Advertisement

Priyanka Senapati Investigation

alt
Priyanka Senapati: ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଳାହୋତ୍ରା ଙ୍କ ସହ ସମ୍ପର୍କ ରଖି ଅଡ଼ୁଆରେ ପୁରୀ ଝିଅ ପ୍ରିୟଙ୍କା ସେନାପତି ।ଜ୍ୟୋତି ଙ୍କ ସହ ଲିଙ୍କ ନେଇ ତଦନ୍ତ କରୁଛି ପୋଲିସ ।ୟୁଟୁବର ପ୍ରିୟଙ୍କା ସେନାପତିଙ୍କ ଘରେ ପୋଲିସ ଟିମ୍ ଯାଇ ଛାନଭିନ କରିଛି ।ପ୍ରିୟଙ୍କାଙ୍କ କାଳିକାଦେବୀ ସାହି ସ୍ଥିତ ବାସଭବନରେ ପୋଲିସ ଟିମ୍ ପହଞ୍ଚି ଯାଞ୍ଚ୍ କରିଛି ।ସିଟି ଡି ଏସପି ଙ୍କ ନେତୃତ୍ୱରେ ଟିମ୍ ଯାଞ୍ଚ କରିଛି ।ଟିମ୍ ରେ ରହିଛନ୍ତି ଟାଉନ୍ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସ ସିଂହଦ୍ୱାର ଆଇଆଇସି ଶ୍ୱେତପଦ୍ମା ଦାଶ ମଧ୍ୟ ରହିଛନ୍ତି ।ପ୍ରିୟଙ୍କା ଙ୍କ ସହ ଜ୍ୟୋତି ଙ୍କ ର ଥିଲା ବନ୍ଧୁତା ।ସୋସିଆଲ ମିଡିଆରେ ଉଭୟଙ୍କର ଏକାଧିକ ଫୋଟୋ ରହିଛି । ପେହଲଗାମ ରେ ଉଭୟଙ୍କ ଭିଡିଓ ଭାଇରାଲ୍ ହେବାରେ ଲାଗ
May 18,2025, 18:13 PM IST

Trending news

;