ୍ତ୍ରୀ ପଦ ଦାବି କରିଛି ଶିବସେନା । 

Oct 24, 2019, 04:53 PM IST

ପରାଜୟ ହେଲେ ଦାୟୀ କିଏ, ବିରୋଧୀଙ୍କ ଭିତରେ କାଦୁଅ ଫିଙ୍ଗା

ବୁଥ ବାହୁଡା ଫଳ ବିରୋଧୀଙ୍କ ନିଦ ହଜେଇ ଦେଇଛି । ପରାଜୟ ଅବଶ୍ୟମ୍ଭାମୀ, ବୋଧେ ଏଭଳି କିଛି ଜାଣି ସାରିଛନ୍ତି ।

Oct 23, 2019, 09:38 AM IST

ସଚିନଙ୍କ ଠାରୁ ଅଟୋଗ୍ରାଫ ନେଲେ ପୋଲିଂ ଅଫିସର

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ମତଦାନ ପ୍ରକ୍ରିୟା ।  ରାଜ୍ୟର ୨୮୮ଟି ଆସନରେ ମତଦାନ କରୁଛନ୍ତି ମତଦାତା । ଫିଲ୍ମ ଜଗତର କଳାକାରଙ୍କ ଠାରୁ ଆରମ୍ଭ କରି ନେତା, ମନ୍ତ୍ରୀ ତଥା କ୍ରିକେଟର ମଧ୍ୟ ନିଜ ମତାଧିକାର ସାବ୍ୟସ୍ତ କରୁଛନ୍ତି । ଏହି କ୍ରମରେ କ୍ରିକେଟ ଜଗତର ମହା ଖେଳାଳି ସଚିନ ତେନ୍ଦୁଲକର ନିଜ ପରିବାର ସହ ଭୋଟ ଦେବାକୁ ପହଞ୍ଚିଥିଲେ । 

Oct 21, 2019, 02:56 PM IST

କଣ କହୁଛି ମହାରାଷ୍ଟ୍ର ଓ ହରିୟାଣାର ରାଜନୈତିକ ଗଣିତ? ପଢ଼ନ୍ତୁ ୮ଟି ପ୍ରମୁଖ କଥା

  ଆରମ୍ଭ ହୋଇଯାଇଛି ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମତଦାନ । ଲୋକସଭା ନିର୍ବାଚନ ପରେ ବିଜେପିର ଏହା ହେବ ପ୍ରଥମ ପରୀକ୍ଷା । କାରଣ ଉଭୟ ରାଜ୍ୟର ଶାସନ କ୍ଷମତା ବିଜେପି ହାତରେ ରହିଛି । ତେଣୁ ପୁଣିଥରେ କ୍ଷମତାକୁ ଫେରିବାକୁ ଜୋରସରରେ ଲାଗି ପଡିଛି ଦଳ  । ଅନ୍ୟପଟେ ନିଜ ୫ ବର୍ଷର ବନବାସ ସାରି ପୁଣି କ୍ଷମତାକୁ ଫେରିବାକୁ ଚାହିଁବ କଂଗ୍ରେସ । ସେହିପରି ଅନ୍ୟାନ୍ୟ ଆଞ୍ଚଳିକ ରାଜନୈତିକ ଦଳ ମଧ୍ୟ କ୍ଷମତାକୁ ଫେରିବା ପାଇଁ ପୁରା ଦମ୍ ଲଗାଇଛନ୍ତି ।    

Oct 21, 2019, 08:03 AM IST

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପି ଘୋଷଣା କଲା ଇସ୍ତାହାର ପତ୍ର

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରକାଶ କଲା ଇସ୍ତାହାର ପତ୍ର । ମହାତ୍ମା ଜ୍ୟୋତିବା ଫୁଲେ, ସାବିତ୍ରୀବାଈ ଫୁଲେ ଏବଂ ବୀର ସାବରକରଙ୍କୁ ଭାରତରତ୍ନ ଦାବି ଦଳର ଇସ୍ତାହାର ପତ୍ରରେ ସ୍ଥାନ ପାଇଛି । ଏହା ସହ ମହାରାଷ୍ଟ୍ରର ବିକାଶ ପାଇଁ ବିଭିନ୍ନ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି । 

Oct 15, 2019, 03:47 PM IST