sambalpur police

ସାକ୍ଷୀପଡା ଅଞ୍ଚଳରୁ ସେକ୍ସ ରାକେଟ ଠାବ

ଦୀର୍ଘ ସମୟ ଧରି ଏହି ଅଞ୍ଚଳରେ ଏଭଳି ଆପତ୍ତିଜନକ କାର୍ଯ୍ୟକଳାପ ଚାଲୁଥିବାର ଜଣାପଡିଛି।

Apr 26, 2021, 09:29 PM IST

ରାଷ୍ଟ୍ର ପ୍ରତି ନିଜର ପ୍ରତିବଦ୍ଧତାର ପ୍ରମାଣ ଦେଲା ସମ୍ବଲପୁର ପୋଲିସ

ଅକ୍ସିଜେନ୍ ଟ୍ୟାଙ୍କର (Oxygen Tanker) ପରିବହନ ସୂଚନା ପାଇବା ପରେ ସଟଡାଉନ କାର୍ଯ୍ୟରେ ବ୍ୟସ୍ତ ଥିବା ସତ୍ତ୍ବେ ପୋଲିସ ଏସକର୍ଟ କରିବା କାମରେ ଲାଗି ପଡିଥିଲା। ଯେମିତି କୌଣସି ସ୍ଥାନରେ ଟ୍ରାଫିକ ସମସ୍ୟା (Traffic Problem)ପାଇଁ ବିଳମ୍ବିତ ନହୁଏ ସେଥିପାଇଁ ଆଗୁଆ ରାସ୍ତା ଖାଲି କରିଥିଲା।

Apr 25, 2021, 11:59 AM IST

ନକଲି ଆୟକର ଅଧିକାରୀଙ୍କୁ ବାନ୍ଧିଲା ପୋଲିସ

କେବଳ ସମ୍ବଲପୁର (Sambalpur) ରେ ନୁହେଁ ପୁରୀ, ବ୍ରହ୍ମପୁର, ଝାରସୁଗୁଡା ଏବଂ ରାଜ୍ୟ ବାହାରେ ମଧ୍ୟ ବିଭିନ୍ନ ସ୍ଥାନରେ ଏଭଳି କାରନାମା କରିଛି ବୋଲି ସମ୍ବଲପୁର ଏସ୍ସି ସୂଚନା ଦେଇଛନ୍ତି।

Apr 18, 2021, 08:30 PM IST

ତେନ୍ତୁଳି ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଗତକାଲି ବିଳମ୍ବିତ ରାତିରେ ଶମ୍ଭୁ ଘରୁ କୁଆଡେ ଚାଲିଯାଇଥିଲେ । ତେଵେ ଆଜି ସକାଳେ ସେରସୁଆତଲର ଏକ ତେନ୍ତୁଲି ଗଛରୁ ଶମ୍ଭୁଙ୍କ ଝୁଲନ୍ତା ମୃତଦେହ (Hanging Dead body) ଦେଖିବାକୁ ମିଳିଥିଲା।

Apr 18, 2021, 05:57 PM IST

ହାଇଦର ଫେରାର ଘଟଣାରେ ମୁହଁ ଖୋଲିଲେ ସମ୍ବଲପୁର SP

ସମ୍ବଲପୁର SP ବାତୁଲା ଗଙ୍ଗାଧର କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ହାଇଦର (Gangster Hider) ତେଲେଙ୍ଗାନାରୁ ଧରା ପଡିବା ପରେ ଫେରାର ଘଟଣାର ତର୍ଜମା କରାଯାଉଛି। କଟକ କମିଶନରେଟ ପୋଲିସ ବର୍ତ୍ତମାନ ହାଇଦର କେଶ ତଦନ୍ତ ଦାୟିତ୍ବରେ ରହିଛି।

Apr 18, 2021, 04:44 PM IST

Covid19 Guidelines: ଅମାନିଆଙ୍କ ପକେଟ୍ ଖାଲି, DL ବାତିଲ୍

 ଜିଲ୍ଲାର ୨୦୦୦ରୁ ଊର୍ଦ୍ଧ୍ୱ ଅମାନିଆ ରାସ୍ତା ମଝିରେ ଗଣିଲେ ଟଙ୍କା। ଗତ ଦୁଇ ଦିନରେ ସମ୍ବଲପୁର ପୋଲିସ ୮ ଲକ୍ଷ ୮୩ ହଜାର ତଣ୍ଡ ଆଦାୟ କରିଛି। ପରିବହନ ବିଭାଗ ମଧ୍ୟ ଏହି ଦୁଇ ଦିନରେ ୨୦ରୁ ଅଧିକ DL ବାତିଲ କରିଛି। 

Apr 10, 2021, 05:31 PM IST

ATM ଲୁଟ୍ ମାମଲାରେ UP ଲିଙ୍କ୍; ମହୁଲପାଲିରୁ ୩ ଗିରଫ

ଗତ ଗୋଟିଏ ବର୍ଷରେ କେବଳ ଏରର କୋଡ୍ ମାଧ୍ୟମରେ ସମ୍ବଲପୁର ଜିଲ୍ଲାରେ ସାଢ଼େ ଚାରି କୋଟି ଠକେଇ ହୋଇଥିବା ଜଣାପଡିଛି। ଏହି ଘଟଣାରେ ଏକ ଲକ୍ଷ ପଞ୍ଚାବନ ହଜାର ଉଦ୍ଧାର କରାଯାଇ ଥିବା ବେଳେ ୧୨ଟି ବ୍ୟାଙ୍କର ATM କାର୍ଡ ମଧ୍ୟ ସିଜ।

Apr 9, 2021, 11:14 PM IST

ବିଚ୍ ରାସ୍ତାରେ ରଙ୍ଗିଲା ଅଧ୍ୟାପକଙ୍କୁ ଚପଲ ମାଡ଼ !

ବିଚ ରାସ୍ତାରେ ଟଣା ଓଟରା, କାମୁଡା କାମୁଡି, ଗାଳିଗୁଲଜ, ପାଟିତୁଣ୍ଡ ଆଉ ପୁଣି ଚିତ୍କାର, ଏଭଳି କିଛି ଦୃଶ୍ୟ ଶୁକ୍ରବାର ପୁର୍ବାହ୍ଣରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଥିଲା। ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ନିର୍ଦ୍ଧୁମ ଛେଚିଛନ୍ତି। ଏପରି କି ସେ ତାଙ୍କ ଅଧ୍ୟାପକ ସ୍ୱାମୀଙ୍କୁ ଚପଲରେ ପିଟିବା ସହ ସାର୍ଟକୁ ମଧ୍ୟ ଚିକ

Apr 9, 2021, 08:12 PM IST

କୋରୋନା କଟକଣା: ସମ୍ବଲପୁରରେ ଟାଇଟ୍, ବୁର୍ଲାରେ ଢି଼ଲା

ବିଶେଷ କରି ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାରେ ମଧ୍ୟ ପ୍ରତିଦିନ ସଂକ୍ରମଣ ବୄଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ପାଇଁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଡ୍ରାଇଭ କରାଯାଉଛି। ସମ୍ବଲପୁର ଠାରେ ଗତ କିଛିଦିନ ହେବ ଏହି ଅଭିଯାନ କରାଯାଇ ସଂକ୍ରମଣରେ ବ୍ରେକ ଦେବାପାଇଁ ପଦକ୍ଷେପ ଆରମ୍ଭ କରାଯାଇଛି। କିନ୍ତୁ କିଛି ସ୍ଥାନରେ କୋରୋନା ନିୟମର ଖୋଲାଖୋଲି ଉଲ୍ଲଙ୍ଘନ ହେଉଥିବା ଦେଖିବାକୁ ମିଳିଛି।

Apr 9, 2021, 06:01 PM IST

ସାହୁ କଲୋନୀରେ ବିଷ ବେପାର

ଗିରଫ ଯୂବକମାନେ ମୋତିଝରଣର ଏମଡ଼ି ଆରିଫ (୩୪), ଚାରଭାଟିର ବିକାଶ ଡୁଡ଼ୁକିଆ (୨୩) ଏବଂ ପଟ୍ଟନାୟକପଡାର ବଣ୍ଟି ପ୍ରଧାନ (୨୩) ବୋଲି ପୋଲିସ ସୂଚନା ଦେଇଛି।

Apr 9, 2021, 05:08 PM IST

ଭୀମସାର ସୁରକ୍ଷାକର୍ମୀ ବିବାଦ: ମୁହଁ ଖୋଲିଲେ ୟୁନିଟ୍ ହେଡ୍

ଚାକିରି କରାଇଦେବା ପାଇଁ ବ୍ୟାପକ ଅର୍ଥ କାରବାର ହୋଇଥିବା ଅଭିଯୋଗ ମଧ୍ୟ ହୋଇଥିଲା। ଶେଷରେ ମାମଲା ଯାଇ ଥାନାରେ ପହଞ୍ଚିଥିଲା। ଏବେ ଏ ନେଇ ମୁହଁ ଖୋଲିଛନ୍ତି ସମ୍ପୃକ୍ତ ଠିକା ସଂସ୍ଥାର ବୁର୍ଲା ୟୁନିଟ ହେଡ୍ ମହେଶ୍ୱର ନାୟକ।

Apr 7, 2021, 11:26 PM IST

ଗୋ-ସୁରକ୍ଷା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ସମିତି ସଦସ୍ୟମାନେ ପ୍ରଥମେ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଥିଲେ। ତା ପରେ ସମ୍ବଲପୁର ମହାନଗର ନିଗମ ଅଫିସ ଘେରାଉ କରିଥିଲେ।

Apr 7, 2021, 07:39 PM IST

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଭଙ୍ଗାରୁଜା ଘଟଣା: ଗୋଟିଏ ବସ ସହ ୨୫ ଅଟକ

ଗତକାଲି ବରଗଡ଼ ଅଞ୍ଚଳର ପ୍ରାୟ ୨୦୦ NSUI କର୍ମୀ ଏବଂ ବରଗଡ଼ ଜିଲ୍ଲା କଂଗ୍ରେସ କର୍ମୀଙ୍କ ସହ ଛତ୍ରଛାତ୍ରୀମାନେ ଆସି ଅଫଳାଇନ ପରୀକ୍ଷାକୁ ବିରୋଧ କରିଉତେଜନା ସୃଷ୍ଟି କରିଥିଲେ। ବିଶ୍ୱବିଦ୍ୟାଳୟର ଥାର୍ଡ ସେମିଷ୍ଟରର ଅଫଳାଇନରେ ପରୀକ୍ଷା ନ କରି ଅନଲାଇନରେ ପରୀକ୍ଷା କରିବାକୁ ଦାବିପତ୍ର ଦେଇଥିଲେ ।

Apr 7, 2021, 06:57 PM IST

ପରିତ୍ୟକ୍ତ ଗଳିରୁ ଯୁବକର ଗଳିତ ମୃତଦେହ ଉଦ୍ଧାର

ମୃତଦେହରୁ ଦୁର୍ଗନ୍ଧ ବହରୁଥିବାରୁ ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ। ଘଟଣାସ୍ଥଳରେ ସମ୍ବଲପୁର ପୋଲିସର ବରିଷ୍ଠ ଅଧିକାରୀମାନେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। 

Apr 5, 2021, 11:44 PM IST

ହାର୍ଡଓ୍ବେର ଦୋକାନରୁ ଚୋରି କରି ଧରାପଡିଲା ଯୁବକ

ଏକ ହାର୍ଡଓ୍ବେର ଦୋକାନରୁ ଚୋରି ଅଭିଯୋଗରେ ଜଣେ ସନ୍ଦିଗ୍ଧ ଅପରାଧୀକୁ ଗିରଫ ସମ୍ବଲପୁର ପୋଲିସ କରିଛି। ଏହା ସହ ଗୋଟିଏ କାର୍ ଓ ୨ ଲକ୍ଷ ଟଂକା ମୂଲ୍ଯର ହାର୍ଡେଓ୍ବେର ସାମଗ୍ରୀ ଜବତ କରାଯାଇଛି।

Apr 5, 2021, 04:08 PM IST

ପଶ୍ଚିମ ଓଡ଼ିଶାରେ ଲହଡି ଭାଙ୍ଗୁଛି କୋରୋନା, ସାବାଡ ହେବେ ଅମାନିଆ

ପଶ୍ଚିମ ଓଡ଼ିଶା (Western Odisha) ରେ କୋରୋନା ମହାମାରୀ (coronavirus) ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ୫ ତାରିଖରୁ ରାତ୍ରିକାଳୀନ କର୍ଫ୍ୟୁ (Night curfew) ଜାରୀ କରିଛନ୍ତି।

Apr 4, 2021, 03:33 PM IST

କେମିତି ମଲେ ମା'-ଝିଅ? ୪୮ ଘଣ୍ଟା ପରେ ବି ପୋଲିସ ପାଇନି ସୁରାକ୍

ଶନିବାର ଠାରୁ ଘର ଛାଡି ନିଜ ଶଢୁଙ୍କ ଘର ସୁନ୍ଦରଗଡ ଯାଇଥିବା ମୃତ ମହିଳାଙ୍କ ସ୍ୱାମୀ କଣ ପାଇଁ ୪ ଦିନ ଯାଏଁ ଯୋଗାଯୋଗରେ ନଥିଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଚି ହେଉଛି।

Apr 3, 2021, 06:21 PM IST

ଡ୍ରାଇଭର ଖେଳିଲା ରକ୍ତର ହୋଲି! ଟ୍ରକ୍ ଧକ୍କାରେ ୨ ବାଇକ ଆରୋହି ମୃତ

ଟ୍ରକ୍ ଧକ୍କାରେ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଏଭଳି ଏକ ଦୁଖଃଦ ଦୁର୍ଘଟଣା ସମୋବାର ସମ୍ୱଲପୁର ପରମାଣପୁର ନିକଟରେ ଘଟିଛି।

Mar 29, 2021, 03:59 PM IST

ସମ୍ବଲପୁର ପୋଲିସ ପଞ୍ଝାରେ ଦିଲ୍ଲୀ ଠକ, ଲଗାଇଥିଲା ସାଢେ ୨୬ ଲକ୍ଷର ଚୂନ

ସମ୍ବଲପୁରର (Sambalpur) ମନୋଜ ବରାଳ ନାମକ ବ୍ୟବସାୟୀଙ୍କ ଠାରୁ ଦିଲ୍ଲୀର ଜଣେ ସାଇବର ଠକ (Cyber fraud) ୨୬ ଲକ୍ଷ ୫୦ ହଜ଼ାର ଟଙ୍କା ଅନଲାଇନରେ ଠକେଇ କରି ନେଇଥିବା ବେଳେ ସମ୍ବଲପୁର ସାଇବର ଥାନା ପୋଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି। 

Mar 26, 2021, 06:56 PM IST

VIMSARରେ ଚୋରି; ଚୋରଙ୍କୁ ଅଡୁଆରେ ପକାଇବ ଏହି ସାମଗ୍ରୀ

୨ଟି ଲାପଟପ୍, ଗୋଟେଏ ପ୍ରିଣ୍ଟର ଓ ଗୋଟେ ପ୍ରୋଜେକ୍ଟର ଚୋରି ହୋଇଛି। ଏନେଇ ତଦନ୍ତ ଜାରି ରହିଥିବା ବୁର୍ଲା ଥାନା (Burla Police) ଅଧିକାରୀ ସୂଚନା ଦେଇଛନ୍ତି।

Mar 26, 2021, 06:31 PM IST