Zee Rozgar Samachar

niranjan patnaik

ଆଜି ୬ ଘଣ୍ଟିଆ ଓଡ଼ିଶା ବନ୍ଦ

ତୈଳଦରର ଅହେତୁକ ଦର ବୃଦ୍ଧିକୁ (OIL Price Hike) ପ୍ରତିବାଦ କରି ଆଜି ରାଜ୍ୟ କଂଗ୍ରେସ (Congress) ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ (Odisha Bandh) ଡାକରା ଦେଇଛି । 

Feb 15, 2021, 08:50 AM IST

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ

ପିସିସି ସଭାପତିଙ୍କ ଉପସ୍ଥିତିରେ ଟାଉନ ଥାନାରେ ଏତଲା ଦେଲେ ସୁରକ୍ଷାକର୍ମୀ ରାଜେଶ ସିଂହ । 

Jan 18, 2021, 07:36 AM IST

ଏହି କାରଣରୁ ଏଥର ନୂଆ ବର୍ଷ ପାଳିବେନି ପିସିସି ସଭାପତି

ଏନେଇ କଂଗ୍ରେସ (Congress) ତରଫରୁ ସୂଚନା ପ୍ରଦାନ କରିଛି ।

Dec 31, 2020, 02:04 PM IST

ଫାଇନ ଗଣିଲେ ପିସିସି ସଭାପତି

ସାମାଜିକ ଦୂରତ୍ୱ ବଜାୟ ରଖିନଥିବାରୁ ଶ୍ରୀଯୁକ୍ତ ପଟ୍ଟନାୟକଙ୍କଠାରୁ ଫାଇନ ଆଦାୟ କରିଛି କମିଶନରେଟ ପୋଲିସ ।

Jun 26, 2020, 01:11 PM IST

ନିରଞ୍ଜନଙ୍କ ପ୍ରଶ୍ନ: ଦେଶଦ୍ରୋହୀ କିଏ, ମୋଦି ନା ମନମୋହନ ?

ପ୍ରତିଦିନ ଦେଶ ତଳକୁ ତଳ ଯାଉଥିବା କହି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । 

Jun 1, 2020, 12:34 PM IST

ନିଜ ଫାସରେ ନିଜେ ଫସିଲେ ପିସିସି ସଭାପତି!

କଂଗ୍ରେସ ଭବନରେ ବାଉନସର ପଶିବା ଘଟଣାରେ ତଦନ୍ତ ପାଇଁ କମିଟି ଗଠନ କରି ପୁଣି ନୂଆ ଅଡୁଆରେ ଫସିଛନ୍ତି ନିରଞ୍ଜନ । କଂଗ୍ରେସ ଭବନରେ ବାଉନସର ପଶିବା ଘଟଣାରେ ଖୋଦ ପିସିସି ସଭାପତିଙ୍କୁ ଦାୟୀ କରି କଂଗ୍ରେସ ନେତାମାନେ ନିରଂଜନଙ୍କ ଉପରେ ବର୍ଷି ଚାଲିଛନ୍ତି । 

Jan 23, 2020, 05:53 PM IST

ବିଜେଡି ଓ ବିଜେପି ମଧ୍ୟରେ ରହିଛି ମେଣ୍ଟ: ନିରଞ୍ଜନ ପଟ୍ଟନାୟକ

ଦେଶର ଅର୍ଥନୈତିକ ସ୍ଥିତି ଉପରେ ଆଲୋଚନା ପାଇଁ ରାଜ୍ୟସଭା ଲିଷ୍ଟରେ ନାଁ ଦେଇ ଆଲୋଚନାରେ ଭାଗ ନେଲେନି ୩ ଜଣ ବିଜେଡି ସାଂସଦ ସସ୍ମିତ ପାତ୍ର, ଭାସ୍କର ରାଓ ଓ ପ୍ରସନ୍ନ ଆଚାର୍ଯ୍ୟ । ନଭେମ୍ୱର ୨୬ରେ ଆଲୋଚନା ପାଇଁ ଲିଷ୍ଟ ଦେଇଥିଲେ ହେଲେ ୨୭ ତାରିଖରେ ଆଲୋଚନାରେ ଭାଗ ନେଲେ ନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି ।

Dec 9, 2019, 06:51 PM IST

ନିରଞ୍ଜନଙ୍କୁ ନେଇ ରାଜ୍ୟ କଂଗ୍ରେସରେ ବଢୁଛି ଅସନ୍ତୋଷ!

ଏପରିକି ଖାଲି ଦିଲ୍ଲୀ ନୁହେଁ ନିରଞ୍ଜନ ବିରୋଧୀ ଯୁବ ଛାତ୍ର କଂଗ୍ରେସର ନେତାମାନେ ମଧ୍ୟ ଓଡିଶାରେ ଘନ ଘନ ବୈଠକ କରୁଛନ୍ତି । ତାଙ୍କୁ ଯେମିତି ହେଲେ ପିସିସି ମୁଖିଆ ପଦରୁ ହଟାଇବା ପାଇଁ ବିରୋଧୀ ଲାଗି ପଡିଛନ୍ତି । 

Dec 7, 2019, 04:24 PM IST

ଝାରଖଣ୍ଡ ନିର୍ବାଚନ ପରେ ହେବ ପିସିସିର ନୂଆ କମିଟି ଗଠନ!

ପିସିସିର ନୂଆ କମିଟି ନେଇ କୌଣସି ନିଷ୍ପତ୍ତି ହୋଇପାରି ନାହିଁ । ଅକ୍ଟୋବର ଶେଷ ସୁଦ୍ଧା ପିସିସିର ନୂଆ କମିଟି ଘୋଷଣା ହେବ ବୋଲି ଖୋଦ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଥିଲେ । କିନ୍ତୁ ବର୍ତ୍ତମାନ ଯାଏ କମିଟି ଘୋଷଣା ହୋଇପାରି ନାହିଁ । ଏପରିକି କମିଟି ଘୋଷଣା ଏବେ ହୋଇପାରିବ ନାହିଁ ବୋଲି କଂଗ୍ରେସ ବିଧାୟକମାନେ କହିଛନ୍ତି ।

Nov 25, 2019, 04:31 PM IST

ଓଡ଼ିଶା ପ୍ରଦେଶ କଂଗ୍ରେସରେ ନିରଞ୍ଜନ ବିଦ୍ରୋହୀ ନାଟକରେ ଟ୍ୱିଷ୍ଟ

ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ବିଧାୟକ ମହମ୍ମଦ ମୋକିମ 

Nov 6, 2019, 08:12 PM IST

କଂଗ୍ରେସର ନୂଆ ରଣ କୈାଶଳ

ସମାଜର ବିଭିନ୍ନ ବର୍ଗର ଲୋକଙ୍କଠାରୁ ମତାମତ ନେଇଛି ଦଳ । ଏଥିପାଇଁ ପାଖାପାଖି ୧୦୦ରୁ ଅଧିକ ବୁଦ୍ଧୀଜୀବୀଙ୍କୁ ନେଇ କଂଗ୍ରେସ ଭବନରେ ବୈଠକ କରାଯାଇଛି । ଅବସରପ୍ରାପ୍ତ ପ୍ରଶାସକଙ୍କଠାରୁ ଆରମ୍ଭ କରି ଓକିଲ ତଥା ସମାଜର ବିଭିନ୍ନ ବର୍ଗର ଲୋକଙ୍କଠାରୁ ପରାମର୍ଶ ଏବଂ ମତାମତ ନିଆଯାଇଛି । ଓଡିଶା କଂଗ୍ରେସ ଦାୟୀତ୍ବରେ ଥିବା ଦଳ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ସମେତ ପିସିସି ସଭାପତି ସିଧାସଳଖ ବୁଦ୍ଧୀଜୀବୀଙ୍କ ସହ ଆଲୋଚନା କରିଛନ୍ତି । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs

Oct 5, 2019, 09:00 AM IST

କଂଗ୍ରେସର ଗଡ଼ ଚିନ୍ତା...

ଚଳିତ ମାସ ୨୦ରୁ ୩୦ ତାରିଖ ମଧ୍ୟରେ ସାଧାରଣ ପରିଷଦ ବୈଠକ କରିବାକୁ ହାଇକମାଣ୍ଡଙ୍କ ନିର୍ଦ୍ଦେଶ... ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Sep 14, 2019, 11:50 PM IST

ନିରଞ୍ଜନଙ୍କୁ ଭରସା କଲା ଦଳ, ପୁଣି ସମ୍ଭାଳିବେ କମାଣ୍ଡ

ଗତ ସାଧାରଣ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପରେ ମଧ୍ୟ ବଦଳିଲା ନାହିଁ ପିସିସି ପଦବୀ । ନୈତିକ ଦାୟିତ୍ୱ ନେଇ ପଦବୀରୁ ନିରଂଜନ ପଟ୍ଟନାୟକ ଇସ୍ତଫା ଦେଇଥିଲେ ମଧ୍ୟ ଏହା ଗ୍ରହଣ ହେଲା ନାହିଁ, ନିରଞ୍ଜନଙ୍କ ସହ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ଓ ପ୍ରଦୀପ ମାଝୀ ମଧ୍ୟ ପଦବୀ ବଜାୟ ରଖିଛନ୍ତି । ଏହାକୁ ନେଇ କଂଗ୍ରେସର ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା, ପୂର୍ବତନ ସଭାପତି ଜୟଦେବ ଯେନା କହିଛନ୍ତି, ହାଇକମାଣ୍ଡଙ୍କ ନିଷ୍ପତିକୁ ମାନିବା ପ୍ରତ୍ୟେକ କଂଗ୍ରେସର ଶୃଙ୍ଖଳିତ କର୍ମୀଙ୍କ ଦାୟିତ୍ୱ । ସେହିପରି ବରିଷ୍ଠ ନେତା ଅମର ପ୍ରଧାନଙ୍କ କହିବା କଥା, ନେତା ବଦଳିଲେ କି ରହିଲେ କିଛି ହେବ ନାହିଁ, ରାଜ୍ୟ କଂଗ୍ରେସକୁ ସୁଧାରିବା ପାଇଁ ରଣନୀତି ଓ ଆଭିମୁଖ୍ୟରେ ପରିବର୍ତ୍ତନ ହେବା ଦରକାର । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Aug 28, 2019, 07:50 PM IST

नरेंद्र मोदी की 'आंधी' के बीच 'धरतीपकड़' साबित हुआ यह दिग्‍गज राजनेता, फिर बनेगा सीएम

इन चुनावों में मोदी लहर उन सीटों पर भी अपना कब्जा जमाने में कामयाब रही, जो कांग्रेस के पूर्वजों के खाते में जाती रही हैं. जब पूरे देश में एक बार फिर मोदी लहर चल रही थी, उस वक्त एक राजनेता भी था, जो धरती पुत्र कहलाया और एक बार फिर राज्य की सत्ता पर आसीन होने के लिए तैयार है. 

मई 24, 2019, 08:26 AM IST

ओडिशा में कांग्रेस ने पहले ही मानी हार, प्रदेश कांग्रेस प्रमुख बोले- हम विपक्ष का दर्जा भी गंवा सकते हैं

ओडिशा विधानसभा चुनाव परिणाम 2019 (Odisha Assembly Election Results 2019) ओडिशा में मतगणना से एक दिन पहले प्रदेश कांग्रेस अध्यक्ष निरंजन पटनायक ने बुधवार को स्वीकार किया कि कांग्रेस राज्य में अपने दम पर सरकार नहीं बना पाएगी और वह अपना विपक्ष का दर्जा भी गंवा सकती है.

मई 23, 2019, 06:41 AM IST