sambalpur

ମହାନଦୀକୁ ଡେଇ ମା' ଝିଅଙ୍କ ଆତ୍ମହତ୍ୟା ଉଦ୍ୟମ !

ସମ୍ବଲପୁର ମହାନଦୀ ବଢିପାଣିରେ ମା ଓ ଝିଅ ଡେଇଁଥିବା ଆତ୍ମହତ୍ୟା କରିଥିବା ସନ୍ଦେହ । ମହାନଦୀର ଦ୍ୱିତୀୟ ସେତୁ ଚାଉଁରପୁରଠାରେ ମା ଝିଅ ଆତ୍ମହତ୍ୟା କରିଥିବା ସନ୍ଦେହ । ଏ ବାବଦରେ ଖବର ପାଇ ସମ୍ବଲପୁର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ଛାନଭିନ କରି ଫେରିଛି ।   ଅନ୍ୟପକ୍ଷରେ ଟାଉନଥାନା ପୋଲିସ ଗୋଟିଏ ସ୍କୁଟି, ମୋବାଇଲ, ଚପଲ ଜବତ କରିଛି । ସୂଚନା

Jun 30, 2020, 12:20 PM IST

ସମ୍ବଲପୁରରେ ହାତୀ ଉତ୍ପାତ, ବନବିଭାଗ ନିରବଦ୍ରଷ୍ଟା

ଜିଲ୍ଲାରେ ବଣୁଆ ହାତୀଙ୍କ ଉତ୍ପାତ। ଦିନକୁ ଦିନ ଏହି ହାତୀ ଉତ୍ପାତ ବଢିବାରେ ଲାଗିଛି। ଫଳରେ ଧନଜୀବନ ହାନି ହେବାରେ ଲାଗିଛି । ବିଶେଷ କରି ସମ୍ବଲପୁର ଜିଲ୍ଲାର  ସଦର ଓ ପଡିଆବାହାଲ ବନବିଭାଗ ରେଞ୍ଜର ବିଭିନ୍ନ ଗ୍ରାମାଞ୍ଚଳରେ ଗତ କେଇମାସ ମଧ୍ୟରେ ହାତୀ ଆକ୍ରମଣରେ ଏକାଧିକ ଲୋକଙ୍କ ମୄତ୍ୟୁ ହେବା ସହ ବହୁ ଲୋକଙ୍କର ଘର ଦ୍ୱ।ର ଭାଙ୍ଗି ଦେଉଛନ୍ତି ବଣୁ

Jun 30, 2020, 09:50 AM IST

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାର ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଜିଲ୍ଲାରେ ବିଜୁଳି ଘଡଘଡି ସହ ସ୍ୱଳରୁ ରୁ ମଧ୍ୟମ ଧରଣର ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Jun 29, 2020, 05:34 PM IST

ତୈଳ ଦର ବୃଦ୍ଧି ପ୍ରତିବାଦରେ ସମ୍ବଲପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ

ଆଜି ସମ୍ବଲପୁର ଜିଲା କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ କର୍ମୀମାନେ ଆସି ସମ୍ବଲପୁର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

Jun 29, 2020, 03:42 PM IST

ଏଠୁ ଯୋଜନ ଦୂରରେ ଯୋଜନା...

ପ୍ରଶାସନ ପାଖରେ, ଯୋଜନା ଦୂରରେ

Jun 28, 2020, 01:57 AM IST

ସମ୍ବଲପୁର ପୋଲିସର ସଚେତନତା କାର୍ଯ୍ୟକ୍ରମ: ଡ୍ରଗ୍ସକୁ ନା, ଜୀବନକୁ ହଁ

ଆଜି ହେଉଛି ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଦୁରୁପଯୋଗ ଓ ଅବୈଧ ଚାଲାଣ ବିରୋଧ ଦିବସ (International Day Against Drug Abuse and Illicit Trafficking)।

Jun 26, 2020, 12:34 PM IST

ଖୋଲିଲା ୧୦ଟି ଗେଟ

ହୀରାକୁଦ ଜଳ ଭଣ୍ଡାରରେ ୧ ଲକ୍ଷ ୮ ହଜାର ୪୬୫ କ୍ୟୁସେକ ଜଳ ପ୍ରବେଶ...

Jun 26, 2020, 09:53 AM IST

ହୀରାକୁଦ ଜଳଭଣ୍ଡାରରେ ବଢୁଛି ଜଳସ୍ତର, ସକାଳ ସୁଦ୍ଧା ରହିଛି ୬୧୫.୫୪ ଫୁଟ

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାର ଜଳସ୍ତରରେ ବୃଦ୍ଧି ଘଟିଛି । ହୀରାକୁଦ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ୮ଟା ସମୟରେ ଏହାର ଜଳସ୍ତର ୬୧୫.୫୪ ଫୁଟ ରହିଛି । ଭଲ ବର୍ଷା ଏବଂ ଉପର ମୁଣ୍ଡରୁ ଜଳ ପ୍ରବାହିତ ହେବା ଫଳରେ ଏଥର ନିର୍ଦିଷ୍ଟ ସମୟ ପୂର୍ବରୁ ହୀରାକୁଦ ନଦୀ ବନ୍ଧର ପ୍ରଥମ ବନ୍ୟାଜଳ ନିଷ୍କାସନ କର

Jun 23, 2020, 10:22 AM IST

ଏଥର ମାସକୁ ପୂର୍ବରୁ ନିଷ୍କାସିତ ହୋଇପାରେ ହୀରାକୁଦର ପ୍ରଥମ ବନ୍ୟାଜଳ

ଏହି ଭାବରେ ଯଦି ଉପର ମୁଣ୍ଡରୁ ଜଳପ୍ରବାହ ଜାରି ରୁହେ, ତାହା ହେଲେ ଆଗାମୀ କିଛି ଦିନ ମଧ୍ୟରେ ଏହାର ସର୍ବୋଚ୍ଚ ଜଳସ୍ତର ୬୩୦ଫୁଟ ହୋଇଯାଇପାରେ ବୋଲି ବିଶେଷଜ୍ଞଙ୍କ ଠାରୁ ଜଣାପଡିଛି । 

Jun 23, 2020, 10:17 AM IST

ଜୁନ୍ ୨୫ରେ ହୀରାକୁଦ ଜଳ ଭଣ୍ଡାରରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟା ଜଳ

ଗତ ବର୍ଷ ଆଜିର ଦିନରେ ହୀରାକୁଦ ନଦୀବନ୍ଧର ଜଳସ୍ତର ୬୦୦ ଫୁଟ ଥିବା ବେଳେ ଏଥର ଭଲ ବର୍ଷା କାରଣରୁ ୧୪ ଫୁଟ ପାଣିର ବୃଦ୍ଧି ଘଟିଛି । ବନ୍ଧର ଜଳ ସ୍ତର ଏଥର ପୂର୍ବାପେକ୍ଷା ରେକର୍ଡ କରିଥିବାର ସୂଚନା ରହିଛି । 

Jun 22, 2020, 05:27 PM IST

ପତଞ୍ଜଳି ଯୋଗ ସମିତି ତରଫରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନ

ପ୍ରଶିକ୍ଷକ ଗିରିଜା ଦେବୀଙ୍କ ପ୍ରଶିକ୍ଷଣରେ ସମିତିର ସମସ୍ତ ସଦସ୍ୟ ଯୋଗଭ୍ୟାସ କରିଥିଲେ । ପ୍ରତ୍ୟେକ ଦିନ ଯୋଗ କରିବା ଦ୍ୱାରା ରୋଗ ପ୍ରତି ରୋଧକ ଶକ୍ତି ବୃଦ୍ଧି ପାଇବା ସହ ଶରୀର ସୁସ୍ଥ ସବଳ ରହିବ । 

Jun 21, 2020, 03:14 PM IST

ସମ୍ବଲପୁର ପାଇଁ ବଢୁଛି ମହାମାରୀ ବିପଦ !

ସମ୍ବଲପୁର ପାଇଁ ବଢୁଛି ମହାମାରୀ ବିପଦ। କଥାଟା ଟିକେ ଅଡ଼ୁଆ ଲାଗୁଥାଇପାରେ। କିନ୍ତୁ ସତ। ଏଭଳି ଏକ ସଂକ୍ରମଣର ଆଶଙ୍କାରେ ଆତଙ୍କିତ ହୋଇ ଦିନ କାଟୁଛନ୍ତି ସମ୍ବଲପୁର ଜନସାଧାରଣ। କଥାଟି ଏହିପରି। କୋରୋନା ପରି ମହାମାରୀ କାରଣରୁ ସମସ୍ତେ, ସାରା ବିଶ୍ୱ ସାମାଜିକ ଦୁରତାକୁ ଗୁରୁତ୍ୱ ଦେଉଥିବା ବେଳେ ସମ୍ବଲପୁରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସମ୍ବଲ

Jun 20, 2020, 10:42 AM IST

ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ମକ ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ

 କୋଭିଡ-19 ପାଇଁ ଅନ୍ୟାନ୍ୟ ସଚେତନତା କାର୍ଯ୍ୟକ୍ରମ ହୋଇ ପାରି ନ ଥିବା ବେଳେ ବର୍ଷା ଋତୁ ଆସିହଲାଣି । କିପରି ବିପର୍ଯ୍ୟୟ ସମୟରେ ସମସ୍ତଙ୍କୁ ସୁରକ୍ଷିତ ରଖାଯାଇ ପାରିବ ସେ ଦିଗରେ କୁହାଯାଇଥିଲା ।

Jun 19, 2020, 05:27 PM IST

'ଚାଇନା ସାମଗ୍ରୀ ବର୍ଜନ କରନ୍ତୁ, ଆମ ଦେଶର ସୈନିକଙ୍କୁ ସୁରକ୍ଷିତ ରଖନ୍ତୁ'

ଏହି ପରିପେକ୍ଷୀରେ ସମ୍ଵଲପୁରର ପୁର୍ବତ୍ତନ ସୈନିକ ସଂଘ ପକ୍ଷରୁ ସହରରେ ଭିନ୍ନ ଭାବରେ ଏକ ପ୍ରୟାସ କରାଯାଇଛି । ସେମାନେ ସହରର ମୂଖ୍ୟ ପେଣ୍ଠସ୍ଥଳ ଗୋଲବଜାରରେ ରାଲି କରିବା ସହ ଦୋକାନକୁ ପହଞ୍ଚି ଚାଇନ ସାମଗ୍ରୀକୁ ବର୍ଜନ କରିବା ସହ ବିକ୍ରି ନ କରିବା ପାଇ ସଚେତନ କରିଥିଲେ ।

Jun 19, 2020, 05:08 PM IST

ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କ ସହ ବିଧାୟକ ବୈଠକ

ସମସ୍ୟା ସମାଧାନ ନେଇ ଆଲୋଚନା

Jun 18, 2020, 08:52 AM IST

ଟଙ୍କା ହଡ଼ପ ଅଭିଯୋଗରେ ଏସଏଚଜି ଗୋଷ୍ଠୀର ଜିଲ୍ଲାପାଳ ଅଫିସ ଓ ବ୍ୟାଙ୍କ ଘେରାଉ

ଟଙ୍କା ହଡ଼ପ ଅଭିଯୋଗରେ ୧୨ଟି ସ୍ୱଂୟ ସହାୟକ ଗୋଷ୍ଠୀ(SHG) ବ୍ୟାଙ୍କ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲାର ମାନେଶ୍ୱର ବ୍ଲକର ଡାକରା ଗ୍ରାମ ପଞ୍ଚାୟତରେ। ଗ୍ରାମ ପଞ୍ଚାୟତରେ ଜଣେ ମହିଳା ଚଞ୍ଚକତା କରି ପ୍ରାୟ ୧୨ଟି ଏସଏଚଜି ସଦସ୍ୟଙ୍କ ଠାରୁ ଅର୍ଥ ହଡ଼ପ କରିନେଇଥିବା ସଦସ୍ୟମାନେ ଅଭିଯୋଗ କ

Jun 17, 2020, 03:06 PM IST

ବୁର୍ଲା ମେଡ଼ିକାଲରେ ଏମଆରଆଇ ଅନିୟମିତତାର ତଦନ୍ତ ଆରମ୍ଭ

ପୂର୍ବରୁ ବୁର୍ଲା ମେଡ଼ିକାଲରେ ଏମିତି ଅନେକ ଦୁର୍ନୀତି ଲୋକଲୋଚନକୁ ଆସିଛି । ମାତ୍ର ମେଡିକାଲର କେତେକ ପ୍ରଭାବଶାଳୀ ଲୋକଙ୍କ ଚାପରେ ଅତି ଚତୁରତାର ସହ ଚାପି ଦିଆଯାଇଥିବାର ନଜିର ରହିଛି ।

Jun 14, 2020, 12:54 PM IST

ସମ୍ବଲପୁରର ୧୨ଟି ଆଦିବାସୀ ଆବାସିକ ସ୍କୁଲକୁ ମିଳିଲା ISO ମାନ୍ୟତା

ଏହି ଆନ୍ତର୍ଜାତିକ ମାନ୍ୟତା ପାଇବା ପାଇଁ ଯେମିତି କି ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବେଡ଼, ମେଟ୍ରେସ, ମସାରି, ପାଇଖାନା ତଥା ଗାଧୁଆ ଘର ଠିକ ଠାକ ରହିଛି ନା ନାହିଁ ତା ସହ ପାଠ ପଢା ଖେଳକୁଦ ପାଇଁ ପଡିଆ ଇତ୍ୟାଦି ରହିଛି ନା ନାହିଁ ଏହି ସବୁ ବିଭିନ୍ନ ପର୍ଯ୍ୟାୟରେ ଦେଖାଯାଇଥାଏ । 

Jun 12, 2020, 06:41 PM IST

ରାଜ୍ୟ ସଙ୍ଗୀତ ମାନ୍ୟତାକୁ ନେଇ ପଶ୍ଚିମାଞ୍ଚଳରେ ବିରୋଧ

ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ରାଜ୍ୟ କ୍ୟାବିନେଟରେ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ ପରେ ବିଭିନ୍ନ ଅଞ୍ଚଳରେ ଉଠିଛି ବିରୋଧ କରାଯାଇଛି । ବିଶେଷ କରି ପଶ୍ଚିମାଞ୍ଚଳର ବିଭିନ୍ନ ସାଂସ୍କୃତିକ, ସାମାଜିକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହିତ ବ୍ୟକ୍ତି ବିଶେଷ ଏହାକୁ ବିରୋଧ କରାଯାଇଛି ।  ଏହି ନିଷ୍ପତ୍ତିକୁ ବିରୋଧ କରି ବିଭିନ୍ନ ସ୍ଥାନରେ ଭିନ୍ନଭି

Jun 9, 2020, 10:10 AM IST