sambalpur railway

ଜୁଯୋମୁରାରେ ରେଲୱେ ଫ୍ଲାଇଓଭର ନିର୍ମାଣ ପାଇଁ ଦାବି

ଜୁଯୋମୁରାରେ ରେଲୱେ ଫ୍ଲାଇଓଭର ପାଇଁ ହେବ ଜନ ଆନ୍ଦୋଳନ। ବହୁ ବର୍ଷର ଲୋକଙ୍କ ଫ୍ଲାଇଓଭର ନିର୍ମାଣ ଦାବି ପୁରଣରେ ଟାଳଟୁଳ ନୀତି ଅବଲମ୍ବନ କରୁଛି ରେଳ ବିଭାଗ।

Aug 4, 2021, 01:30 PM IST

୧୨୫ ବର୍ଷର ରେଳ ଷ୍ଟେସନ ବଞ୍ଚାଇବାକୁ ବାହାରିଲା ଯୁବ ବିଜେଡି

ସମ୍ବଲପୁର ତଥା ସମଗ୍ର ପଶ୍ଚିମ ଓଡିଶାର (Western Odisha) ଅନ୍ୟତମ ପୁରାତନ ତଥା ପ୍ରମୁଖ ରେଳ ଷ୍ଟେସନ ସମ୍ବଲପୁର ରୋଡ ଦୋହରିକରଣ ପାଇଁ ବନ୍ଦ ହେବାକୁ ଯାଉଛି। ଏକଦା ସାରା ଓଡ଼ିଶାର ଏକ ପ୍ରମୁଖ ରେଳ ଷ୍ଟେସନ ଭାବରେ ସମ୍ବଲପୁର ରୋଡ ଷ୍ଟେସନ ପରିଗଣିତ ହେଉଥିଲା। 

Mar 16, 2021, 04:34 PM IST