monsoon season 2021

ଘୂର୍ଣ୍ଣୀବଳୟ ଘନୀଭୂତ; ନିଅଣ୍ଟିଆ ବର୍ଷା ଭରଣା କରିବ କି ଲଘୁଚାପ?

ଉତ୍ତର କେନ୍ଦ୍ରୀୟ ବଙ୍ଗୋପ ସାଗର ଠାରେ ଆସନ୍ତା ୬ ତାରିଖ ଆଡକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

Sep 3, 2021, 05:01 PM IST

Monsoon 2021: ସ୍ବାଭାବିକ ଠାରୁ ରାଜ୍ୟରେ ହୋଇଛି ପାଖାପାଖି ୨୦୦ ପ୍ରତିଶତ କମ୍ ବର୍ଷା

 ଦୁର୍ବଳ ମୌସୁମୀ ପାଇଁ ରାଜ୍ୟରେ ନିଅଣ୍ଟିଆ ବର୍ଷାର ପରିମାଣ ମଧ୍ୟ ବୃଦ୍ଧି ପାଉଛି। 

Aug 10, 2021, 06:01 PM IST

Weather Update: ସାରା ଦେଶକୁ ଛୁଇଁଲା ଚଳିତ ବର୍ଷର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ସ୍ବାଭାବିକ ୮ ତାରିଖ ପରିବର୍ତ୍ତେ ସାମାନ୍ୟ ବିଳମ୍ବ ଅର୍ଥାତ ଚଳିତ ବର୍ଷ ଜୁଲାଇ ୧୩ ତାରିଖ ମଙ୍ଗଳବାର ସାରା ଦେଶରେ ପ୍ରବେଶ କରିଛି।

Jul 13, 2021, 06:30 PM IST

Monsoon Season 2021: କେଉଁଠି ହୋଇଛି କେତେ ପରିମାଣରେ ବର୍ଷା?

ଶନିବାର ଠାରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି କେନ୍ଦ୍ର। 

Jun 26, 2021, 08:45 PM IST

ଲଘୁଚାପ ସହ ସକ୍ରିୟ ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ସମୁଦ୍ର ଅଶାନ୍ତ ରହିବା ସହ ସର୍ବାଧିକ ୬୦ କିଲୋମିଟର ବେଗରେ ପବନ ବହିବା ହେତୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ପ୍ରବେଶ ନେଇ ବାରଣ କରାଯାଇଛି। 

Jun 12, 2021, 04:22 PM IST

ସକ୍ରିୟ ହେଉଛି Monsoon; ଲଘୁଚାପ ଜନିତ ବର୍ଷାର ମୁକାବିଲା ପାଇଁ ପ୍ରସ୍ତୁତ BMC

ଯାହା ପରବର୍ତ୍ତୀ ୨୪ ଘଣ୍ଚାରେ ଆହୁରି ସକ୍ରିୟ ହେବା ସହ ବାକି ଜିଲ୍ଲାରେ ପ୍ରବେଶ କରିବା ନେଇ ପାଗ ଅନୂକୁଳ ରହିଛି।

Jun 11, 2021, 05:11 PM IST

ଆଗକୁ Low Pressure; ବିଭିନ୍ନ ସ୍ଥାନରେ ସକ୍ରିୟ ହେବ South-West Monsoon

ଆଗକୁ ଲଘୁଚାପ ହେବାର ସମ୍ଭାବନା ରହିଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସକ୍ରିୟ ହେବ ମୌସୁମୀ ବାୟୁ। 

Jun 4, 2021, 07:36 PM IST