narla police station

୮ ଫୁଟ ଲମ୍ବର ଅଜଗର ଉଦ୍ଧାର

କଳାହାଣ୍ଡି ନର୍ଲା ଅଞ୍ଚଳରୁ ଉଦ୍ଧାର ହେଲା ୮ ଫୁଟ ଲମ୍ବର ଅଜଗର । ସ୍ନେକ ହେଲ୍ପ ଲାଇନର ସଦସ୍ୟମାନେ ଏହାକୁ ଉଦ୍ଧାର କରିଥିଲେ । ପରେ ଜଙ୍ଗଲରେ ଅଜଗରଟିକୁ ଛାଡି ଦିଆଯାଇଥିଲା । 

Dec 3, 2019, 06:40 AM IST