ସରିଲା ମତଦାନ; ନିର୍ବାଚନ ବେଳେ ଗେରୁଆ ରଙ୍ଗରେ ଦୃଶ୍ୟମାନ ହେଲେ ଜ୍ୟୋତିରାଦିତ୍ୟ
ଏହି ନିର୍ବାଚନରେ ମତଦାନ କରିବା ଲାଗି ସେ ତାଙ୍କ ମାଉସୀ ତଥା ପୂର୍ବତନ ମନ୍ତ୍ରୀ ମାୟା ସିଂହଙ୍କ ସହ ସକାଳ ସାଢେ ୯ଟା ବେଳେ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ।
Nov 3, 2020, 11:06 PM IST
ଭୋଟଗ୍ରହଣ ଶେଷ; ଜାଣନ୍ତୁ କେଉଁ ରାଜ୍ୟରେ ହୋଇଛି କେତେ ପ୍ରତିଶତ ମତଦାନ
ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନ କେତେ ପ୍ରତିଶତ ମତଦାନ ହାର ଜଣାପଡିଛି।
Nov 3, 2020, 09:17 PM IST
ତୁଟୁଛି ଭରଷା; ମତ ସାବ୍ୟସ୍ତ କଲେ ମାତ୍ର ୯ ଭୋଟର
ରାଜ୍ୟର ବୁରହାନପୁର ଜିଲ୍ଲାର ନେପାନଗର ବିଧାନସଭା ଆସନରେ ଭୋଟ ବର୍ଜନ କରିଛନ୍ତି ସେଠାକାର ବାସିନ୍ଦା। ଖବର ସ୍ଥାନୀୟ ପ୍ରଶାସନ ମତଦାତଙ୍କ ସହ ଆଲୋଚନା କରିବା ଲାଗି ସେଠାରେ ପହଞ୍ଚିଛନ୍ତି।
Nov 3, 2020, 06:05 PM IST
ବିବାଦରେ ରାମ: ପ୍ରଚାର ବେଳେ ନାଁ ବ୍ୟବହାରକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ
ଉପନିର୍ବାଚନ ଲାଗି ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ଭଗବାନ ରାମଙ୍କୁ ନେଇ ମୁହାଁମୁହିଁ ହୋଇଛନ୍ତି ଉଭୟ ଦଳ।
Sep 24, 2020, 09:28 PM IST
MP उपचुनाव में सिंधिया के गढ़ में पायलट देंगे चुनौती, कांग्रेस ने बनाई खास रणनीति
16 सीटों में से भी 9 सीटें गुर्जर बाहुल्य हैं. ऐसे में सिंधिया को उन्हीं के गढ़ में मात देने के लिए कांग्रेस में उच्च स्तर पर रणनीति तैयार की गई है.
Sep 19, 2020, 05:51 PM IST