pipili by poll

ପିପିଲି ଉପନିର୍ବାଚନ: କଂଗ୍ରେସ ଆପଣାଇବ ନବୀନଙ୍କ ଷ୍ଟ୍ରାଟେଜୀ !

ମେ ୧୩ରେ ପିପିଲି ଉପନିର୍ବାଚନ ହେବ। ଏଥିପାଇଁ ଏପ୍ରିଲ ୨୬ରେ କେବଳ କଂଗ୍ରେସ ପ୍ରାର୍ଥୀଙ୍କୁ ନାମାଙ୍କନ ଭରିବାକୁ ସୁଯୋଗ ଦିଆଯିବ। ତେବେ ସେହି ପ୍ରାର୍ଥୀ କିଏ ହେବ ତାହାକୁ ନେଇ କଂଗ୍ରେସ ଚିନ୍ତାରେ ପଡିଛି।

Apr 19, 2021, 01:20 PM IST

ପିପିଲି ଉପନିର୍ବାଚନ ପାଇଁ ସାନି ଭୋଟ୍ ତାରିଖ ଘୋଷଣା

ମେ ୧୩ରେ ହେବ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଆଜି ଏହି ନିର୍ବାଚନ ହେବାକୁ ଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

Apr 17, 2021, 10:27 PM IST

'ପୂଜା ପୂର୍ବରୁ ମୂର୍ତ୍ତି ବିସର୍ଜନ'

ଅଜିତଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମେତ ଅନେକ ନେତା ଶୋକ ପ୍ରକାଶ କରିଛନ୍ତି। 

Apr 14, 2021, 04:40 PM IST

Pipili By Election : ରଣ ପୂର୍ବରୁ ହତିଆର ଛାଡି ହତାଶ କଂଗ୍ରେସ

ଡେଲାଙ୍ଗ ପିପିଲିରେ ଜୋରସୋରରେ ନିର୍ବାଚନୀ ପ୍ରଚାର ଚାଲିଛି। କିନ୍ତୁ ଏହାରି ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟଙ୍କ ଏକ ବୟାନ ଆସିଛି। ଯାହାକୁ ଶୁଣିଲେ ପିପିଲି ଲଢେଇ ପୂର୍ବରୁ କଂଗ୍ରେସ ରଣକ୍ଷେତ୍ରରେ ଅସ୍ତ୍ର ତ୍ୟାଗ କଲାଭଳି ଲାଗୁଛି।

Apr 13, 2021, 08:52 PM IST

Pipili ମହାସମର: ରୁଦ୍ରଙ୍କ ଇଚ୍ଛା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କରନ୍ତୁ ନିର୍ବାଚନୀ ପ୍ରଚାର

ତିନି ପ୍ରମୁଖ ଦଳର ପ୍ରାର୍ଥୀ ସ୍ପଷ୍ଟ ହେବାପରେ ଏବେ ମୈଦାନରେ ଲଢ଼େଇ ହେବ ଜୋରଦାର । ତେବେ ରୁଦ୍ର ମହାରଥୀଙ୍କ ଇଚ୍ଛା ହେଲା ତାଙ୍କ ପାଇଁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ଆସି ନିର୍ବାଚନ ପ୍ରଚାର କରନ୍ତୁ।

Mar 30, 2021, 07:52 PM IST

ପିପିଲି ଉପନିର୍ବାଚନ: ମୈଦାନରେ ଶଙ୍ଖ-ପଦ୍ମ, କେନ୍ଦ୍ରରେ ଫସିଛି ହାତ

ଆଶ୍ରିତ ପଟ୍ଟନାୟକଙ୍କୁ ବିଜେପି ମୈଦାନକୁ ଓହ୍ଲାଇଥିବା ବେଳେ ତାଙ୍କୁ ଟକ୍କର ଦେବା ପାଇଁ ବିଜେଡିର ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀଙ୍କୁ ରଣକ୍ଷେତ୍ରକୁ ପଠାଇଛନ୍ତି। ସେପଟେ ଏବେ ମଧ୍ୟ କେନ୍ଦ୍ରୀୟ ନେତୃତ୍ୱର ଜାଲରେ କଂଗ୍ରେସର ପ୍ରାର୍ଥୀ ଫସି ରହିଛନ୍ତି।

Mar 26, 2021, 10:54 PM IST

ପିପିଲିରେ ହେବ ଜୋରଦାର ଲଢେଇ, ମହାରଥୀଙ୍କ ପୁଅ ରୁଦ୍ରଙ୍କ ନାଁରେ ମୋହର ମାରିଲେ ନବୀନ

ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ଆଜି ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଛି ।

Mar 26, 2021, 05:24 PM IST

ପିପିଲି ଉପ ନିର୍ବାଚନ: ମା-ପୁଅଙ୍କୁ ନେଇ ଛନ୍ଦି ହେଉଛି ବିଜେଡ଼ି !

ମହାରଥୀଙ୍କ ପୁଅ ପତ୍ନୀ ଉଭୟେ ଟିକେଟ ପାଇବା ଆଶାରେ ରହିଛନ୍ତି । 

Feb 12, 2021, 08:31 AM IST

ପିପିଲିରେ ପ୍ରଦୀପଙ୍କ ପଲିଟିକାଲ୍ ଉତ୍ତରାଧିକାରୀ ପ୍ରତିଭା!

ପିପିଲି ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଦଳ ନିଜର ପ୍ରାର୍ଥୀ ଚୂଡାନ୍ତ କରିନାହାନ୍ତି। ଶାସକ BJD ଦିବାଙ୍ଗତ ପ୍ରଦୀପ ମହାରଥୀଙ୍କ ପରିବାରରୁ ପ୍ରାର୍ଥୀ ଦେବ ବୋଲି ଚର୍ଚ୍ଚା ଚାଲିଛି। ଏହାରି ମଧ୍ୟରେ ପ୍ରଦୀପଙ୍କ ପତ୍ନୀ ପ୍ରତିଭା ଟିକଟ ପାଇଁ ଦାବି ଜଣାଇଛନ୍ତି। 

Jan 20, 2021, 10:03 PM IST

ପିପିଲି ପାଇଁ ଲମ୍ବିଲାଣି ପ୍ରାର୍ଥୀଙ୍କ ତାଲିକା, କାହା ମୁଣ୍ଡରେ ସୁପ୍ରିମୋ ଢାଳିବେ ସୁନାକଳସ

ରାତି ପାହିଲେ ବାଲେଶ୍ୱର ସଦର (Balasore Bypoll) ଓ ତିର୍ତ୍ତୋଲ (Tirtol) ଉପ ନିର୍ବାଚନର ଫଳାଫଳ ଗଣତି ହେବ । ଆସନ୍ତା କାଲି ସନ୍ଧ୍ୟା ସୁଦ୍ଧା ଏହି ଦୁଇ ଉପ ନିର୍ବାଚନର ଫଳାଫଳ ପ୍ରାୟ ଜଣାପଡ଼ିଯିବ। କେଉଁ ଦଳ ବାଜିମାତ ମାରିବ ଆଉ କିଏ ଚିତପଟାଙ୍ଗ ମାରିବ ତାହା ଆସନ୍ତା କାଲି ସନ୍ଧ୍ୟା ସୁଦ୍ଧା ପ୍ରାୟତଃ ଜଣାପଡ଼ିଛି । 

Nov 9, 2020, 05:59 PM IST