orange warning

ଅଧିକ ଘନୀଭୂତ ହେଉଛି ଲଘୁଚାପ କ୍ଷେତ୍ର; ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ଟ୍ୱିନସିଟିରେ ପ୍ରବଳ ବର୍ଷା ସମ୍ଭାବନା

ଲଘୁଚାପ (Low Pressure) କ୍ଷେତ୍ର ସୃଷ୍ଟି ବର୍ତ୍ତମାନ ମନସୁନ୍ ଟ୍ରଫ୍ ଲାଇନ ମଧ୍ୟ ସକ୍ରିୟ ରହିଛି। ଏସବୁ ପାଣିପାଗ ନିୟାମକ ପ୍ରଭାବରେ ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ୟେଲୋ ଏବଂ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି।

Sep 12, 2021, 06:49 AM IST

ଲଘୁଚାପ ସହ ସକ୍ରିୟ ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ସମୁଦ୍ର ଅଶାନ୍ତ ରହିବା ସହ ସର୍ବାଧିକ ୬୦ କିଲୋମିଟର ବେଗରେ ପବନ ବହିବା ହେତୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ପ୍ରବେଶ ନେଇ ବାରଣ କରାଯାଇଛି। 

Jun 12, 2021, 04:22 PM IST

Odisha ମୁହାଁହେଉଛି Monsoon; ପ୍ରବଳ ବର୍ଷା ନେଇ ସତର୍କତା ଜାରି

ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ୧୦-୧୪ ତାରିଖ ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।

Jun 8, 2021, 06:06 PM IST

ବଢିବ କାଳବୈଶାଖୀ ପ୍ରଭାବ; ଘଡଘଡି ବର୍ଷାପବନ ସହ କୂଆପଥର ବୃଷ୍ଟି ସମ୍ଭାବନା

ଆସନ୍ତା ୩ ତାରିଖରୁ କାଳବୈଶାଖୀ ଆହୁରି ବଢିବା ସହ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

मई 1, 2021, 10:29 PM IST

ଆକାଶରୁ ବର୍ଷୁଛି ନିଆଁ; ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବା ସହ ସ୍ବାଭାବିକ ଠାରୁ ୪-୬ ଡିଗ୍ରୀ ଉଚ୍ଚରେ ରହିବ।

Mar 31, 2021, 10:56 PM IST

ବଢିବ ତାପମାତ୍ରା; ଆଗାମୀ ଦୁଇ ଦିନ ବର୍ଷା ଘଡଘଡି ସମ୍ଭାବନା

ଅଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

Mar 28, 2021, 07:38 PM IST

ଶୀତରୁ ନାହିଁ ତ୍ରାହି: ୭ ଜିଲ୍ଲାକୁ ଅରେଞ୍ଜ ଓ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଗାମୀ ୩ ରୁ ୪ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଶୀତ ଲହରୀ ଏବଂ ପ୍ରବଳ ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି ।

Feb 1, 2021, 09:01 PM IST

ଅବପାତର ରୂପ ନେଲା ଲଘୁଚାପ, ଟଳିଲା ବାତ୍ୟା ଭୟ!

ସେହିପରି ଆସନ୍ତା ୨୪ ତାରିଖ ସକାଳ ପର୍ଯ୍ୟନ୍ତ ଉତ୍ତର ଉପକୂଳ ଜିଲ୍ଲାର ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। 

Oct 22, 2020, 05:44 PM IST

ଅବପାତରେ ପରିଣତ ହେଲା ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ, ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା!

ସମୁଦ୍ର ଅଶାନ୍ତ ଓ ସର୍ବାଧିକ ୬୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଥିବାରୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ଲାଗି ବାରଣ କରାଯାଇଛି। 

Oct 11, 2020, 04:43 PM IST

ମାଡି ଆସୁଛି ଆଉ ଏକ ଲଘୁଚାପ, ୫ ଦିନ ବର୍ଷିବ!

ଆସନ୍ତା ୧୨ ଘଣ୍ଟାରେ ୪ ଜିଲ୍ଲା ଗଞ୍ଜମ, ପୁରୀ, କନ୍ଧମାଳ ଓ ଗଜପତିରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । 

Sep 30, 2020, 05:06 PM IST

ବଳ ଗୋଟାଉଛି ଲଘୁଚାପ, ୪୮ ଘଣ୍ଟା ନିର୍ଦ୍ଧୁମ ଛେଚିବ

ରାଜ୍ୟରେ ଏହାର ପ୍ରଭାବ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଅନୁଭୂତ ହେବାର ସମ୍ଭାବନା ଥିବା ବେଳେ ୪୮ ଘଣ୍ଟାରେ ବିଭିନ୍ନ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।

Sep 20, 2020, 08:36 PM IST

ମାଡି ଆସୁଛି ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା

ଆସୁଛି ଆଉ ଏକ ବଡ ବର୍ଷା । ଆସନ୍ତା ୨୨ ଯାଏ ବର୍ଷା ସତର୍କତା ।

Sep 17, 2020, 06:32 PM IST