sambalpur sp

୨୦ ଚୋରି ବାଇକ ଉଦ୍ଧାର; ୧୫ ଗିରଫ

ଚୋରି ହୋଇଥିବା ଗାଡିର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ସମ୍ବଲପୁର ଏସପି କହିଛନ୍ତି।

Aug 13, 2021, 06:19 PM IST

କୋରୋନା ଭୟରେ ମୃତଦେହ ଛୁଉଁନାହାଁନ୍ତି ଲୋକେ, ଅନ୍ତିମ ସତ୍କାର କରୁଛି ପୋଲିସ

ସମ୍ବଲପୁର ଏସପିଙ୍କୁ ୨ ମୃତଦେହ ପଡି ରହିଥିବା ନେଇ ମିଳିଥିଲା ଖବର। 

मई 22, 2021, 09:28 PM IST

Odisha Lockdown: ସମ୍ବଲପୁରରେ ସ୍ଥିତି ପରଖିଲେ ଜିଲ୍ଲା ପୋଲିସ ମୁଖିଆ

ଆଜି ସମ୍ବଲପୁର ଜିଲ୍ଲାରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୫୦୦ ତଳକୁ ଖସିଛି। ଗତ ୨୪ ଘଣ୍ଚାରେ ୪୫୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତଥାପି ଜିଲ୍ଲାରେ କୋରୋନା ସଂକ୍ରମଣ ନିୟନ୍ତ୍ରାଣାଧିନକୁ ଆସିନାହିଁ। ସେପଟେ ଖୋଦ ଏସପି ବାତୁଲା ଗଙ୍ଗାଧର ବିଭିନ୍ନ ବଜାର ଓ ଛକକୁ ଯାଇ ସ୍ଥିତି ପରଖିଛନ୍ତି।

मई 12, 2021, 09:49 AM IST

Lockdown Second Day: କୋରୋନା ସହ ଅପରାଧର ନିୟନ୍ତ୍ରଣ ପାଇଁ ସଜାଗ ପୋଲିସ ପ୍ରଶାସନ

ବିଭିନ୍ନ ଛକରେ ଓଡ଼ିଶା ପୋଲିସ ଉତ୍ତରାଞ୍ଚଳ ଆଇଜି (Odisha Police Northern Range IG) ଏବଂ ସମ୍ବଲପୁର ଏସପି (Sambalpur SP) ନିଜେ ସ୍ଥିତି ଅନୁଧ୍ୟାନ କରୁଛନ୍ତି।

मई 6, 2021, 09:09 PM IST

ବୁଧବାର ଠାରୁ ଆରମ୍ଭ ହେଲା ୧୪ ଦିନିଆ ଲକ ଡାଉନ

ନିଜେ ଏସପି ବିଭିନ୍ନ ସ୍ଥାନ ପରିଦର୍ଶନ କରି ସ୍ଥିତି ପରଖୁଛନ୍ତି। 

मई 5, 2021, 04:29 PM IST

ପଶ୍ଚିମ ଓଡ଼ିଶାରେ ଲହଡି ଭାଙ୍ଗୁଛି କୋରୋନା, ସାବାଡ ହେବେ ଅମାନିଆ

ପଶ୍ଚିମ ଓଡ଼ିଶା (Western Odisha) ରେ କୋରୋନା ମହାମାରୀ (coronavirus) ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ୫ ତାରିଖରୁ ରାତ୍ରିକାଳୀନ କର୍ଫ୍ୟୁ (Night curfew) ଜାରୀ କରିଛନ୍ତି।

Apr 4, 2021, 03:33 PM IST

ଅପହୃତ ଡ୍ରାଇଭର ସହ ଟ୍ରକ ଉଦ୍ଧାର

ଗତ ୧୦ ତାରିଖରେ ବୁର୍ଲା ଥାନା (Burla Police) ଅଞ୍ଚଳରୁ ଅଜିତ କୁମାର ସାହୁ ନାମକ ଜଣେ ଡ୍ରାଇଭର ନିଖୋଜ (Driver Missing) ହୋଯାଇଥିଲେ।

Mar 13, 2021, 05:53 PM IST

ମୁରବୀ ବିହୀନ ସମ୍ବଲପୁର ପୋଲିସ; ୩ ଦିନରେ ଦ୍ଵିତୀୟ ମର୍ଡର, ଲଗାମ ଛଡା ଅଭିଯୁକ୍ତ

ବଢୁଥିବା ଅପରାଧ ଏବେ ସମ୍ବଲପୁର ପୋଲିସ (Sambalpur police) ପାଇଁ ଚ୍ୟାଲେଞ୍ଜ ପାଲଟିଛି। ସେପଟେ ଦୀର୍ଘ ୨୦ ଦିନରୁ ଊର୍ଦ୍ଧ୍ୱ ସମୟଧରି ଜିଲ୍ଲା ପୋଲିସ ପ୍ରଶାସନ ମୁରବୀଙ୍କ ଚୌକି ଖାଲି ପଡିଛି।

Dec 16, 2020, 04:35 PM IST

ସମ୍ବଲପୁର ଡିଆଇପିଆରଓଙ୍କୁ ଧମକ ଘଟଣା, ୫ ଗିରଫ

ଏମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ୨ ଜଣ ସରକାରୀ କର୍ମଚାରୀ ରହିଥିବା ଜଣପଡ଼ିଛି । 

Mar 7, 2020, 12:19 PM IST