malkangiri

ଭଲ ଖବର: ରାଜ୍ୟରେ ପୁଣି ସୁସ୍ଥ ହେଲେ ୪୦୧ କୋରୋନା ଆକ୍ରାନ୍ତ

ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦,୮୭୭ କୋରୋନା ସଂକ୍ରମିତ ଏହି ମହାମାରୀକୁ ମାତ୍ ଦେବାରେ ସଫଳ ହୋଇଛନ୍ତି । 

Jul 16, 2020, 06:40 PM IST

ମାଲକାନଗିରିରେ ପୁଣି ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ

ଆଜି ମାଲକାନଗିରି ଏସଓଜି ଓ ଡିଭିଏଫ ଟିମ୍ ମିଳିତ ରୂପେ ସର୍ଚ୍ଚ ଅପରେସନରେ ଯାଇଥିଲେ । 

Jul 16, 2020, 02:43 PM IST

୬ ଫୁଟ ଲମ୍ୱର ଅଜଗର ଉଦ୍ଧାର

ଭୈରବ ମନ୍ଦିର ନିକଟସ୍ଥ ଜଙ୍ଗଲରେ ସାପକୁ ଛାଡ଼ି ଦେଇଛନ୍ତି ସେମାନେ ।

Jul 16, 2020, 02:25 PM IST

ଖୋଲିଲା ମାଲକାନଗିରିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ତେବେ ବର୍ତ୍ତମାନ ଏକ ସପ୍ତାହ ପରେ ପ୍ରାୟ ସମସ୍ତ କର୍ମଚାରୀଙ୍କ କୋରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ସମ୍ପୂର୍ଣ୍ଣ ମେଡିକାଲକୁ ସାନିଟାଇଜ କରିବା ସହ ଆଜିଠାରୁ ବହିର୍ବିଭାଗକୁ ଖୋଲିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି ।

Jul 16, 2020, 02:15 PM IST

ମାଓ ସଙ୍ଗଠନକୁ ବଡ଼ ଝଟକା, କାନା ମାଡ଼ି ଓ ଲାକେ ପୁନେମ କଲେ ଆତ୍ମସମର୍ପଣ

ଆତ୍ମସମର୍ପଣ କଲେ, ତେଲଗୁ କ୍ୟାଡରଙ୍କ ପୋଲ୍ ଖୋଲିଲେ

Jul 12, 2020, 11:48 AM IST

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ କୋରୋନା ଆକ୍ରାନ୍ତ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୫୫ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୧,୯୫୬ରେ ପହଞ୍ଚିଛି ।

Jul 10, 2020, 09:11 PM IST

ମାଲକାନଗିରିରେ ଅମାନବୀୟ ଘଟଣା, କୁମ୍ଭୀରକୁ ମାରି ଖାଇଗଲେ ଲୋକେ

ପ୍ରାୟ ୧୦ ଫୁଟ ଲମ୍ୱର ଏହି କୁମ୍ଭୀରକୁ କାବୁ କରିବା ପରେ ଲୋକେ ତା ଆଙ୍ଗୁଠି କାଟିବା ସହ ଫଟୋ ଉତ୍ତୋଳନ କରିଥିଲେ । ସୂଚନା ଅନୁଯାୟୀ ଅନେକ ଲୋକ ଏହି କୁମ୍ଭୀରଟିକୁ କାଟି ମାଂସ ଖାଇଥିବା ମଧ୍ୟ ଜଣାପଡ଼ିଛି । 

Jul 2, 2020, 06:26 PM IST

ରାଜ୍ୟରେ ୨୨ ଜିଲାରୁ ୨୦୬ ମାମଲା, ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି

ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ମୋଟ ୨୦୬ଟି ମାମଲା ସାମ୍ନାକୁ ଆସିଛି। ଏହା ସହିତ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ମୋଟ ୭୦୬୫ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି। ତେବେ ବିଗତ ୨୪ ଘଣ୍ଟା ମଧ୍ୟରେ ସାମ୍ନାକୁ ଆସିଥିବା ମାମଲା ମଧ୍ୟରୁ ୧୯୨ଜଣ କ୍ୱାରେଣ୍ଟାଇନରେ ଥିଲେ। ୧୪ ଜଣ ସଂକ୍ରମିତ ସ୍ଥାନୀୟ ଅଞ୍ଚଳର ବୋ

Jun 30, 2020, 11:46 AM IST

ଅଶାନ୍ତ ସ୍ୱାଭିମାନ ଅଞ୍ଚଳ ! ଗୋରାସେତୁରେ ବିରାଟ ପ୍ରଜାମେଳି

ଶନିବାର ସ୍ୱାଭିମାନ ଅଞ୍ଚଳର ଗୋରାସେତୁରେ ଏହି ପ୍ରଜାମେଳି ହୋଇଥିଲେ । ଏଥିରେ ଶତାଧିକ ଲୋକ ଯୋଗଦେଇ ବିଏସଏଫ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ ।

Jun 28, 2020, 02:30 AM IST

ଗୁଣି ଗାରେଡ଼ି ସନ୍ଦେହରେ ସ୍ୱାମୀ-ସ୍ତ୍ରୀଙ୍କୁ ହତ୍ୟା

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ । ଉଭୟଙ୍କ ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରାଯାଉଛି । 

Jun 27, 2020, 02:07 PM IST

ରାଜ୍ୟରେ ଆଉ ୧୦୮ ମାମଲା, ମାଲକାନଗିରିରୁ ସର୍ବାଧିକ

ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ମାମଲା ବୃଦ୍ଧି ପାଇବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ମୋଟ ୧୦୮ଟି ମାମଲା ସାମ୍ନାକୁ ଆସିଛି। ଏହା ସହିତ ରାଜ୍ୟରେ ମୋଟ ୪,୧୬୩ରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି।  ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତ

Jun 16, 2020, 11:24 AM IST

୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ

 ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆହୁରି ସକ୍ରିୟ ହୋଇ ସାରା ଓଡିଶାକୁ ମୌସୁମୀ କଭର କରିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Jun 12, 2020, 05:55 PM IST

ଏଣିକି ରାଜ୍ୟରେ ତାତିବ ଆଉ ବର୍ଷିବ

ସେହିପରି କୋରାପୁଟ, ରାୟଗଡା, ଗଂଜାମ, ଗଜପତି, କେଉଁଝର ଓ ମୟୂରଭଂଜ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଘଡଘଡି ହେବାର ସମ୍ଭବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ ଆସନ୍ତା ୩ ଦିନ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ତାତି ଓ କିଛି ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ନେଇ ୱାର୍ଣ୍ଣିଂ ଜାରି କରାଯାଇଛି ।

मई 26, 2020, 06:05 PM IST

ତାତିରୁ ମିଳିବନି ତ୍ରାହି ! ୧୧ଟି ଜିଲ୍ଲାକୁ ୪ ଦିନ ପାଇଁ 'ହିଟ୍ ୱେଭ୍ ଆଲର୍ଟ' ଜାରି

ଏହାସହ ଆସନ୍ତା ୨୮ ତାରିଖରୁ ଦୁଇ ଦିନ ଧରି କିଛି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ଘଡଘଡି ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

मई 25, 2020, 07:11 PM IST

ଆଗାମୀ ୫ ଦିନ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ବାୟୁମଣ୍ଡଳରେ ଚାପର ତାରତମ୍ୟ ରହୁ ଥିବାରୁ ଉପକୂଳ ଓଡିଶା ଏବଂ ତାର ଆଖପାଖ ଅଂଚଳରେ ସମୁଦ୍ରରେ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗ ଯାଇଁ  ପବନ ବହିବାର ସମ୍ଭାବନା ରହିଛି । ସେଥିଲାଗି ମତ୍ସ୍ୟଜୀବୀଙ୍କୁ ମେ ୨୫ ଓ ୨୬ ତାରିଖ ପାଇଁ ସମୁଦ୍ରକୁ ନଯିବାକୁ ବାରଣ କରାଯାଇଛି ।

मई 24, 2020, 07:44 PM IST

କୋରୋନାକୁ ନେଇ ଗୁଜୁବ ପ୍ରଚାର କରି ଯୁବକ ଗିରଫ

 ଜିଲ୍ଲାର ପଡିଆ ଥାନା ଅଞ୍ଚଳର ଜଣେ ଯୁବକ ଫେସବୁକରେ କୋରୋନା ଜିହାଦ ନାମକ ଏକ ପୋଷ୍ଟ କରିଥିଲେ । ଯାହାକି ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ବୁଝା ଯିବା ସହ ଲୋକଙ୍କ ମଧ୍ୟରେ ଗୁଜବ ସୃଷ୍ଟି କରୁଥିଲା । ଏହି ଘଟଣା ପ୍ରକାଶ ପାଇବା ପରେ ପଡିଆ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Apr 5, 2020, 04:35 PM IST

ମାଲକାନଗିରିରେ ଭୁମିକମ୍ପ

ଥରିଲା ମାଲକାନଗିରି। ଆଜି ମାଲକାନଗିରି ଓ ଏହାର ଆଖପାଖ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି। 

Mar 21, 2020, 03:03 PM IST

ମହିଳା ଦିବସ: ଅନନ୍ୟ ଅନନ୍ୟା ରାଜମିସ୍ତ୍ରୀ ଲକ୍ଷ୍ମୀ

ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲା । ଜିଲ୍ଲାରେ ଆଜି ବି ଶିକ୍ଷାର ହାର କମ ଓ ଯେଉଁଠି ଶିକ୍ଷା ନାହିଁ ସେଠି ରୋଜଗାର ମଧ୍ୟ ସେତେଟା ସୁଯୋଗ ନାହିଁ । ଆଉ ଏହି ଭଳି ଆଦିବାସୀ ବହୁଳ ଜିଲ୍ଲାରେ ମହିଳା ମାନେ ଅନେକ ସ୍ତରରେ ଶୋଷଣ ତଥା ପଛୁଆ ହୋଇ ରହିଛନ୍ତି ।

Mar 7, 2020, 06:27 PM IST

ଚାଲ ଯିବା ବାଙ୍କୁଲି ଜଳପ୍ରପାତ...

ପ୍ରକୃତିର ସୌନ୍ଦର୍ଯ୍ୟରେ ହଜେଇ ଦେଉଛି ମାଲକାନଗିରର ଏହି ଜଳପ୍ରପାତ

Jan 27, 2020, 09:32 AM IST

ଉଡ଼ିବ ପତାକା, ସ୍ୱାଭିମାନ ଅଞ୍ଚଳ ପାଳିବ ୭୧ତମ ଗଣତନ୍ତ୍ର ଦିବସ

ରାତି ପାହିଲେ ଦେଶ ପାଳିବ ୭୧ତମ ଗଣତନ୍ତ୍ର ଦିବସ। ସାରାଦେଶରେ ଏବେ ଦେଶ ଭକ୍ତିର ଦୃଶ୍ୟ। ଏଥିପାଇଁ ଅନେକ ସ୍ଥାନରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ହେଲେ ଯେଉଁ ଅଞ୍ଚଳରେ ଦିନେ ତ୍ରିରଙ୍ଗା ବଦଳରେ ଉଡୁଥିଲା କଳାପତାକା, ସୃଷ୍ଟି ହେଉଥିଲା ଭୟର ବାତାବରଣ। ଆଜି ସେଠାକାର ବର୍ତ୍ତମାନର ଦୃଶ୍ୟ କିନ୍ତୁ କିଛି ଭିନ୍ନ. ଯେଉଁ ଲାଲକରିଡ଼ରେ ଦିନେ ପୋଲିସ ପାଦ ମାଡୁ ନଥିଲା ଆଜି ସେହି ଲାଲ କରିଡରର ଛାତି ଉପରେ ପୋଲିସ ଓ ସୁରକ୍ଷାବଳ କରିଛି ନିଜ କବଜା। ପ୍ରଥମ କରି ଗତକିଛି ଦିନ ପୂର୍ବରୁ ସ୍ଵାଭିମାନ ଅଞ୍ଚଳର ହନ୍ତାଳଗୁଡାରେ ତ୍ରିରଙ୍ଗା ଉଡିଥିବା ବେଳେ ଗଣତନ୍ତ୍ର ଦିବସରେ ପୁରା ସ୍ଵାଭିମାନ ଅଞ୍ଚଳରେ ତ୍ରିରଙ୍ଗା ଉଡିବା ସହ ନିଆରା ଦୃଶ୍ୟ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।

Jan 25, 2020, 09:20 PM IST