rengali mla

ଅବହେଳିତ ପଶ୍ଚିମ ଓଡ଼ିଶା! କୃଷକଙ୍କ ସମସ୍ୟା ନେଇ ବିଜେପିର ଧାରଣା

ଖରିଫ ହେଉ କି ରବି ଫସଲ ସବୁଥିରେ ସରକାରଙ୍କ ଟୋକନ ଅବ୍ୟବସ୍ଥା ଦେଖାଦେଇଛି। ଏହାକୁ ନେଇ ବିଜେପି ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟଲୟ ସମ୍ମୁଖରେ ଏକ ଘଣ୍ଟା କାଳ ଧାରଣା ଦିଆଯାଇଥିଲା। ଟୋକନ ଅବ୍ୟବସ୍ଥା ସହ ବର୍ଷାରେ ଭିଜିଥିବା ଧାନର କ୍ଷତିପୂରଣ ଦେବା ପାଇଁ ବିଜେପି ତରଫରୁ ଦାବି ହୋଇଛି।

Jun 19, 2021, 01:27 PM IST

ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ରେଙ୍ଗାଲି ବିଧାୟକ

ଯେଉଁ ଚାଷୀ ଧାନ ଅମଳ କରିଛନ୍ତି ସେମାନେ ବିକ୍ରି କରିନାହାଁନ୍ତି କିମ୍ବା ତାଙ୍କର ଧାନ ଖଳାରେ ଭିଜିଛି। ଯେଉଁ ଚାଷୀ ଅମଳ କରି ପାରିନାହାଁନ୍ତି ତାଙ୍କ ଜମିରେ ଧାନ ପାଣିରେ ବୁଡ଼ି ଯାଇଛି।

मई 30, 2021, 06:15 PM IST