red vegitable and fruits

ଶରୀର ପାଇଁ ଲାଭଦାୟକ ନାଲି ରଙ୍ଗର ପରିବା ଓ ଫଳ

ଖାସ କରି ଶୀତଦିନେ ନାଲି ରଙ୍ଗର ପନିପରିବା ଓ ଫଳ  ନିୟମିତ ଖାଇବା ଦ୍ୱାରା ରକ୍ତ ସଫା ହେବା ସହ ତ୍ୱଚା ଉଜ୍ୱଳ ହୋଇଥାଏ । ଏହା ସହ ଶରୀର ମଧ୍ୟ ଫିଟ ରହେ । ତେବେ ଆସନ୍ତୁ ଜାଣିବା ନାଲି ରଙ୍ଗର ଫଳ ବା ପନିପରିବା ଖାଇଲେ ଶରୀରକୁ କେଉଁ ସବୁ ଲାଭ ମିଳେ । 

Nov 17, 2019, 01:17 PM IST