Budh Gochar In October 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ, ଚନ୍ଦ୍ର ସହିତ ସବୁଠାରୁ ଦ୍ରୁତ ଗତିରେ ଗୋଚର କରନ୍ତି। କହି ରଖୁଛୁ ଯେ ଗ୍ରହ ମାନଙ୍କର ରାଜା ବୁଧ ବର୍ତ୍ତମାନ ତୁଳା ରାଶିରେ ଗୋଚର କରୁଛନ୍ତି ଏବଂ ୨୪ ଅକ୍ଟୋବରରେ ବିଛା ରାଶିରେ ପ୍ରବେଶ କରିବେ। ବୁଧ ଗ୍ରହର ଏହି ଗୋଚର କିଛି ରାଶି ପାଇଁ ସୌଭାଗ୍ୟ ଆଣିପାରେ।
Mercury Transit: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦୀପାବଳି ପରେ ଅର୍ଥାତ୍ ଅକ୍ଟୋବର ୨୪ ତାରିଖରେ ବୁଧ ଗ୍ରହ ବିଛା ରାଶିରେ ପ୍ରବେଶ କରିବେ। ବୁଧଙ୍କ ଏହି ଗୋଚର ଅନେକ ରାଶି ପାଇଁ ଅତ୍ୟନ୍ତ ଲାଭଦାୟକ ହେବ। ତେବେ ଜାଣନ୍ତୁ ବିଛା ରାଶିରେ ବୁଧଙ୍କ ଗୋଚର ଦ୍ୱାରା କେଉଁ ସବୁ ରାଶି ଲାଭବାନ ହେବେ।
Mercury Transit 2025 October: ज्योतिष में ग्रहों के राजकुमार बुध को धन, बुद्धि, वाणी, संवाद, व्यापार के कारक हैं. अक्टूबर में दिवाली से पहले बुध ग्रह 2 बार अपनी चाल में महत्वपूर्ण बदलाव करने जा रहे हैं. ये परिवर्तन कई लोगों की जिंदगी भी बदल देंगे.
Budh Margi 2025: ଯେତେବେଳେ ବି ଗ୍ରହମାନଙ୍କର ରାଜକୁମାର ବୁଧ ନିଜର ଗତି ପରିବର୍ତ୍ତନ କରନ୍ତି, ଏହା ଏକ ବଡ଼ ପରିବର୍ତ୍ତନ ଆଣିଥାଏ। ୧୧ ଅଗଷ୍ଟରେ ବୁଧ ସିଧାସଳଖ ଗତି କରୁଛନ୍ତି ଏବଂ ଏହା ସମସ୍ତ ରାଶିର ଆର୍ଥିକ ଅବସ୍ଥା, କ୍ୟାରିୟର, ବାଣୀ ଏବଂ ବୁଦ୍ଧି ଉପରେ ଏକ ବଡ଼ ପ୍ରଭାବ ପକାଇବ। ଯେତେବେଳେ କି ଏହି ଚଳନ ୫ଟି ରାଶିର ଲୋକଙ୍କ ଉପରେ ବହୁତ ସକାରାତ୍ମକ ପ୍ରଭାବ ପକାଇବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ବୁଧ ବାଣୀ, ବୁଦ୍ଧି, ବ୍ୟବସାୟ ଏବଂ ଧନର କାରକ। ଏହି ସମୟରେ, ବୁଧ ଓଲଟା ଭାବେ ଗତି କରୁଛନ୍ତି ଏବଂ କର୍କଟ ରାଶିରେ ଅଛନ୍ତି। ୧୧ ଅଗଷ୍ଟରେ ବୁଧ ସିଧାସଳଖ କର୍କଟ ରାଶିରେ ଗତି କରିବାକୁ ଯାଉଛନ୍ତି ଏବଂ ୫ଟି ରାଶିର ଲୋକଙ୍କ ପାଇଁ ବହୁତ ଶୁଭ ଫଳ ପ୍ରଦାନ କରିବେ। ଏହି ଲୋକମାନଙ୍କ ଚାକିରିରେ ପଦୋନ୍ନତି-ବୃଦ୍ଧି ହେବାର ସମ୍ଭାବନା ଅଛି। ହଠାତ୍ ଆର୍ଥିକ ଲାଭ ହେବ।
ପୁଷ୍ୟା ନକ୍ଷତ୍ରକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଏହି ନକ୍ଷତ୍ର ସମୃଦ୍ଧି, ସ୍ଥିରତା ଏବଂ ଆଧ୍ୟାତ୍ମିକ ଉନ୍ନତିର ପ୍ରତୀକ। ବୁଧଙ୍କ ଏହି ଚଳନ କିଛି ରାଶି ପାଇଁ ବିଶେଷ ଲାଭଦାୟକ ସାବ୍ୟସ୍ତ ହେବ । କାରଣ କର୍କଟ ରାଶିରେ ବୁଧଙ୍କ ସମ୍ବେଦନଶୀଳତା ଏବଂ ପୁଷ୍ୟ ନକ୍ଷତ୍ରର ସାତ୍ତ୍ୱିକ ପ୍ରକୃତିର ମିଶ୍ରଣ ଶୁଭ ଫଳ ପ୍ରଦାନ କରିବ।
Bhadra Rajyog In Kundli: बुध को ग्रहों का राजकुमार कहा जाता है. वे सभी नवग्रहों में सबसे छोटे हैं, जिसकी वजह से उन्हें सभी का दुलार मिलता है. वे अब 6 जून को अपनी स्वराशि मिथुन में प्रवेश करने जा रहे हैं. इस गोचर की वजह से कई राशियों पर मां लक्ष्मी की कृपा बरसने वाली हैं.
Budh Guru Yuti 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ୬ ଜୁନ୍ ସକାଳ ୯:୨୯ ରେ ମିଥୁନ ରାଶିରେ ପ୍ରବେଶ କରିବେ। ଯେଉଁଠାରେ ଗୁରୁ ବୃହସ୍ପତି ପୂର୍ବରୁ ଉପସ୍ଥିତ ଅଛନ୍ତି। ଏହି ଦୁଇଟି ଗ୍ରହର ସଂଯୋଗ ୨୨ ଜୁନ୍ ୨୦୨୫ ପର୍ଯ୍ୟନ୍ତ ରହିବ। ଏହି ରାଶିଗୁଡ଼ିକୁ ବୃହସ୍ପତି ଏବଂ ବୁଧଙ୍କଠାରୁ ବିଶେଷ ଆଶୀର୍ବାଦ ମିଳିପାରେ। ତେବେ ଜାଣନ୍ତୁ ବୁଧ ବୃହସ୍ପତିଙ୍କ ସଂଯୋଗ କେଉଁ ରାଶିମାନଙ୍କ ଭାଗ୍ୟକୁ ଚମକାଇବାକୁ ଯାଉଛି।
Budh Gochar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ର ପରେ ସବୁଠାରୁ ଦ୍ରୁତ ଗତିରେ ବୁଧ ଗ୍ରହ ଗୋଚର କରନ୍ତି। କହିରଖୁଛୁ ଯେ ଗ୍ରହମାନଙ୍କର ରାଜକୁମାର ବୁଧ ମେ'ମାସରେ ଦୁଇଥର ଗୋଚର କରିବାକୁ ଯାଉଛନ୍ତି। ଯେଉଁଥିରେ ସେ ପ୍ରଥମେ ୭ ମଇରେ ମେଷ ରାଶିରେ ପ୍ରବେଶ କରିବେ। ଯେତେବେଳେ କି ୨୩ ମଇରେ ବୁଧ ବୃଷ ରାଶିରେ ପ୍ରବେଶ କରିବେ। ଏହିପରି ବୁଧ ଗ୍ରହ ମେ' ମାସରେ ଦୁଇଥର ନିଜର ରାଶି ପରିବର୍ତ୍ତନ କରିବ। ଯାହା ଯୋଗୁଁ କିଛି ରାଶିର ଭାଗ୍ୟ ଚମକିପାରେ। ତେବେ ଜାଣନ୍ତୁ କେଉଁ ସବୁ ରାଶିଗୁଡ଼ିକ ଲାଭବାନ ହେବେ।
Mercury Transit 2025 in Aries: ग्रहों के राजकुमार बुध 04 अप्रैल तक वक्री स्थिति में होंगे और 7 मई को मेष राशि में गोचर कर जाएंगे जिसका सकारात्मक प्रभाव चार राशियों पर पड़ेगा.
laxmi narayan yog 2025: वैदिक ज्योतिष अनुसार, अमावस्या पर बुध गोचर से मीन राशि में शुक्र और बुध ग्रह की युति हो रही है जिससे लक्ष्मी नारायण राजयोग बना रहा है. इसके प्रभाव से तीन राशियों को लाभ ही लाभ मिलेगा.
Neechbhang Rajyog Rashifal: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଅନେକ ସମୟରେ ଗ୍ରହ ଏବଂ ନକ୍ଷତ୍ର ଏକାଠି ମିଶି ଏକ ଶୁଭ ସଂଯୋଗ ସୃଷ୍ଟି କରନ୍ତି। ଯାହା କିଛି ରାଶି ପାଇଁ ଫଳପ୍ରଦ ପ୍ରମାଣିତ ହୁଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧ ବର୍ଷ ପରେ ବୁଧ ଗ୍ରହ ଏଥର ନୀଚଭଙ୍ଗ ରାଜଯୋଗ ସୃଷ୍ଟି କରିବାକୁ ଯାଉଛନ୍ତି। ଯାହା କିଛି ରାଶି ପାଇଁ ବହୁତ ଲାଭବାନ କରିବାକୁ ଯାଉଛି। ତେବେ ଜାଣନ୍ତୁ ବୁଧ ଗ୍ରହର ନୀଚଭଙ୍ଗ ରାଜଯୋଗ ଯୋଗୁଁ କେଉଁ ୩ଟି ରାଶି ସର୍ବାଧିକ ଲାଭ ପାଇବାକୁ ଯାଉଛନ୍ତି।
Mercury transit 2025 benefits In Hindi: मार्च के महीने में ग्रह बुध राशि परिवर्तन कर रहे हैं. बुध ग्रह के नीच राशि मीन में गोचर करने से नीचभंग राजयोग का निर्माण हो रहा है. वाणी और व्यापार के कारक बुध ग्रह के गोचर से तीन राशियों को विशेष साभ होने वाले हैं.
साल 2025 के शुरुआत में बुध ग्रह का यह पहला महत्वपूर्ण गोचर कई लोगों के जीवन में नई ऊर्जा और संभावनाओं को जन्म देगा. बुध जिसे बुद्धिमत्ता, वाणी नेटवर्किंग और रचनात्मकता का ग्रह माना जाता है 4 जनवरी की दोपहर करीब 12 बजे मंगल की राशि वृश्चिक को छोड़कर गुरु की राशि धनु में प्रवेश करेगा. 5 जनवरी को सूर्योदय के समय यह सूर्य के साथ युति करते हुए धनु में अपनी यात्रा प्रारंभ करेगा. यह परिवर्तन केवल ग्रहों के स्थानांतरण का संकेत नहीं है बल्कि यह संकेत देता है कि जीवन के विभिन्न क्षेत्रों में बदलाव देखने को मिल सकता है. यह गोचर विशेष रूप से कुछ राशियों के लिए उत्साहवर्धक साबित होगा. आइए जानते हैं कि यह बदलाव किन क्षेत्रों और राशियों पर अधिक प्रभाव डालेगा.
Budh Gochar January 2025 Date: उम्मीदों से भरा नया साल 2025 आज से शुरू हो चुका है. इसी के साथ 3 दिन बाद साल का पहला गोचर भी होने जा रहा है. ग्रहों के युवराज बुध कुंभ राशि में प्रवेश करेंगे, जिससे 4 राशियों को सबसे ज्यादा फायदा होने जा रहा है.
Budh Gochar 2025 Rashifal: ନୂଆ ବର୍ଷ ଆରମ୍ଭରେ ଅନେକ ବଡ ଗ୍ରହ ନିଜ ନିଜର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ବୁଧ ମଧ୍ୟ ଏହି ଗ୍ରହମାନଙ୍କ ମଧ୍ୟରୁ ଅନ୍ୟତମ। ପାଞ୍ଜୀ ଅନୁଯାୟୀ ୨୦୨୫ ର ଆରମ୍ଭରେ ଗ୍ରହ ମାନଙ୍କର ରାଜକୁମାର ବୁଧ ରାଶି ପରିବର୍ତ୍ତନ କରିବେ। ଜାନୁଆରୀ ମାସର ପ୍ରଥମ ସପ୍ତାହରେ ବୁଧ ବୃହସ୍ପତିଙ୍କ ରାଶି ଧନୁ ରାଶିରେ ଗୋଚର କରିବେ। ଏଭଳି ପରିସ୍ଥିତିରେ ବୁଧ ଗୋଚର ଯୋଗୁଁ କିଛି ରାଶିର ବ୍ୟକ୍ତି ବିଶେଷ ଲାଭ ପାଇପାରିବେ। ଏହି ରାଶିରେ ଶୁଭ ଫଳାଫଳ ଦେଖିବାକୁ ମିଳିପାରେ। ତେବେ ଜାଣନ୍ତୁ ନୂଆ ବର୍ଷରେ ବୁଧ ଗୋଚର ଯୋଗୁଁ କେଉଁ ସବୁ ରାଶିଙ୍କ ଭାଗ୍ୟ ଚମିକିବ।