Advertisement

Odisha BJP

alt
ସମ୍ବଲପୁର ଜିଲ୍ଲାପାଳ ଓ ଏସ ପି କଣ ରୋମାନ୍ସ କରୁଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର | ଗତବର୍ଷ ହନୁମାନ ଶୋଭାଯାତ୍ରା ସମୟରେ ଯେଉଁ ଦଙ୍ଗା ହୋଇଥିଲା ତାହା ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରାୟୋଜିତ | ଯେଉଁ ଜାଗା ରେ ଦଙ୍ଗା ହେଲା ସେ ଜାଗା ରେ ପୋଲିସ ମୃତୟନ ହୋଇ ନ ଥିଲେ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଜୟ ନାରାୟଣ | ସେଥିପାଇଁ ଏଭଳି ଘଟଣା ଘଟିଥିଲା | ସୂଚନା ଥାଉ କି ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ଏ ବର୍ଷ ହନୁମାନ ଶୋଭାଯାତ୍ରା କୁ ବାରଣ କରାଯାଇଛି |କୋଲକାତା ହାଇକୋର୍ଟ ର ଅର୍ଡର ଅନୁଯାୟୀ ସମସ୍ତ ଙ୍କୁ ରାଲି କିମ୍ବା ଶୋଭାଯାତ୍ରା କରାଯିବାର ଅଧିକାର ରହିଛି, କାହିଁକି ସମ୍ବଲପୁର ରେ ଏହାର ବିପରୀତ | କଣ ପାଇଁ ଏହି ଅଞ୍ଚଳ କୋର୍ଟ ର ଅର୍ଡର କୁ ଅବମାନନା କରାଯ
Apr 16,2024, 12:13 PM IST
alt
Apr 14,2024, 16:26 PM IST
alt
ଭଦ୍ରକ ଜିଲ୍ଲା ଆରଡି ପୀଠ ଆଖଣ୍ଡଳମଣିଙ୍କ ମନ୍ଦିର ବେଢାରେ ସେବାୟତ ତଥା ବଡପଣ୍ଡାଙ୍କ ପୁଅ ବାବାଜି ପାଢୀ ବାବାଙ୍କ ସେବାପୂଜା ସାରି ଫେରୁଥିବା ସମୟରେ ମନ୍ଦିରର ପଶ୍ଚିମଦ୍ବାର ନିକଟରେ ବିଜେପିଦଳର କିଛି ଲୋକ ରକ୍ତମୁଖା ହୋଇ ସଂଘବଦ୍ଧ ଭାବେ ବିଜେପି ହେବୁ ବିଜେପି କଥା କହିବୁ ନହେଲେ ତୋତେ ବାଡେଇକି ଏଠି ଜୀବନରୁ ମାରିଦେବୁ ଏହାକହିବା ସହ ସେବାୟତ ବାବାଜି ପାଢୀଙ୍କୁ ୪\୬ଜଣ ମାଡମାରିବା ସହ ବାଡି ଠେଙ୍ଗାରେ ବାଡେଇ ଚାଲିଥିଲେ। ସ୍ଥାନୀୟ ଲୋକଙ୍କ ଉଦ୍ଧାର କ୍ରମେ ଜୀବନ ବଞ୍ଚାଇ ଦୌଡି ପଳାଇଥିଲେ ବାବାଜି। ପରେ ବାବାଜି ଆରଡିଫାଣ୍ଡିରେ ବିଜେପି ଦଳର ଆରଡିର ମୁଖ୍ଯ ଦେବଦତ୍ତ ପାଢୀଙ୍କ ପୁଅ କାଳିଆ ପାଢୀ ତାଙ୍କ ଭାଇ ବଳରାମ, ଅଜିତ, ପଞ୍ଚୁଆ, ଶଙ୍କରର୍ଷଣ ପ୍ରମୁଖଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି।
Apr 13,2024, 14:00 PM IST
alt
ପଞ୍ଚଭୂତରେ ବିଲୀନ ହେଲା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ମରଶରୀର।ଦାମ ରାଉତ ଅମର ରହେ ଧ୍ୱନୀରେ କମ୍ପିଲା ସ୍ଵର୍ଗଦ୍ଵାର।ପୁରୀ ସ୍ଵର୍ଗଦ୍ଵାରରେ ଶୋକାକୁଳ ପରିବେଶ ମଧ୍ୟରେ ସ୍ୱର୍ଗତ ଦାମୋଦର ରାଉତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।ରାତ୍ର ପ୍ରାୟ ୧୧ ଟା ୩୦ ରେ ତାଙ୍କୁ ତାଙ୍କ ବଡ ପୁଅ ସମ୍ବିତ ରାଉତ ମୁଖାଗ୍ନି ଦେଇଛନ୍ତି ।ଜିଲ୍ଲା ପ୍ରଶାସନ ତରଫରୁ ସ୍ୱର୍ଗତ ରାଉତଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦିଯାଇଥିବା ବେଳେ ପାରାଦୀପ ଓ ପୁରୀର ଅନେକ ଶୁଭେଚ୍ଛୁ ସ୍ଵର୍ଗଦ୍ଵାରରେ ଉପସ୍ଥିତ ରହିଥିଲେ ।ସ୍ଵର୍ଗଦ୍ଵାର ଠାରେ ପୁରୀ ଏସପି ପିନାକ ମିଶ୍ର ,ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ,ଜିଲ୍ଲା ବିଜେଡି ନେତା ସୁନିଲ ମହାନ୍ତିଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ ।
Mar 23,2024, 13:29 PM IST
alt
ପୁରୀରେ ହେବ ଅନ୍ତିମ ସଂସ୍କାର। ଡଃ ଦାମୋଦର ରାଉତଙ୍କ ପାର୍ଥୀବ ଶରୀର ପାରାଦୀପ ରେ ପହଞ୍ଚିବା ପରେ ତାଙ୍କ ପ୍ରତି ସମବେଦନା ଜଣାଇଛନ୍ତି ପାରାଦୀପ ବାସୀ। ତାଙ୍କୁ ସମସ୍ତେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶେଷ ଦର୍ଶନ କରୁଛନ୍ତି ବିଜେଡି କର୍ମୀ ଓ ପାରାଦୀପ ବାସୀ। ଡଃ ରାଉତଙ୍କ ପାର୍ଥିବ ଶରୀର ଭୂବନେଶ୍ୱର ରୁ ଜଗତସିଂହପୁର ଆସିବା ସମୟରେ ବିଭିନ୍ନ ସ୍ଥାନରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ପ୍ରଥମେ ତାଙ୍କ ପାର୍ଥିବ ଶରୀର ତିର୍ତୋଲ୍ ରେ ପହଞ୍ଚିବା ପରେ କିଛି ସମୟ ଧରି ତାଙ୍କ ବାସଭବନକୁ ନିଆ ଯାଇଥିଲା। ସେଠାରେ ଜଗତସିଂହପୁର ସାଂସଦ ଡଃ ରାଜଶ୍ରୀ ମଲ୍ଲିକ ଓ ତିର୍ତୋଲ୍ ବିଧାୟକ ବିଜୟ ଶଙ୍କର ଙ୍କ ସମେତ ବହୁ ନେତା ଓ କର୍ମୀ ତାଙ୍କୁ ଅନ୍ତିମ ବିଦାୟ ଦେଇଥିଲେ।ପରେ ଦିନ ଦୁଇଟା ସମୟରେ ତାଙ୍କ ପାର୍ଥିବ ଶରୀର କୁ ରାହାମା ଓ କୁଜଙ୍ଗ ବ୍ଲ
Mar 22,2024, 19:39 PM IST
alt
ବର୍ଷିଆନ ରାଜନେତା ତଥା ବିଶିଷ୍ଟ ରାଜନୀତିନଜ୍ଞ ଡ଼ଃ ଦାମୋଦର ରାଉତ ଅଭିବକ୍ତ କଟକ ଜିଲ୍ଲା ତଥା ବର୍ତ୍ତମାନ ଜଗତସିଂହପୁର ଜିଲା ଏରସମା ବ୍ଲକ ନୂଆଡି ପଞ୍ଚାୟତ ର ମଲ୍ଲିପୁର ଗାଁରେ ୨ଜୁଲାଇ ୧୯୪୨ ମସିହାରେ ପିତା କପିଳ ଚରଣ ରାଉତ ଓ ମାତା ଙ୍କ କୋଳ ମଣ୍ଡନ କରିଥିଲେ । ଚାରି ଭାଇ ଓ ଦୁଇ ଭଉଣୀଙ୍କ ମଧ୍ୟରେ ତୃତୀୟ ସନ୍ତାନ ଥିଲେ ଦାମ । ଗାଁ ସ୍କୁଲ ଓ ପରେ ବାହାରେ କଲେଜ ଶିକ୍ଷା ସାରି ପ୍ରାଣୀ ଚିକିତ୍ସକ ଭାବରେ ସରକାରୀ ଚାକିରୀ ଜୀବନ ଆରମ୍ଭ କରିଥିଲେ । ପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ହରେକୃଷ୍ଣ ମହତାବଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ୧୯୭୨ ମସିହାରେ ସରକାରୀ ଚାକିରୀରୁ ଇସ୍ତଫା ଦେବା ସହ ରାଜନୀତିରେ ପାଦ ଥାପିଥିଲେ ଦାମ । ୧୯୭୭ ମସିହାରେ ଜନତା ଦଳରୁ ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସେ ପ୍ରଥମ ଥର ବିଧାୟକ ଭାବରେ ନି
Mar 22,2024, 15:13 PM IST
alt
ଆର ପାରିରେ ଓଡ଼ିଶାର ଏକ ଅଭିଜ୍ଞ ରାଜନୀତି ପରିପକ୍ବ ବ୍ୟକ୍ତି ତଥା ବରିଷ୍ଠ ନେତା ଓ ପୂର୍ବତନ ମନ୍ତ୍ରୀ ଡାଃ ଦାମୋଦର ରାଉତ। ଆଜି ସକାଳ ଭୋର ସକାଳ 5 ଟା 23 ମିନିଟ ସମୟରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବା ଖବର ପାଇ ପାରାଦୀପ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ୧୯୭୭ ମସିହା ରେ ପ୍ରଥମେ ଜଗତସିଂହପୁର ଜିଲ୍ଲା ଏରସମା ନିର୍ବାଚନ ମଣ୍ଡଳୀ ରୁ ସେ ନିର୍ବାଚିତ ହୋଇଥିବା ବେଳେ ୫ ଥର ଏରସମା ଓ ଦୁଇ ଥର ପାରାଦୀପ ନିର୍ବାଚନ ମଣ୍ଡଳୀ ରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ୭ ଥର ବିଧାନସଭା କୁ ଯାଇଥିବା ବେଳେ ମନ୍ତ୍ରୀ ପଦ ରେ ସେ ମଧ୍ଯ ଓଡିଶା ସରକାର ରେ ନିଜ ଦାୟିତ୍ଵ ସମ୍ପାଦନା କରିଛନ୍ତି। ସେ ସବୁବେଳେ ନିର୍ଭୀକ ରାଜନେତା ଭାବେ ନିଜକୁ ପ୍ରତିପାଦିତ କରିଥିବା ବେଳେ ସରକାର କିମ୍ବା ବିରୋ
Mar 22,2024, 12:13 PM IST
alt
Odisha Bjp: 5T ସଚିବ ଭିକେ ପାଣ୍ଡିଆନଙ୍କୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୋରଦାର ଟାର୍ଗେଟ କରିଛି ରାଜ୍ୟ ବିଜେପି। ଏକ ପ୍ରେସମିଟ୍ କରି ଜୋରଦାର ବର୍ଷିଛି ବିଜେପି । ଜନସାଧାରଣଙ୍କ ପଇସାକୁ ପାଣି ପରି ଖର୍ଚ୍ଚ କରୁଥିବା ପାଣ୍ଡିଆନଙ୍କ ଜାନୁଆରୀରୁ ଜୁନ୍ ଜିଲ୍ଲାୱାରୀ ଗସ୍ତର ହିସାବ ରଖିଛି ବିଜେପି। ବିଜେପିର କହିବା କଥା, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ସରକାରୀ କାର୍ଯ୍ୟକ୍ରମ ନଥାଇ ମଧ୍ୟ ସରକାରୀ ହେଲିକପ୍ଟର ଧରି ବୁଲୁଛନ୍ତି ଏ ଅଧିକାର ତାଙ୍କୁ କିଏ ଦେଲା ବୋଲି ପ୍ରଶ୍ନ କରିଛି ବିଜେପି। ସେପଟେ ବିଜେପି ଏକଥା ବି କହିଛି ଯେ, 5T ସଚିବ କେଉଁ ବିଧାୟକଙ୍କ ବିବାହ ଭୋଜି ଓ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସରକାରୀ ହେଲିକପ୍ଟର ବ୍ୟବହାର କରିଛନ୍ତି।
Sep 2,2023, 17:27 PM IST
Read More

Trending news