paperman shashank shekhar das

'ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ' ନିଶାରେ ପେପରମ୍ୟାନ ଶଶାଙ୍କ

ଗିନିଜ ବୁକ୍ ୱାର୍ଲ୍ଡ ରେକର୍ଡ ନିଶାରେ ଓଡିଆ ଯୁବକ । ଖବରକାଗଜ ସଂଗ୍ରାହକ ଶଶାଙ୍କ ଶେଖର ଦାଶଙ୍କ ନିଆରା ଉଦ୍ୟମ । ଦୀର୍ଘ ବର୍ଷ ହେବ ରାଜ୍ୟ ଓ ଦେଶ ବିଦେଶର ବିଭିନ୍ନ ଭାଷାଭାଷୀର ଖବର କାଗଜ ସଂଗ୍ରହ କରି ପ୍ରଦର୍ଶନ କରିଛନ୍ତି । ଆଉ ସେସବୁକୁ ଭୁବନେଶ୍ୱର ଇଡକଲ୍ ଅଡିଟୋରିୟମରେ ଆଜି ଅର୍ଥାତ ଶନିବାର ପ୍ରଦର୍ଶନ କରି ଗିନିଜ ବୁକ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛନ୍ତି ।

Nov 30, 2019, 09:59 PM IST