Advertisement

Ratha Yatra 2025

फोटो

alt
Niladri Bije: ସରିଲା ସନ୍ଧ୍ୟାଧୂପ , ଆରମ୍ଭ ହେଲା ଚାରମାଳ ବନ୍ଧା । କିଛି ସମୟ ପରେ ଆରମ୍ଭ ହେବ ପହଣ୍ତି , ନୀଳକନ୍ଦରକୁ ବାହୁଡିବେ ମହାପ୍ରଭୁ । ପତିତପାବନ ଯାତ୍ରା ସାରି ରତ୍ନ ସିଂହାସନକୁ ବାହୁଡ଼ିଛନ୍ତି ଶ୍ରୀଜୀଉ । ଘୋଷଯାତ୍ରାରେ ସାଙ୍ଗରେ ନେଇନଥିବାରୁ ଅଭିମାନୀନିଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ ଆମ ମହାପ୍ରଭୁ । ମାନଭଞ୍ଜନ ପରେ ନୀଳକନ୍ଦରରେ ପ୍ରବେଶ କରିବେ ମହାପ୍ରଭୁ ଶ୍ରୀଜଗନ୍ନାଥ ।ଲୀଳାପୁରୁଷ ଶ୍ରୀଜଗନ୍ନାଥଙ୍କ ନୀଳାଦ୍ରିବିଜେ ରଥଯାତ୍ରାର ଅଷ୍ଟମ ତଥା ଶେଷ ଚରଣ । ଗୁଣ୍ଡିଚା ମଣ୍ଡପରେ ଜନ୍ମବେଦି ମହୋତ୍ସବ ଲୀଳା ସାରି ବାହୁଡ଼ା ଦଶମୀରେ ନୀଳାଦ୍ରିକୁ ଫେରିଛନ୍ତି ଶ୍ରୀମନ୍ଦିରର ଅଧିଷ୍ଠାତା ଆମ ମହାପ୍ରଭୁ । ସେ ଚକାଆଖି ବାର ଦିନ ର ଯାତ୍ରା ସାରି ଫେରୁଛନ୍ତି ରତ୍ନବେଦିଙ୍କୁ ।
Jul 8,2025, 20:13 PM IST
alt
Ratha Yatra: ରଥଯାତ୍ରା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚଳିତବର୍ଷ ୨ଶହ ପ୍ଲାଟୁନ ଫୋର୍ସଙ୍କ ସମେତ ୧୦ ହଜାର ପୋଲିସ କର୍ମଚାରୀ ମୁତୟନ କରାଯାଇଛି । ୨୭୫ ଟି ଏଆଇ କ୍ୟାମେରା ଲଗାଯାଇଛି । ବମ ସ୍କ୍ୱାଡ଼, ଡ଼ଗ ସ୍କ୍ୱାଡ଼ ସହ ସିସିଟିଭି ସର୍ଭେଲାନ୍ସର ବ୍ୟବସ୍ଥା କରାଯାଇଛି । ସମୁଦ୍ର ପଥ ସୁରକ୍ଷା କୁ ନେଇ ସବୁ ବ୍ୟବସ୍ଥା କରାଯାଇଥିବାବେଳେ ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟ୍ରୋଲ ରୁମ୍ କରାଯାଇଛି । ଭୁବନେଶ୍ଵର ପୁରୀ, ପୁରୀ କୋଣାର୍କ ରାସ୍ତା ସହିତ ପୁରୀ ସହର ରେ ୨୭୫ ଟି ଏଆଇ କ୍ୟାମେରା ଲଗାଯାଇଛି। ସେପଟେ ରଥକୁ ଅଣସେବାୟତ ଓ ମୋବାଇଲ ଧରି ଚଢିଲେ ତାକୁ ଜଗିବା ପାଇଁ ଗଠନ ହୋଇଛି ତିନି ରଥ ପାଇଁ ତିନି ଶୋଧ ଦଳ । ନନ୍ଦିଘୋଷ ରଥ ପାଇଁ ଜିଲ୍ଲାପାଳଙ୍କ ନେତୃତ୍ବରେ ୨୩ ଜଣିଆ, ତାଳଧ୍ବଜ ରଥ ପାଇଁ ଏ
Jun 27,2025, 18:39 PM IST
alt
Jun 24,2025, 14:39 PM IST

Trending news

;