missing posters of gambhir

ଗୌତମ ଗମ୍ଭୀର ନିଖୋଜ ! ଦିଲ୍ଲୀରେ ଲାଗିଲା ପୋଷ୍ଟର

ପୂର୍ବ-ଦିଲ୍ଲୀ ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ନିଖୋଜ ପୋଷ୍ଟର । ଦିଲ୍ଲୀରେ ଗମ୍ଭୀରଙ୍କ ଏହି ନିଖୋଜ ପୋଷ୍ଟର ଲାଗିଛି ।

Nov 17, 2019, 11:28 AM IST