ପୁଣି ସକ୍ରିୟ ହେଲା ସିବିଆଇ, ଗିରଫ ହେଲେ ରୋଜଭ୍ୟାଲି ମୁଖ୍ୟ ଗୌତମ କୁଣ୍ଡୁଙ୍କ ପତ୍ନୀ ଶୁଭ୍ରା
ଗିରଫ ହୋଇଥିବା ରୋଜଭ୍ୟାଲି ମୁଖ୍ୟ ଗୌତମ କୁଣ୍ଡୁ ଜେଲରେ ଥିବା ବେଳେ କିଭଳି ତାଙ୍କ ବ୍ୟବସାୟକୁ ଶୁଭ୍ରା ସୁରୁଖୁରୁରେ ଚଲାଉଥିଲେ ସେନେଇ ଅନେକ ଥର ଶୁଭ୍ରାଙ୍କୁ ଜେରା କରିଥିଲା ସିବିଆଇ।
Jan 15, 2021, 06:15 PM IST