Advertisement

Road accident

alt
ଭାରସାମ୍ୟ ହରାଇ କଲଭର୍ଟକୁ ଧକ୍କା ଦେଲା କାର । ଗୋଆରୁ ହାୱଡା ଯିବା ବେଳେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ବାପା ଓ ଝିଅ ମୃତ, ଶାଶୁ ବୋହୂ ଗୁରୁତର। ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନ ଯଶୋଟିକିରୀ ଠାରେ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ ଗୋଆ ଅଞ୍ଚଳର କେତେକ ଲୋକେ ହାୱଡା ଅଭିମୁଖେ ଆସୁଥିଲେ । କାରଟି ଭାରସାମ୍ୟ ହରାଇ ଯଶୋଟିକିରି ଠାରେ ଏକ କଲର୍ଭଟକୁ ଧକ୍କା ଦେଇଥିଲା । ଭଣ୍ଡାରିପୋଖରୀ ଅଗ୍ନିଶମ ବାହନୀ ଉଦ୍ଧାର କରି କାରରେ ଥିବା 5 ଜଣଙ୍କୁ ପ୍ରଥମେ ଭଣ୍ଡାରିପୋଖରୀ ଓ ପରେ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ସେଠାରେ ଦୁଇ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟ 3 ଜଣ ଗୁରୁତର ରହିଛନ୍ତି । ତେବେ ଦୁଇ ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ବାପ ଓ
Apr 14,2024, 19:26 PM IST
Read More

Trending news