max relief health care

କୋରୋନା ବେଳେ ବଢଚାଲିଛି ନକଲି ଔଷଧ କାରବାର; ଲଗାମ ଲଗାଇବାକୁ ଅଣ୍ଟାଭିଡିଲା କ୍ରାଇମବ୍ରାଞ୍ଚ

ଯଦିଓ ଔଷଧ ପ୍ୟାକେଟ ଉପରେ ହିମାଚଳ ପ୍ରଦେଶ ନାମ ଲେଖାଯାଇଛି। ହେଲେ ଏଭଳି କମ୍ପାନୀ ହିମାଚଳ ପ୍ରଦେଶରେ ନଥିବା ତଦନ୍ତ ବେଳେ ଜଣାପଡିଛି।

Jun 14, 2021, 10:27 PM IST

ନକଲି ଔଷଧ ମିଳିବା ପରେ Dist Drugs Dept ପକ୍ଷରୁ ଯାଞ୍ଚ ଜାରି

ହିମାଚଳ ପ୍ରଦେଶସ୍ଥିତ ମ୍ୟାକ୍ସ ରିଲିଫ ହେଲଥ କେୟାର ନାମକ କମ୍ପାନୀ ଦ୍ୱାରା ନିର୍ମିତ ଦୁଇଟି ବ୍ରାଣ୍ଡର ଔଷଧକୁ ଜବତ କରିଛି ଜିଲ୍ଲା ଭେଷଜ ନିରୀକ୍ଷଣ ବିଭାଗ।

Jun 13, 2021, 04:56 PM IST

ସମ୍ବଲପୁରରୁ ନକଲି କୋରୋନା ଔଷଧ ଜବତ

ଜବତ ହୋଇଥିବା ସମସ୍ତ ଔଷଧର ଆନୁମାନିକ ମୁଲ୍ୟ ୧୭ ହଜାର ୪ ଶହ ଟଙ୍କା ହେବ ବୋଲି ଜଣାପଡିଛି। 

Jun 12, 2021, 05:46 PM IST