Advertisement

Odisha Govt. 

alt
'ମୋ ସରକାର' ଯୋଜନାର ସଫଳ ରୂପାୟନ ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଆଜି ଏହାର ସୁପରିଚାଳନା ପାଇଁ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି 5-T ମୁଖ୍ୟ ଭି.କେ ପାଣ୍ଡିଆନ । ଭି.କେ ପାଣ୍ଡିଆନ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରି ସିଡିଏମଓଙ୍କ ସହ ଆଲୋଚନା କରିଥିଲେ । ତାଙ୍କ ସହ NHRM ପ୍ରଧାନ ସଚିବ ଶାଳିନୀ ପଣ୍ଡିତ୍, ଅର୍ଥ ବିଭାଗର ପ୍ରଧାନ ସଚିବ ଏ.କେ ମିନା ମଧ୍ୟ ଉପସ୍ଥିତ ଥିଲେ । ଆଗାମୀ ଦିନରେ ମାଲକାନଗିରି ମୁଖ୍ୟ ଚିକିସାଳୟରେ ଉନ୍ନତ ମାନର ଯନ୍ତ୍ରପାତି, ଅଭିଜ୍ଞ୍ୟ ଡାକ୍ତର ଏବଂ ମେଡିକାଲ କାର୍ଯ୍ୟ ନିମନ୍ତେ ଦରକାର ଥିବା ପଦବୀ ଗୁଡିକୁ ପୂରଣ କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି । ମାଲକାନଗିରି ଗସ୍ତ ପରେ 5-T ସଚିବ କୋରାପୁଟ୍ ଗସ୍ତ କରି ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.
Oct 9,2019, 18:50 PM IST
alt
ବାଲେଶ୍ୱର ନୀଳଗିରି କଚେରୀ ପରିସରରେ ଉଚ୍ଛେଦ ଘଟଣା ଏବେ ଉଗ୍ର ରୂପ ଧାରଣ କରିଛି । କଚେରୀ ପରିସରରେ ଥିବା ମୋହରି ଚାଳିଆ ଉଚ୍ଛେଦ ଚାଲିଥିବାବେଳେ ବିଧାୟକଙ୍କ ସହ ତହସିଲଦାର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ବିଧାୟକ ସୁକାନ୍ତ ନାୟକ ଉଚ୍ଛେଦକୁ ବିରୋଧ କରିବାବେଳେ ତହସିଲଦାରଙ୍କ ସହ ବଚସା ହୋଇଥିଲା । ଏନେଇ ବିଧାୟକ ସୁକାନ୍ତ ନାୟକ ଉପଜିଲ୍ଲାପାଲଙ୍କ ଅଫିସ ଆଗରେ ଧାରଣା ଦେବା ସହ ଅନଶନ କରିଛନ୍ତି । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs
Oct 5,2019, 9:40 AM IST
alt
ମୋ ସରକାର, ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମର ଏକ ଅଂଶ ବିଶେଷ । ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କ ମତାମତକୁ ନେଇ କର୍ମଚାରୀଙ୍କ ବ୍ୟବହାର ଓ ବୃତିଗତ ଦକ୍ଷତାରେ ପରିବର୍ତ୍ତନ ଆଣିବା ଯୋଜନାର ଉଦ୍ଦେଶ୍ୟ । ସରକାରୀ ଅନୁଷ୍ଠାନକୁ ଯାଉଥିବା ଯେ କୌଣସି ଲୋକ ସଂସ୍ଥାର କାର୍ଯ୍ୟଧାରା ଓ କର୍ମଚାରୀଙ୍କ ବ୍ୟବହାର ଉପରେ ମତାମତ ଦେଇପାରିବେ । ଏହି ବ୍ୟବସ୍ଥାରେ ପ୍ରଥମେ ନିଜ ଫୋନ୍ ନମ୍ବର ରେଜିଷ୍ଟ୍ରେସନ କରାଯିବ ଏବଂ ୨୪ଘଂଟା ମଧ୍ୟରେ ଏକ ଏସ୍ଏମ୍ଏସ୍ ଯିବ । ଯଦି ଏସ୍ଏମ୍ଏସ୍ ନ ଯାଏ, ତାହାଲେ ଟୋଲ ଫ୍ରୀ ନମ୍ବର ୧୪୫୪୫କୁ ମିସ୍ କଲ୍ ଦେଲେ ଫୋନ୍ ନମ୍ବର ରେଜିଷ୍ଟ୍ରେସନ ହୋଇପାରିବ। ମୋ ସରକାର ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ନମ୍ବରରୁ ବିକ୍ଷିପ୍ତ ଭାବେ ନମ୍ବର ଚୟନ କରାଯାଇ ସରକାରଙ୍କ ପକ୍ଷରୁ କଲ୍ କରାଯିବ । ଡ଼ିଜି, ଡ଼ିଆଇଜି, ସଚିବ, ନିର୍ଦ୍ଦେଶକ ସ୍ତରର ଅଧିକାରୀଙ୍କ ସହ ସିଧା କଥା ହେବେ ଲୋକେ...ଏବଂ ପ୍ରତିକୂଳ ମନ୍ତବ୍ୟ ଦେଲେ ନାଁ ଗୋପନୀୟ ରଖାଯିବ । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs
Oct 5,2019, 9:30 AM IST
alt
ପୁଣି ଥରେ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ । ମିଶନ ଜିରୋ ଟଲେରେନ୍ସ ମାଧ୍ୟମରେ ନବୀନ ସରକାର ପୁଣି ଥରେ ଲାଂଚୁଆ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏଥର ଦରମା ବନ୍ଦ ନୁହେଁ, କି ନିଲମ୍ବନ ବି ନୁହେଁ, ସିଧାସଳଖ ଚାକିରୀରୁ ବାଧ୍ୟତାମୂଳକ ଅବସର । ଦୁର୍ନୀତିରେ ଲିପ୍ତ ଥାଇ ଭିଜିଲାନ୍ସ ଦ୍ୱାରା ଧରାପଡ଼ିଥିଲେ ଏହି ଚାରିବାବୁ ଽ ଦିଲ୍ଲୀପ କୁମାର ନାଗ, ଅବକାରୀ ଉପ କମିଶନର । ଅବକାରୀ ସବୁଠାରୁ ବଡ଼ ଦୁର୍ନୀତିଗ୍ରସ୍ତ ଅଧିକାରୀ । ବାବୁଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ । ଦେଢ କୋଟିର ସମ୍ପତି ଜବତ । ଅଶୋକ କୁମାର ମାଝୀ, ସହକାରୀ ଯୋଗାଣ ଅଧିକାରୀ । ସମ୍ବଲପୁର ଭିଜିଲାନ୍ସ ଦ୍ୱାରା ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲା ୨୦୦୮ରେ ଏବଂ ରାଇସ୍ ମିଲ୍ ଅହେତୁକ ଅନୁକମ୍ଫା ଅଭିଯୋଗରେ ୨୦୧୪ରେ ପୁଣି ଥରେ ମାମଲା । ଶରତ ଚନ୍ଦ୍ର ପଣ୍ଡା, ଉପ ବନ ସଂରକ୍ଷକ । ରାଜ୍ୟ ସରକାରଙ୍କ ସବୁଠାରୁ ବଡ଼ ଦୁର୍ନୀତିଗ୍ରସ୍ତ ଅଧିକାରୀ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ । ସାଢେ ଚାରି କୋଟିର ସମ୍ପତି ଜବତ । ନିଜ ନାଁରେ ଓ ପରିବାର ଲୋକଙ୍କ ନାଁରେ ୪କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟାଙ୍କ ଜମା । ମୋଟ ୫କୋଟି ୨୩ଲକ୍ଷ ୬୦ହଜାର ବେଆଇନ ସମ୍ପତି ଠାବ..ବସନ୍ତ କୁମାର ବେହେରା, ଆଂଚଳିକ ବରିବହନ ଅଧିକାରୀ, ଢେଙ୍କାନାଳ । ବାବୁଙ୍କ ନାମରେ ୨୦୧୮ରେ ଦୁଇ ଦୁଇଟି ଭିଜିଲାନ୍ସ ମାମଲା ରୁଜୁ । ୨୦୧୮ରେ ପ୍ରଥମ ମାମଲା । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs
Oct 5,2019, 9:00 AM IST
alt
ସାରା ରାଜ୍ୟରେ ସ୍ୱଚ୍ଛ ଓ ଦୁର୍ନୀତି ମୁକ୍ତ ଶାସନ ଯୋଗାଇ ଦେବା ଲକ୍ଷ୍ୟରେ ଆରମ୍ଭ ହୋଇଛି ମୋ ସରକାର ଯୋଜନା । 5 ଟି କୁ ଆଧାର କରି ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି କଡା ନିର୍ଦ୍ଦେଶ । କିନ୍ତୁ ଏହି ନିର୍ଦ୍ଦେଶ କେତେକ ଦୁର୍ନୀତିଗ୍ରସ୍ତ ଅଧିକାରୀ ମାନୁନାହାଁନ୍ତି । ଏହାର ପ୍ରପାଣ ଦେଖିବାକୁ ମିଳିଛି ଯାଜପୁରରେ । ପ୍ରକଳ୍ପର ବିଲ ପାସ କରିବା ପାଇଁ କନିଷ୍ଠ ଯନ୍ତ୍ରୀ ମାଗୁଛନ୍ତି ପିସି । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.
Oct 5,2019, 8:30 AM IST
alt
ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସାଲିମି ୟୁଜିଏମଇ ସ୍କୁଲକୁ ପରିଦର୍ଶନ କୁ ଯାଇ ଛାତ୍ରଛାତ୍ରୀଙ୍କୁ ପାଠପଢାଇଲେ ନିଜେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ । ସେଠାରେ ପାଠପଢୁଥିବା ଛାତ୍ରଛାତ୍ରୀଙ୍କ ଦକ୍ଷତା ପରୀକ୍ଷା କରିବା ସହ ପିଲାମାନଙ୍କୁ ଡାକି ବ୍ଲାକ ବୋଡ଼ରେ ଲେଖାଇଥିଲେ । ବିଦ୍ୟାଳୟରେ ଶିକ୍ଷକ ମାନେ କିଭଳି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛନ୍ତି ତାହା ପରୀକ୍ଷା କରିବା ପାଇଁ ଜିଲ୍ଲାପାଳ ଏଭଳି ପ୍ରୟାସ କରିଥିଲେ । ଏଥି ସହ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଠିକ ଭାବେ ଦିଆଯାଉଛି କି ନାହିଁ ତାହା ମଧ୍ୟ ତଦାରଖ କରିଥିଲେ । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.
Oct 5,2019, 8:00 AM IST
alt
ଲାଗୁଛି ବିକାଶ ପଛରେ ଧାଇଁବାକୁ ପଡୁନି ଽ ସ୍ୱାଭିମାନ ମାଲକାନଗିରି ଜିଲ୍ଲା ସ୍ଵାଭିମାନ ଅଞ୍ଚଳର ଠିକଣା ପଚାରି ନିଜେ ଆସି ପହଞ୍ଚିଛି ବିକାଶ ଽ ଦଶନ୍ଧି ଦଶନ୍ଧି ଧରି ଜଳବନ୍ଦି ଜୀବନ ବିତାଇବା ପରେ ରାଜ୍ୟସରକାର ଏହି ଅଞ୍ଚଳକୁ ଗୁରୁପ୍ରିୟା ସେତୁ ଯୋଗେ ଯୋଡି ବିଚ୍ଛିନ୍ନା ଅଞ୍ଚଳରୁ ସ୍ଵାଭିମାନ ଅଞ୍ଚଳ ରୂପେ ନାମକରଣ କରିଛନ୍ତି । ଆଉ ଏହାର ନାମ ପରିବର୍ତ୍ତନ ପରେ ଧୀରେ ଧୀରେ ଅଞ୍ଚଳର ଚିତ୍ର ମଧ୍ୟ ବଦଳିବାରେ ଲାଗିଛି । ଯେଉଁଠି ଲୋକେ ସରକାର ତଥା ପ୍ରଶାସନିକ କଳ ବିଷୟରେ ଅଜ୍ଞ ଥିଲେ ଆଜି ସେହି ଅଞ୍ଚଳର ଲୋକଙ୍କ ନିକଟରେ ନିଜେ ପ୍ରଶାସନ ପହଞ୍ଚି ଲୋକଙ୍କୁ ବିଭିନ୍ନ ସରକରୀ ସୁବିଧା ଯୋଗାଇ ଦେଉଛି । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.
Oct 4,2019, 21:30 PM IST
alt
ଗତ ଲଗାଣ ବର୍ଷାରେ ଘର ଭାଙ୍ଗି ଯାଇଛି । କିନ୍ତୁ ଘର ଭଙ୍ଗା ସାହାଯ୍ୟ ତ ଦୂରର କଥା ସାମାନ୍ୟ ପଲିଥିନଟିଏ ମଧ୍ୟ ମିଳି ପାରିନାହିଁ । ଗୋଟିଏ ପରେ ବନ୍ୟା ଓ ବର୍ଷା କ୍ଷତିଗ୍ରସ୍ତଙ୍କୁ ସାହାଯ୍ୟ ଯୋଗାଇ ଦେବା ନେଇ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ବେଳେ ବାସ୍ତବ ସ୍ଥିତି କିନ୍ତୁ ଅଲଗା ଽ ଅନୁଗୁଳ ଜିଲ୍ଲା ବସଲା ଗାଁରେ ଅସହାୟ ପରିବାର ଭଙ୍ଗ ଦଦରା ଘରେ ପଡି ରହିଛନ୍ତି । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.
Oct 3,2019, 21:00 PM IST
alt
ରାଜ୍ୟରେ ଆରମ୍ଭ ହେଲା ‘ମୁଁ ସଫେଇବାଲା’ କାର୍ଯ୍ୟକ୍ରମ ଗାନ୍ଧିଜୀଙ୍କ 150ତମ ଜନ୍ମ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ଦେଲେ ସ୍ବଚ୍ଛତାର ବାର୍ତ୍ତା ରାଜ୍ୟରେ ବ୍ୟବହାର ହେବ ନାହିଁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ପରିବେଶକୁ ସଫା ସୁତୁରା ରଖିବା ଉପରେ ଗୁରୁତ୍ବ ପ୍ରଧାନମନ୍ତ୍ରୀଙ୍କ ‘ସ୍ବଚ୍ଛ ଭାରତ ଅଭିଯାନ’ ବନାମ ‘ମୁଁ ସଫେଇବାଲା’ କାର୍ଯ୍ୟକ୍ରମ ଅକ୍ଚୋବର 2, 2014ରେ ପ୍ରଧାନମନ୍ତ୍ରୀ ମୋଦି ‘ସ୍ବଚ୍ଛ ଭାରତ ଅଭିଯାନ’ର ଶୁଭାରମ୍ଭ କରିଥିଲେ 5 ବର୍ଷ ପରେ ଅଭିଯାନର ଲକ୍ଷ୍ୟ ସଫଳ ହୋଇଛି କି ? ସ୍ବଚ୍ଛତାର ବାର୍ତ୍ତା ସବୁ ନାଗରିକଙ୍କ ପାଖରେ ପହଞ୍ଚି ପାରିଛି କି ? ବାସ୍ତବରେ ଭାରତର ସ୍ବଚ୍ଛତା ଉପରେ ଗୁରୁତ୍ବ ଦିଆଯାଉଛି କି ? ନା ସ୍ବଚ୍ଛତା ନାଁରେ ବିଜେଡି ଓ ବିଜେପି ରାଜନୀତି କରୁଛନ୍ତି ? ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.
Oct 2,2019, 21:30 PM IST
alt
Oct 2,2019, 21:00 PM IST
alt
ହଟି ଯାଇଛି ଆରଟିଓ କାର୍ଯ୍ୟାଳୟ ଆଗରୁ ଆସ୍ଥାନ ହେଲେ ଦଲାଲମୁକ୍ତ ହୋଇନି ଆରଟିଓ କାର୍ଯ୍ୟାଳୟ । ଏମିତି କିଛି ଦୃଶ୍ୟୃ ଆମ କ୍ୟାମେରାରେ କଏଦ ହୋଇଛି । ଗଣ୍ଡା ଗଣ୍ଡା ଦଲାଲ ଭୁବନେଶ୍ବର ଆରଟିଓ କାର୍ଯ୍ୟାଳୟ ଆଗରେ ପଇଁତରା ମାରୁଥିବା ବେଳେ ଲୋକମାନେ ତାଙ୍କୁ ଆଣି କାଗଜପତ୍ର ଦେଉଛନ୍ତି । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.
Sep 30,2019, 13:40 PM IST
alt
ବିଜେପୁର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ। ଆଜି ୩ ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସର ପ୍ରାର୍ଥୀମାନେ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିବେ । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଏହି ପ୍ରାର୍ଥିମାନେ ନାମାଙ୍କନ ପତ୍ର ଦାଖଲ କରିବେ । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.
Sep 30,2019, 13:40 PM IST
alt
ରାସନକାର୍ଡ ଥିଲେ ବି ଆହାର ଛଡ଼େଇ ନେଇଥିଲା ଆଧାରକାର୍ଡ । କେନ୍ଦ୍ର ସରକାରଙ୍କ ନୂଆ ନିୟମ ପରେ ଭୋକ ଉପାସରେ ଦିନ କାଟୁଥିଲା କେନ୍ଦୁଝରର ନାବାଳିକା ଝିଅ ସୀମା । ଆଧାରକାର୍ଡ ନଥିବାରୁ ରାସନକାର୍ଡ ସହ ସଂଯୋଗ ହୋଇପାରିନଥିଲା । ଯାହା ଫଳରେ ରାସନକାର୍ଡରେ ଚାଉଳ ପାଇବାରୁ ବଞ୍ଚିତ ହେଉଥିଲା ବାପା ମାଆ ଛେଉଣ୍ଡ ୧୧ ବର୍ଷର ଅନାଥ ଝିଅ ସୀମା ମୁଣ୍ଡା ଽ ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.
Sep 30,2019, 13:20 PM IST
alt
Sep 28,2019, 17:30 PM IST
alt
ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଯାଜପୁର ଜିଲ୍ଲା ଅହିୟାସ କାଳୀମାତା ପ୍ରାଥମିକ ବିଦ୍ୟାଳୟରେ ଦେଖାଦେଇଥିବା ନାନା ଅବ୍ୟବସ୍ଥା ପ୍ରତିବାଦରେ ଛାତ୍ରଛାତ୍ରୀ ଓ ଅଭିଭାବକ ସ୍କୁଲରେ ତାଲା ପକାଇ ଆନ୍ଦୋଳନରେ ବସିରହିଛନ୍ତି । ସ୍କୁଲର ସମସ୍ତ ଶ୍ରେଣୀଗୃହ ବିପଦ ସଙ୍କୁଳ ହୋଇଥିବାରୁ ଛାତରୁ ପାଣି ଝରୁଛି । ଯାହା ଫଳରେ ପାଠ ପଢ଼ିପାରୁନାହାଁନ୍ତି ଛାତ୍ର ଛାତ୍ରୀ । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.
Sep 28,2019, 13:30 PM IST
alt
ବିଜୁ ସ୍ୱାସ୍ଥ୍ୟ ସେବା ଯୋଜନାର ସୁଫଳ ନପାଇ ଅନେକ ଗରିବ ଅସହାୟ ଯୁବକ ଏବେ ଶଯ୍ୟାଶାୟୀ । ଏପରି ଏକ ଘଟଣା ଘଟିଛି ବୈପାରିଗୁଡା ବ୍ଳକ ଅନ୍ତର୍ଗତ କେନ୍ଦୁଗୁଡ଼ା ପଞ୍ଚାୟତର ତେନ୍ତୁଳିଗୁଡ଼ା ଗାଁରେ । ଜମ୍ୱରୁଧର ନାୟକ ନାମକ ଜଣେ ଯୁବକ ଚଳିତ ମାସ ୨ ତାରିଖ ରାତ୍ରି ସମୟରେ ଖାଇ ପିଇ ଶୋଇଥିବା ବେଳେ ଲଗାଣ ବର୍ଷାରେ ହଠାତ ଘରର କାନ୍ଥ ଭୁଶୁଡ଼ି ଯାଇ ତାଙ୍କ ଉପରେ ପଡିଯାଇଥିଲା । ସେ ଅଳ୍ପକେ ବର୍ତ୍ତିଯାଇଥିଲେ କିନ୍ତୁ ତାଙ୍କ ବାମ ଗୋଡ଼ ଭାଙ୍ଗିଯାଇଥିଲା । ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୋରାପୁଟକୁ ଯାଇ ଚିକିତ୍ସା ହେଉଥିବା ବେଳେ ଡାକ୍ତର ତାଙ୍କୁ ଅପରେସନ ହେବା ପାଇଁ କହିଥିଲେ କିନ୍ତୁ ସେ ଅତି ଗରିବଶ୍ରେଣୀର ହୋଇଥିବାରୁ ଟଙ୍କା ଅଭାବରୁ ଘରକୁ ଫେରି ଆସିଥିଲେ । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.
Sep 28,2019, 11:30 AM IST
alt
ଆରମ୍ଭ ହେଲା ରାଜ୍ୟ ସରକାରଙ୍କ ଦଲାଲମୁକ୍ତ ଅଭିଯାନ୍ ଏଣିକି ହସପିଟାଲରୁ ଦୂରେଇ ରହିବେ ଦଲାଲ୍ 48 ଘଣ୍ଟାରେ ଗିରଫ ହେଲେ 48 ଜଣ ଦଲାଲ୍ ନାଁରେ MRଙ୍କୁ ଗିରଫ କରାଯିବା ନେଇ ତେଜିଲା ଆନ୍ଦୋଳନ ଗିରଫ ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା ଓଡ଼ିଶା ସେଲ୍ସ ରିପ୍ରେଜେଣ୍ଟିଭ୍ ୟୁନିଅନ୍ ବାସ୍ତବରେ ମେଡ଼ିସିନ ରିପ୍ରେଜେଣ୍ଟିଭ୍ କ’ଣ ଦଲାଲ୍ ? ମେଡିସିନ୍ ରିପ୍ରେଜେଣ୍ଟିଭଙ୍କୁ ହସ୍ପିଟାଲକୁ ଡ଼ାକୁଛି କିଏ ? ଲାଭ ଆଶାରେ ଥିବା ଡ଼ାକ୍ତରଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହେବ ? କାର୍ଯ୍ୟାନୁଷ୍ଠାନ ପରେ ଏଣିକି ରୋଗୀଙ୍କୁ ସଠିକ୍ ଚିକିତ୍ସା ମିଳିବ କି ? ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.
Sep 27,2019, 21:40 PM IST

Trending news