mla rohit pujari

ଜୁଯୋମୁରାରେ ରେଲୱେ ଫ୍ଲାଇଓଭର ନିର୍ମାଣ ପାଇଁ ଦାବି

ଜୁଯୋମୁରାରେ ରେଲୱେ ଫ୍ଲାଇଓଭର ପାଇଁ ହେବ ଜନ ଆନ୍ଦୋଳନ। ବହୁ ବର୍ଷର ଲୋକଙ୍କ ଫ୍ଲାଇଓଭର ନିର୍ମାଣ ଦାବି ପୁରଣରେ ଟାଳଟୁଳ ନୀତି ଅବଲମ୍ବନ କରୁଛି ରେଳ ବିଭାଗ।

Aug 4, 2021, 01:30 PM IST

Oximeter ପରେ Oxygen Concentrator ବାଣ୍ଟିଲେ ରେଢାଖୋଲ ବିଧାୟକ

ସାରା ରାଜ୍ୟରେ କୋଭିଡ ଯୋଗୁଁ ଅକ୍ସିଜେନ ସିଲିଣ୍ଡରର ଆବଶ୍ୟକତା ବଢିଥିବା ବେଳେ ବିଭିନ୍ନ ସମୟରେ ଏହାର ଅଭାବ ମଧ୍ୟ ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ଲୋଟସ ପେଟାଲ ଫାଉଣ୍ଡେସନର ସହାୟତା ଏବଂ ନିଜସ୍ୱ ଉଦ୍ୟମରେ Oxygen Concentrator ଜିଲ୍ଲା ପ୍ରଶାସନକୁ ଯୋଗାଇ ଦେଇଛନ୍ତି।

Jun 12, 2021, 08:54 AM IST

ଚାରି ଦଶନ୍ଧିରୁ ଜଳ କଷ୍ଟ ଭୋଗୁଛନ୍ତି ବାଲପୁରବାସୀ

ପାନୀୟ ଜଳ ପାଇଁ ୨ କିଲୋମିଟର ଚାଲି ଚାଲି ଲମ୍ବା ଲାଇନ ଲଗାଇ ପାାଣି ଆଣିବାକୁ ପଡୁଥିବା ଅଭିଯୋଗ କରିଛନ୍ତି ବାଲପୁର ଗ୍ରାମବାସୀ। ପାନୀୟ ଜଳ ପାଇଁ ସଂଘର୍ଷ କରୁଛନ୍ତି ଗାଁ ଲୋକେ। ଜିଲ୍ଲା ପ୍ରଶାସନ ତଥା ନେତା ମନ୍ତ୍ରୀଙ୍କ ପାଖକୁ ଦୌଡି ଦୌଡି ନୟାନ୍ତ ହେଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ମିଳି ପାରି ନାହିଁ ଟୋପାଏ ପାନୀୟ ଜଳ।  

Jun 6, 2021, 01:47 PM IST

ଆଶା ଦିଦିଙ୍କୁ Oximeter ବାଣ୍ଟିଲେ ଇଞ୍ଜିନିୟର ବିଧାୟକ

ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମପଞ୍ଚାୟତର ଆଶା ଦିଦିଙ୍କୁ ବିଜେଡି କାର୍ଯ୍ୟକର୍ତ୍ତାମାନେ Oximeter ବାଣ୍ଟିଛନ୍ତି। ଏନେଇ ସମ୍ବଲପୁର ରେଢ଼ାଖୋଲ ବିଧାୟକ ଇଞ୍ଜିନିୟର ରୋହିତ ପୂଜାରୀ (Rohit Pujari) ନିଜେ ସୂଚନା ଦେଇଛନ୍ତି।

मई 24, 2021, 09:51 AM IST

ଦ୍ୱିତୀୟ ଦିନରେ ପହଞ୍ଚିଲା ଅନଶନ,ଇନପୁଟ ସବସିଡି ପାଇବାକୁ ଚାଷୀଙ୍କ ୪୦ କିମି ପଦଯାତ୍ରା

ଏ ବାବଦରେ ଜିଲାପାଳଙ୍କ ପାଖକୁ ଗଲେ ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ଫାଇଲ ରହିଛି କହୁଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲାପାଳଙ୍କ ପାଖରେ ଫାଇଲ ରହିଥିବାର କହୁଥିବା ଅଭିଯୋଗ କରିଛନ୍ତି ଚାଷୀ ।

Sep 15, 2020, 01:53 PM IST