ଭଉଣୀକୁ ବେଲ, ଭାଇକୁ ଜେଲ; ମାସେ ପରେ ମୁକିଳିବେ ରିୟା
ଡ୍ରଗ୍ସ ଡିଲିଂ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ଆଶ୍ୱସ୍ତି। ଅଭିନେତ୍ରୀଙ୍କ ଜାମିନ ଆବେଦନ ବମ୍ବେ ହାଇକୋର୍ଟରେ ସ୍ୱୀକାର କରିଛନ୍ତି। ତେବେ ଭାଇ ସୌଭିକଙ୍କ ଜାମିକ ଖାରଜ ହୋଇଯାଇଛି।
Oct 7, 2020, 02:25 PM IST
ରିୟାଙ୍କୁ ଜେଲ ନା ବେଲ? ଆଜି ଫଇସଲା
ଆଜି ଆସିବ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନର ରାୟ। ସେ ଜେଲରୁ ମୁକୁଳିବେ ନା ପାଣି ବିଚାର ବିଭାଗୀୟ ହାଜତରେ ରହିବି ତାର ଫଇସଲା କରିବେ ବମ୍ବେ ହାଇକୋର୍ଟ।
Oct 7, 2020, 09:55 AM IST