odisha assembly 0

କୋରୋନା ସଙ୍କଟ ମଧ୍ୟରେ ବସିଲା ବଜେଟ ଅଧିବେଶନ

୧ଲକ୍ଷ ୫୫ହଜାର ୯୬୩ କୋଟି ୨୬ଲକ୍ଷ ୮୧ ହଜାର ଟଙ୍କାର ବଜେଟ ଗୃହରେ ପାରିତ ହୋଇଛି । ସମସ୍ତ ବିଭାଗର ଖର୍ଚ୍ଚ ଦାବି ଜିଲୋଟିନ୍ ଜରିଆରେ ପାରିତ ହେବା ପରେ ବ୍ୟୟ ମଞ୍ଜୁରୀ ବିଲ୍‌କୁ ଗୃହର ଅନୁମୋଦନ ମିଳିଛି । ରାଜ୍ୟ ତଥା ଦେଶର ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ କୋରୋନା ରୂପୀ ମହାମାରୀକୁ ମୁକାବିଲା କରିବାକୁ ସବୁ ଦଳ ମିଳିମିଶି ସଂକଳ୍ପ ନେଇଛନ୍ତି ।

Mar 30, 2020, 08:19 PM IST

ଆସନ୍ତା ୩୦ରେ ଲୋକସେବା ଭବନରେ ବସିବ ବିଧାନସଭା

ଗତକାଲି ଯେଉଁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ସେ ବିଧାନସଭାର ଜଣେ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିଲେ ।

Mar 27, 2020, 01:27 PM IST

ବିଧାନସଭାରେ ଚେକ୍ ଡ୍ୟାମ ବିଫଳତାକୁ ନେଇ ଉଦବେଗ

ଗତ ୧୦ବର୍ଷ ମଧ୍ୟରେ ରାଜ୍ୟରେ ୧୪୫୮୮ଟି ଆଡ଼ିବନ୍ଧ ନିର୍ମାଣ ହୋଇଛି, ଯାହା ଦ୍ୱାରା ୧ ଲକ୍ଷ ୪୭ହଜାର ହେକ୍ଟର ଜମିରେ ଜଳସେଚନ ହୋଇପାରୁଛି ବୋଲି ଜଳସେଚନ ମନ୍ତ୍ରୀ ଗୃହରେ କହିଥିଲେ । 

Mar 13, 2020, 07:42 AM IST

ବିଧାନସଭାରେ ୟେସ୍ ବ୍ୟାଙ୍କ ତାତି

 ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ପ୍ରଥମ ଦିନରେ ଗୃହରେ ୟେସ ବ୍ୟାଙ୍କ ତାତି ଦେଖିବାକୁ ମିଳିଛି । ଏହି ପ୍ରସଙ୍ଗ ରେ ଆଲୋଚନା ପାଇଁ ବିଜେପି ପକ୍ଷରୁ ମୂଲତବୀ ପ୍ରସ୍ତାବ ଅଣାଯାଇଥିଲେ ମଧ୍ୟ କଂଗ୍ରେସର ବିରୋଧ ଯୋଗୁଁ  ଗୃହ କାର୍ଯ୍ୟ ଚାଲି ପରିନଥିଲା । ପ୍ରଶ୍ନକାଳ ସାଙ୍ଗକୁ ଶୂନ୍ୟକାଲ ବି ଧୋଇ ଯାଇଥିଲା ।

Mar 11, 2020, 05:05 PM IST

କାଲିଠୁ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ, ବିରୋଧୀଙ୍କ ହାତରେ ୟେସ ବ୍ୟାଙ୍କ ମୁଦ୍ଦା

ମହାପ୍ରଭୁଙ୍କ କୋଟି କୋଟି ଟଙ୍କା ୟେସ ବ୍ୟାଙ୍କରେ ରଖିବା ଘଟଣାକୁ ବଡ଼ ପ୍ରସଙ୍ଗ ଭାବେ ଉଠାଇପାରନ୍ତି ବିରୋଧୀ । 

Mar 10, 2020, 04:19 PM IST

ଗୃହରେ ଉଠିଲା OPGC ପ୍ରସଙ୍ଗ

ଏହି କମ୍ପାନୀର କର୍ମଚାରୀଙ୍କୁ ଅଧିକ ଦରମା ଦିଆଯାଉଥିବା ବେଳେ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ କମ୍ ଦରମା ଦିଆଯାଉଛି । ଯାହାକି ଦକ୍ଷିଣ ଆଫ୍ରିକାର ବର୍ଣ୍ଣ ବୈଷମ୍ୟଠାରୁ କିଛି କମ ନୁହେଁ ବୋଲି କହିଛନ୍ତି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । 

Feb 27, 2020, 06:50 AM IST

ବିରୋଧୀଙ୍କ ହଟ୍ଟଗୋଳ, ଚାଲିପାରୁନି ଗୃହ

ଧାନ ମଣ୍ଡିରେ ଅବ୍ୟବସ୍ଥା। ଚାଷୀ ଆତ୍ମହତ୍ୟା କରିବାକୁ ବସିଲାଣି। ମଣ୍ଡିରେ ପଡି ରହିଛି ଧାନ। ସରକାର ଧାନ କିଣାରେ ବିଫଳ । ଏଭଳି ପ୍ରସଙ୍ଗ ଉଠାଇ ଗୃହରେ ବିରୋଧୀଙ୍କ ହଟଗୋଳ ଯୋଗୁଁ ଗୃହକାର୍ଯ୍ୟର ପ୍ରଥମାର୍ଦ୍ଧ ଆଜି ବି ଚାଲିପାରିନାହିଁ । ବିରୋଧିଙ୍କ ଝଡ଼ରେ ପ୍ରଶ୍ନକାଳ ଧୋଇଯାଇଛି । 

Feb 25, 2020, 06:59 PM IST

ବିରୋଧୀଙ୍କୁ ମିଳୁନି ଗୁରୁତ୍ୱ

ବିଧାନସଭାରେ ବିରୋଧୀ ଦଳକୁ ଗୁରୁତ୍ୱ ଦିଆଯାଉନି ବୋଲି ମୁଖ୍ୟ ବିରୋଧି ଦଳ ବିଜେପି ଅଭିଯୋଗ କରିଛି ।  ଗୋଟିଏ ଦାବି ହେଲା ଗୃହରେ ୨୧ ଟି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେଉନାହିଁ । ୨୧ଟି ବିଭାଗର ୫୧ହଜାର ୮୦୦ କୋଟି ଟଙ୍କା ବିନା ଆଲୋଚନାରେ ପାସ ହେଉଛି। 

Feb 24, 2020, 09:27 PM IST

ଅପରାଧ ବଢୁଛି, ପୋଲିସ ନିଯୁକ୍ତି କମିଛି: ବିରୋଧୀ

ରାଜ୍ୟରେ ବଢିଚାଲିଛି ଅପରାଧିକ ମାମଲା । ଦୁଷ୍କର୍ମ, ଡକାୟତି, ଚୋରି, ପାଶବିକ ଅତ୍ୟାଚାର, ମହିଳାଙ୍କ କ୍ଷେତ୍ରରେ ଅପରାଧ ସବୁ କ୍ଷେତ୍ରରେ ୨୦୧୮ ଅପେକ୍ଷା ୨୦୧୯ରେ ମାମଲା ବଢିଚାଲିଛି । ଏସିଡ଼୍ ଆକ୍ରମଣ, ଇଭ୍ ଟିଜିଂ ମାମଲା କମିଥିବା ବେଳେ ହତ୍ୟା ମାମଲା ମଧ୍ୟ ଗତବର୍ଷ ଅପେକ୍ଷା ସାମାନ୍ୟ କମିଛି । ହେଲେ ମହିଳା ଅପରାଧ କ୍ଷେତ୍ରରେ ସଂଖ୍

Feb 24, 2020, 07:47 PM IST

ଧାନକିଣା ତାତିରେ ଗୃହ ଅଚଳ

ଧାନ ମଣ୍ଡିରେ ଅବ୍ୟବସ୍ଥା। ଚାଷୀ ଆତ୍ମହତ୍ୟା କରିବାକୁ ବସିଲାଣି। ମଣ୍ଡିରେ ପଡି ରହିଛି ଧାନ। ସରକାର ଧାନ କିଣାରେ ବିଫଳ । ଏଭଳି କିଛି ପ୍ରସଙ୍ଗରେ ଆଜି ଗୃହ କମ୍ପିଛି। ଗୃହରେ ଆଜି ଏହି ସବୁ ପ୍ରସଙ୍ଗ ଉଠାଇ ବିରୋଧୀ ହଟଗୋଳ କରିବା ଯୋଗୁଁ ଗୃହ କାର୍ଯ୍ୟ ଚାଲିପାରିନାହିଁ । ବିରୋଧିଙ୍କ ଝଡ଼ରେ ପ୍ରଶ୍ନକାଳ, ଶୂନ୍ୟକାଳ ଧୋଇଯାଇଛି । ଧାନ କ

Feb 24, 2020, 07:20 PM IST

ବେକାରୀ ସମସ୍ୟାକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ ଦଳ ନେତା

ବିଧାନସଭାର ଶୂନ୍ୟ କାଳରେ ବେକାରୀ ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା । 

Feb 21, 2020, 09:21 AM IST

ବିଧାୟକ ପାଣ୍ଠିର କାର୍ଯ୍ୟକାରିତାକୁ ନେଇ ଉଦବେଗ

ବିଧାୟକ ପାଣ୍ଠିର କାର୍ଯ୍ୟକାରିତାକୁ ନେଇ ଗୁରୁବାର ପ୍ରଶ୍ନକାଳ ସରଗରମ ହୋଇଥିଲା । 

Feb 21, 2020, 09:14 AM IST

ପଛୁଆ ବର୍ଗ କମିଶନ ସଂଶୋଧନ ବିଲ-୨୦୨୦: ଶାସକ-ବିରୋଧୀ ମୁହାଁମୁହିଁ

କେନ୍ଦ୍ରର ଚାପରେ ରାଜ୍ୟ ସରକାର ଓବିସି କମିଶନ ଗଠନ କରିଥିବାବେଳେ ଏବେ ଲୋକଦେଖାଣିଆ ଢଙ୍ଗରେ ଜାତିଭିତ୍ତିକ ଗଣନାରେ ଓବିସି ବର୍ଗ ପାଇଁ ରାଜ୍ୟସ୍ତରରେ ଗଣନା କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Feb 18, 2020, 05:43 PM IST

ବିଧାୟକଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ, କାହିଁକି ଜାଣନ୍ତୁ

ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ପଛୁଆ ବର୍ଗ ଚିହ୍ନଟ କରିବେ।

Feb 18, 2020, 06:26 AM IST

ବଢ଼ୁଛି ଓଡ଼ିଶାର ଋଣଭାର, ମୁଣ୍ଡପିଛା ଋଣ ୧୮ ହଜାର

ଖସିଛି ରାଜ୍ୟ ଅଭିବୃଦ୍ଧି ହାର ।

Feb 17, 2020, 02:00 PM IST

ରାଜ୍ୟପାଳଙ୍କ ଅଭିଭାଷଣ ସାରାଂଶ...

ରାଜ୍ୟପାଳଙ୍କ ଅଭିଭାଷଣରେ ମୋ ସରକାର ଓ ଫାଇଭ ଟିକୁ ଯଥେଷ୍ଟ ଗୁରୁତ୍ୱ । 

Feb 15, 2020, 08:02 AM IST

ଆରମ୍ଭରୁ ଏତେ, ଆଗକୁ କେତେ...

ବଜେଟ ଅଧିବେଶନର ପ୍ରଥମ ଦିନରୁ ଗୃହରେ ରାଜନୈତିକ ତାତି ଦେଖିବାକୁ ମିଳିଛି ।

Feb 15, 2020, 07:35 AM IST

ସମ୍ବଲପୁରରେ ବିଧାନସଭା ଷ୍ଟାଣ୍ଡିଂ କମିଟିର ୪ ଜଣିଆ ଟିମ୍

ସମ୍ବଲପୁରରେ ବିଧାନସଭା ଷ୍ଟାଣ୍ଡିଂ କମିଟିର ୪ ଜଣିଆ ଟିମ୍ । 

Feb 7, 2020, 08:05 PM IST

ଫେବୃଆରୀ ୧୮ରେ ଆଗତ ହେବ ରାଜ୍ୟ ବଜେଟ

ଆସନ୍ତା ୧୪ରୁ ବିଧାନସଭାର ବଜେଟ ଅଧିବେଶନ

Feb 4, 2020, 04:32 PM IST

ଫେବୃଆରୀ ୧୪ରୁ ବିଧାନସଭାର ବଜେଟ ଅଧିବେଶନ

ଫେବୃଆରୀ ୧୪ରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ଏପ୍ରିଲ ୯ ଯାଏ ଚାଲିବ ଏହି ଅଧିବେଶନ ।

Jan 21, 2020, 04:41 PM IST