mp bypolls

ମଧ୍ୟପ୍ରଦେଶ ଉପନିର୍ବାଚନ: ବିଜେପି-କଂଗ୍ରେସର ନିଦ ହଜାଇଲା ଏହି ଦଳ !

MP Bypolls 2020: ରାଜ୍ୟରେ ହେବାକୁ ଯାଉଥିବା ୨୮ଟି ବିଧାନସଭା ଆସନରେ ଉପନିର୍ବାଚନ ମଧ୍ୟରୁ  ୧୬ଟି ଆସନ ଗ୍ୱାଲିଅର୍-ଚମ୍ବଲ ଅଞ୍ଚଳରୁ ରହିଛି ।

Oct 11, 2020, 09:27 AM IST

'ଜ୍ୟୋତିରାଦିତ୍ୟଙ୍କ ପକେଟରେ ଟଙ୍କା ପରିବର୍ତ୍ତେ ରହେ ବିଛା, ପ୍ରତ୍ୟେକ ପିଢ଼ି କରିଛି ବିଶ୍ୱାସଘାତକତା'

ଜିତୁ ପଟୱାରୀ କହିଛନ୍ତି ଯେ, ସିନ୍ଧିଆ ପରିବାର ଝାନ୍ସି ରାଣୀଙ୍କୁ ହତ୍ୟା କରାଇଛନ୍ତି । ସିନ୍ଧିଆ ଟ୍ରଷ୍ଟର ତଦନ୍ତ କରାଯାଉ ବୋଲି କଂଗ୍ରେସ ଦାବି କରିଛି ।

Oct 9, 2020, 09:57 PM IST

କଂଗ୍ରେସକୁ ୪ ଦିନରେ ଲାଗିଲା ୩ଟି ଝଟକା, ବିଜେପିରେ ସାମିଲ ହେଲେ ଆଉ ୨ ବଡ଼ ନେତା

କଂଗ୍ରେସ ଦିମନିରୁ ସତ୍ୟେନ୍ଦ୍ର ସିଂଙ୍କୁ ଟିକେଟ ଦେଇ ନଥିଲା । ତାଙ୍କ ସ୍ଥାନରେ ଦଳ ରବୀନ୍ଦ୍ର ସିଂ ତୋମାରଙ୍କୁ ଟିକେଟ ଦେଇଛି । 

Sep 27, 2020, 12:03 PM IST

ପ୍ରିୟଙ୍କା ଗାନ୍ଧୀଙ୍କୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଚ୍ୟାଲେଞ୍ଜ

ମଧ୍ୟପ୍ରଦେଶର ଅଶୋକନଗର ଜିଲ୍ଲାର ରାଜପୁରରେ ପହଞ୍ଚି ସିନ୍ଧିଆ (Jyotiraditya Scindia) କହିଛନ୍ତି ଯେ, ଯଦି ପ୍ରିୟଙ୍କା ଗାନ୍ଧୀ ମଧ୍ୟପ୍ରଦେଶ ବିଧାନସଭାର ୨୮ଟି ଆସନ ପାଇଁ ଆଗାମୀ ଉପନିର୍ବାଚନ (MP Bypolls) ରେ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ଗ୍ୱାଲିୟର-ଚମ୍ୱଲ କ୍ଷେତ୍ରରେ ନିର୍ବାଚନ ପ୍ରଚାର କରନ୍ତି, ତେବେ ମଧ୍ୟ ବିଜେପି (BJP) କୁ ଜିତିବାରେ କୌଣସି ସମସ୍ୟା ଆସିବ ନାହିଁ ।

Sep 26, 2020, 07:37 AM IST

ମଧ୍ୟପ୍ରଦେଶ ଉପନିର୍ବାଚନ: ଚକ୍ରବ୍ୟୁହରେ ଜ୍ୟୋତିରାଦିତ୍ୟ ସିନ୍ଧିଆ !

MP Bypolls: ରାଜ୍ୟର ୨ କ୍ୟାବିନେଟ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇ ବିଜେପି (BJP) କମଲ ନାଥ (Kamal Nath) ଙ୍କ କାର୍ଯ୍ୟକ୍ରମକୁ ଅସଫଳ କରିବା ପାଇଁ ୫ ଦିନ ପୂର୍ବରୁ ହିଁ ମୋର୍ଚ୍ଚା ଛିଡ଼ା କରିଦେଇଥିଲା । ଆଉ ଏହି ମାମଲାରେ ମଧ୍ୟ ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗ ନେଇଥିଲା ।

Sep 22, 2020, 09:25 AM IST

ରୋଚକ ହେଲା ମଧ୍ୟପ୍ରଦେଶ ଉପନିର୍ବାଚନ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ସଚିନ ପାଇଲଟ ହେବେ ମୁହାଁମୁହିଁ

ଏହି ଖବର ଶୁଣି କଂଗ୍ରେସ (Congress) ରୁ ବିଜେପି (BJP) ରେ ସାମିଲ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକଙ୍କ ହୋଶ ଉଡ଼ିଯାଇଛି ।

Sep 18, 2020, 08:15 AM IST

ଉପନିର୍ବାଚନ ପୂର୍ବରୁ ବିଜେପିକୁ ଆଉ ଏକ ଝଟକା ଦେଲେ କମଲନାଥ

କମଲନାଥ ରବିବାର ଇନ୍ଦୌରର ସାମ୍ୱେର ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରେମଚାନ୍ଦ ଗୁଣ୍ଡୁଙ୍କ ପ୍ରଚାର ପାଇଁ ପହଞ୍ଚିଥିଲେ । ଏହି ସଭାରେ ବିଜେପିର ମହନ୍ତ ସନ୍ଦୀପ ଶର୍ମା ଶତାଧିକ କାର୍ଯ୍ୟକର୍ତ୍ତାଙ୍କ ସହ କଂଗ୍ରେସରେ ଯୋଗ ଦେଇଥିଲେ ।

Sep 17, 2020, 08:50 AM IST

ମଧ୍ୟପ୍ରଦେଶ ଉପନିର୍ବାଚନ: 'ସିନ୍ଧିଆଙ୍କ ବିଶ୍ୱସ୍ତଙ୍କ ବିଜୟ ସୁନିଶ୍ଚିତ କରନ୍ତୁ, ନଚେତ୍ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହନ୍ତୁ'

ପାଖେଇ ଆସୁଛି ମଧ୍ୟପ୍ରଦେଶ ବିଧାନସଭା ଉପନିର୍ବାଚନ (MP Bypolls) । ୨୭ଟି ବିଧାନସଭା ଆସନରେ ବିଜେପି (BJP) ଓ କଂଗ୍ରେସ (Congress) ମଧ୍ୟରେ ଲଢ଼େଇ ଜୋରଦାର ହେବାର ସମ୍ଭାବନା ରହିଛି । ଏନେଇ ଉଭୟ ବିଜେପି ଓ କଂଗ୍ରେସର ନେତାଗଣ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଅନ୍ୟପକ୍ଷେ ବିଜେପି ପାଇଁ ଦଳର ନେତାଙ୍କ ଅସନ୍ତୋଷ ଏକ ଚିନ୍ତାର ପ୍ରମୁଖ କାରଣ

Sep 12, 2020, 05:53 PM IST

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସଭାରେ ହଙ୍ଗାମା, ଜୋରଦାର ନାରାବାଜି କଲେ କାର୍ଯ୍ୟକର୍ତ୍ତା

ସେପଟେ ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) କମଳ ନାଥ (KamalNath) ଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ । ଜ୍ୟୋତିରାଦିତ୍ୟ କହିଛନ୍ତି ଯେ, ଆମର ବିଧାୟକ ଗଦ୍ଦାର ନୁହଁନ୍ତି, ଗଦ୍ଦାର କଂଗ୍ରେସ ସରକାରର ମୁଖ୍ୟମନ୍ତ୍ରୀ ଥିଲେ ।

Sep 12, 2020, 08:27 AM IST

ମଧ୍ୟପ୍ରଦେଶ ଉପନିର୍ବାଚନ: ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଗଡ଼ରୁ ହଠାତ୍ କାହିଁକି ଦୂରେଇ ଗଲେ ବିଜେପିର 'ସଙ୍କଟମୋଚକ' ?

ନରୋତ୍ତମ ମିଶ୍ର (Narottam Mishra) ଗ୍ୱାଲିଅର ଜୋନରେ କ୍ଷମତା ପରିବର୍ତ୍ତନ ସହିତ ସର୍ବ ପ୍ରଥମେ ବିଜେପିର ଅସନୁଷ୍ଟ ନେତାମାନଙ୍କୁ ମନାଇବା ଆରମ୍ଭ କରିଥିଲେ । 

Sep 10, 2020, 05:51 PM IST

ମଧ୍ୟପ୍ରଦେଶ ଉପନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା ଦେଲେ କମଳ ନାଥ

ସତୀଶ ସିକରୱାର (Satish Sikarwar) ଙ୍କ ପାରିବାରିକ ପୃଷ୍ଠଭୂମି ବିଜେପି (BJP) ର ରହିଛି । ତାଙ୍କ ପିତା ଗଜରାଜ ସିଂ ଏବଂ ଭାଇ ସତ୍ୟପାଲ ସିଂ ମଧ୍ୟ ବିଜେପିର ବିଧାୟକ ରହି ସାରିଛନ୍ତି । କିନ୍ତୁ ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) ଙ୍କ ଆଗମନ ସହିତ ଦଳରେ ପୁରୁଣା ବିଜେପି ନେତାଙ୍କୁ ଅଣଦେଖା କରାଯାଉଛି । 

Sep 8, 2020, 04:26 PM IST

ମଧ୍ୟପ୍ରଦେଶ ଉପନିର୍ବାଚନ : 'ଆରଏସଏସର ସର୍ଭେରୁ ଡରି ଯାଇଛି ବିଜେପି, ସମସ୍ତ ୨୭ଟି ଆସନରେ ହେବ ପରାଜୟ'

 କଂଗ୍ରେସ (Congress) ର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଜ୍ଜନ ସିଂ ବର୍ମା (Sajjan Singh Verma) ଏକ ବଡ଼ ଦାବି କରିଛନ୍ତି । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (RSS) ର ଆଭ୍ୟନ୍ତରୀଣ ସର୍ଭେ ଦେଖି ବିଜେପି ଭୟଭୀତ ଅଛି ବୋଲି ସଜ୍ଜନ ସିଂ ବର୍ମା ଦାବି କରିଛନ୍ତି ।

Sep 6, 2020, 03:57 PM IST

ମଧ୍ୟପ୍ରଦେଶ ଉପନିର୍ବାଚନ ପାଇଁ ରଣନୀତି ବଦଳାଇଲା ବିଜେପି, ସିନ୍ଧିଆଙ୍କୁ ଛାଡ଼ି ଏହି କେନ୍ଦ୍ର ମନ୍ତ୍ରୀ ସମ୍ଭାଳିଲେ ମୋର୍ଚ୍ଚା

ଦଳରେ ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) ଙ୍କ ସ୍ଥିତି ମଜଭୁତ ହେବାରୁ ଚିନ୍ତିତ ଓ ଅସନ୍ତୁଷ୍ଟ କାର୍ଯ୍ୟକର୍ତ୍ତାଙ୍କୁ ମନେଇବା ପାଇଁ କେନ୍ଦ୍ର କୃଷି ମନ୍ତ୍ରୀ (Union Agriculture Minister) ନରେନ୍ଦ୍ର ସିଂ ତୋମାର (Narendra Singh Tomar) ଏବଂ ପ୍ରଦେଶାଧ୍ୟକ୍ଷ ବିଷ୍ଣୁ ଦତ୍ତ ଶର୍ମା (Vishnu Dutt Sharma) ମୋର୍ଚ୍ଚା ସମ୍ଭାଳିଛନ୍ତି ।

Sep 5, 2020, 06:44 PM IST

ମଧ୍ୟପ୍ରଦେଶ ଉପନିର୍ବାଚନର ଫଳାଫଳ ବଦଳାଇ ଦେବ ମୁଖ୍ୟମନ୍ତ୍ରୀଙ୍କ ଚେହେରା ! ଜାଣନ୍ତୁ ବିଧାନସଭାର ଗଣିତ...

ଉଭୟ ବିଜେପି ଓ କଂଗ୍ରେସ ଉପନିର୍ବାଚନରେ ଜିତିବା ପାଇଁ ସମସ୍ତ ବଳ ଲଗାଛନ୍ତି । ଏହି ଉପ-ନିର୍ବାଚନ (MP Bypolls) କଂଗ୍ରେସ (Congress) ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଳ ନାଥ (Kamal Nath) ଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ । କାରଣ ଶିବରାଜ ସରକାର (Shivraj Govt) ଙ୍କୁ ହଟାଇବା ପାଇଁ କଂଗ୍ରେସକୁ ସମସ୍ତ ୨୭ଟି ଆସନ ଜିତିବାକୁ ପଡିବ ।

Aug 29, 2020, 05:39 PM IST

ବିଜେପି ଭିତରେ ବିରୋଧର ସାମ୍ନା କରୁଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ !

ଜ୍ୟୋତିରାଦିତ୍ୟ ପ୍ରଥମ ଥର ପାଇଁ ନାଗପୁରରେ ରାଷ୍ଟ୍ରୀୟ ସ୍ୱୟଂ ସେବା ସଂଘ(RSS)ର ମୁଖ୍ୟାଳୟରେ ପହଞ୍ଚିଥିଲେ । କିନ୍ତୁ ଏଠାରେ ସେ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ସହ ସାକ୍ଷାତ କରିପାରିନଥିଲେ । ତେବେ ସେ ନିଶ୍ଚିତ ଭାବରେ ସଂଗଠନର ଅନ୍ୟ ପଦାଅଧିକାରୀମାନଙ୍କୁ ଭେଟିଥିଲେ ।

Aug 27, 2020, 09:18 AM IST

କଂଗ୍ରେସରୁ ଆସିଥିବା ନେତାଙ୍କୁ ଅଧିକ ଗୁରୁତ୍ୱ ଦେଉଥିବା ଯୋଗୁଁ ବିଜେପିରେ ବଢ଼ୁଛି ଅସନ୍ତୋଷ

ଆଗର ବ୍ୟତୀତ ୨୬ଟି ଆସନରେ ଯେଉଁ ବିଜେପି ନେତାମାନେ ୨୦୧୮ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସେମାନେ ଅସନ୍ତୁଷ୍ଟ ଅଛନ୍ତି । ସେଥିରୁ ଚମ୍ବଲ-ଗ୍ୱାଲିଅରର ବରିଷ୍ଠ ବିଜେପି ନେତା ଜୟଭାନ ସିଂ ପୱାୟା ହୁଅନ୍ତୁ କିମ୍ବା ମାଲୱା ଅଞ୍ଚଳରୁ ପୂର୍ବତନ ମନ୍ତ୍ରୀ ଦୀପକ ଯୋଶୀ ସାମିଲ ଅଛନ୍ତି ।

Aug 23, 2020, 10:24 AM IST