rathyatra 2021

Rathyatra 2021: पुरी में 11 जुलाई से लागू होगा कर्फ्यू, तीन दिन तक रहेगा प्रतिबंध

 Rathyatra 2021: रथयात्रा के दौरान भीड़ कम करने को लेकर पुलिस प्रशासन की मुस्तैदी का आलम है कि विभाग ने अपने लिए भी कड़े नियम बनाए हैं. अगर रथयात्रा में ड्यूटी नहीं है तो ऐसे पुलिसकर्मी भी पुरी नहीं जा सकेंगे.

Jul 9, 2021, 11:24 AM IST

Rathyatra 2021: दो टन चांदी से सजेंगे जगन्नाथ धाम के दरवाजे, रथयात्रा के बाद होंगे प्रभु दर्शन

Rath Yatra 2021: रथ यात्रा उत्सव पूरा होने के दो दिन बाद मंदिर जनता के लिए खुलेगा. भगवान बलभद्र, देवी सुभद्रा और भगवान जगन्नाथ 23 जुलाई को नौ दिवसीय रथयात्रा उत्सव के बाद मंदिर लौटेंगे. भक्तों को दो दिन बाद मंदिर में प्रवेश करने का अवसर मिलेगा.

Jun 17, 2021, 08:07 AM IST

ଇତିହାସ ରଚିବ ଚଳିତ ବର୍ଷର ରଥ ନିର୍ମାଣ; ଜୋରସୋରରେ ଚାଲିଛି କାର୍ଯ୍ୟ

ସେପଟେ ରଥଯାତ୍ରା ଏବଂ ସ୍ନାନ ପୂର୍ଣ୍ଣିମାକୁ ନେଇ ପର୍ଯ୍ଯାୟକ୍ରମେ ସେବାୟତଙ୍କ ସହ ଚାଲିଛି ଆଲୋଚନା।

Jun 15, 2021, 08:53 PM IST

Snan Purnima-Rathyatra ପାଇଁ ପ୍ରସ୍ତୁତି ଜାରି; ଟିକାକରଣ ସାରିବାକୁ ଅଣ୍ଟାଭିଡି଼ଲା ପ୍ରଶାସନ

ଶୃଙ୍ଖଳିତ ନୀତିକାନ୍ତି ଏବଂ କୋଭିଡ୍ କଟକଣା ଅନୁପାଳନ କରି କିଭଳି କରାଯିବ ସେନେଇ ଜିଲ୍ଲାପାଳ ବିଭିନ୍ନ ନିଯୋଗ ସହ ଆଲୋଚନା କରିଛନ୍ତି। 

Jun 11, 2021, 05:59 PM IST

ଆଗକୁ Snan Purnima-Rathyatra; କୋଭିଡ କଟକଣା ମଧ୍ୟରେ ଆୟୋଜନ କରୁଛି ପ୍ରଶାସନ

କୋରୋନା କଟକଣା ପାଳନ କରି ସ୍ନାନ ପୂର୍ଣ୍ଣିମା-ରଥଯାତ୍ରା ଆୟୋଜନ କରୁଛି ଶ୍ରୀମନ୍ଦିର ପ୍ରଶାସନ। 

Jun 10, 2021, 10:03 PM IST

Rathyatra 2021: ଆୟୋଜନ ନେଇ ଜୋରସୋରରେ ପ୍ରସ୍ତୁତି କରୁଛି Srimandir Administration

ଚଳିତ ବର୍ଷର ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ରହିଛି ପ୍ରସ୍ତୁତି।

Jun 2, 2021, 10:41 PM IST

IPL ପରେ ରଥ ଖଳାରେ ମଧ୍ୟ ସଫଳ ହେଲା Bio Bubble System

କୋଭିଡ୍ କଟକଣା ଭିତରେ ସୋମବାର ଠାରୁ ରଥ ଖଳାରେ ସାମିଲ ହୋଇଛନ୍ତି ମାନସିକଧାରୀ ରଥନିର୍ମାଣ ସେବକ। 

Jun 1, 2021, 10:19 PM IST

Rathyatra 2021: ପୂର୍ଣ୍ଣାଙ୍ଗ ଟିକାକରଣ ପାଇଁ ଦାବି ଜଣାଇଲେ ଶ୍ରୀମନ୍ଦିର ସେବାୟତ

ରଥଯାତ୍ରା ପୂର୍ବରୁ ସେବାୟତଙ୍କ ଟିକାକରଣ କରାଯିବା ଉପରେ ସ୍ୱୀକୃତି ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ। 

मई 30, 2021, 10:40 PM IST

ଗୁରୁବାର ଶ୍ରୀକ୍ଷେତ୍ର ଭଉଁରୀ; ତିନିରଥର କରାଯିବ ନାହାକା ଅଖ ଚକ ସଂଯୋଗ

ପକାର ସେବକ କୋଣଗୁଜରେ ସିଂହବିରାଳ ରୂପ ଖୋଦେଇ କାର୍ଯ୍ଯ ଜାରି ରଖିଛନ୍ତି। 

मई 30, 2021, 10:04 PM IST

ଆଗକୁ ରଥଯାତ୍ରା; ଟିକାକରଣ ନୀତିକୁ କୋହଳ କରିବାକୁ ଅନୁରୋଧ ଜଣାଇଲା ଶ୍ରୀମନ୍ଦିର କୋଭିଡ୍ ପରିଚାଳନା କମିଟି

ଟିକାକରଣ ନିୟମକୁ ସେବାୟତଙ୍କ କ୍ଷେତ୍ରରେ କୋହଳ କରିବାକୁ ଅନୁରୋଧ କରିଛି ଶ୍ରୀମନ୍ଦିର କୋଭିଡ୍ ପରିଚାଳନା କମିଟି।

मई 28, 2021, 05:40 PM IST

Corona Alert: ନିର୍ମାଣ କାର୍ଯ୍ୟ ସରିବା ପରେ ରଥଖଳାରେ କରାଗଲା ବିଶୋଧନ

ରଥଖଳାରେ ରଥନିର୍ମାଣ ସେବକଙ୍କ ମଧ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି।

मई 21, 2021, 09:34 PM IST

Corona Alert: ସଂକ୍ରମଣ ବୃଦ୍ଧିକୁ ନେଇ ସତର୍କ ହୋଇଉଠିଲା Srimandir Adminstration

ମୁଖ୍ୟ ପ୍ରଶାସକଙ୍କ ସହ ଜିଲ୍ଲାପାଳ ଶ୍ରୀମନ୍ଦିର ଯାଇ ସେବାୟତଙ୍କ ସହ ଆଲୋଚନା କରିବା ପରେ ରଥ ନିର୍ମାଣ ସେବକଙ୍କ ସହ କରିଛନ୍ତି ସମୀକ୍ଷା ବୈଠକ। 

मई 20, 2021, 10:37 PM IST

Rathyatra 2021: କୋଭିଡ ଗାଇଡଲାଇନ ପାଳନ କରି ହେଉଛି ରଥ ନିର୍ମାଣ

ତିନି ରଥରେ ତିନୋଟି ନାହାକା ତୁମ୍ଭ ଚିରଟ ହୋଇ ସେଥିରେ ସୂତାବାଡିଆ କରାଯାଇଛି। 

मई 16, 2021, 05:13 PM IST

Corona Alert: କଟକଣାରେ ହେବ ରଥ ନିର୍ମାଣ, ଚନ୍ଦନ ଯାତ୍ରାକୁ ନେଇ ଚାଲିଛି ବିଚାରବିମର୍ଶ

ମେ ୧୫ ତାରିଖ ପବିତ୍ର ଅକ୍ଷୟ ତୃତୀୟା ତିଥି ପରମ୍ପରା ମୁତବକ ରଥ ଅନୁକୂଳ ପର୍ବ। 

मई 9, 2021, 06:58 PM IST