miraculous story

ଅଲୌକିକ କାହାଣୀରେ ଭରା ଶ୍ରୀକ୍ଷେତ୍ର

ଦେଶର ଚାରି ଧାମ ମଧ୍ୟରୁ ଏହି ଗୋଟିଏ ଧାମ। ସକଳ ତୀର୍ଥର କାରଣ ପୁରୀ। ଅଲୌକିକ କାହାଣୀରେ ଭରପୁର ରହିଛି ଏହି ଧାମ। ଏଠାକାର ସହର ହେଉ ଅବା ମନ୍ଦିର, ଅବା ସେ ରାସ୍ତା  ପ୍ରତିଟି କ୍ଷେତ୍ରରେ ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଲୌକିକ କାହାଣୀର ଛାପ। ଜୀବନ୍ତ ଦେବତା ଭାବେ ପୂଜା ପାଇଥାନ୍ତ ସକଳ ଓଡ଼ିଆର ମଉଡ଼ମଣି ମହାପ୍ରଭୁ ଶ୍ରୀ ଜଗନ୍ନାଥ।

Jun 23, 2020, 04:14 PM IST