mohana police

ନାଳରୁ ମିଳିଲା କଟା ମୁଣ୍ଡ; ଜମିଜମା ବିବାଦରୁ ହୋଇଥିଲା ହତ୍ୟା

ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଭାଲିଆସାହି ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ମଙ୍ଗଳବାର ଜଣେ ବୃଦ୍ଧଙ୍କୁ ଅତି ନିର୍ମମ ଭାବେ ହତ୍ୟା କରଯାଇଥିଲା। ତାଙ୍କ ନାଁ ଦସୁ ମଲ୍ଲିକ।  ମୃତକଙ୍କ ଶରୀରରୁ ମୁଣ୍ଡକୁ ଅଲଗା କରି ଦିଆଯାଇଥିବା ବେଳେ ଖୋଳତାଡ଼ ପରେ ପୁଲିସ୍‌ ତାଙ୍କ କଟା ମୁଣ୍ଡ ଜବତ କରିଛି । 

Nov 14, 2019, 11:18 AM IST