sambalpur

ଅଜବ ନିୟମ, କାର ଚାଳକଙ୍କୁ ହେଲମେଟ ଫାଇନ

ବୁଧବାର ସମ୍ବଲପୁର ନନ୍ଦପଡା ସ୍ଥିତ ଚନ୍ଦ୍ର କୁମାର ବେହେରା ମେଡିକାଲ କାମରେ ନିଜ ସ୍ତ୍ରୀଙ୍କ ସହିତ ନିଜ କାରରେ ବୁର୍ଲା ଅଭିମୁଖେ ଯାଉଥିଲେ । ସେହି ସମୟରେ ଫାର୍ମ ରୋଡ ସ୍ଥିତ ରାଧାନାଥ କମ୍ୟୁନିଟି ସେଣ୍ଟର ସମ୍ମୁଖରେ ପୋଲିସ ପକ୍ଷରୁ ହେଲମେଟ ଚେକିଙ୍ଗ ହେଉଥିଲା ।

Feb 27, 2020, 08:54 PM IST

୫ଟି ପରିବାରକୁ ଆହାର ଯୋଗାଉଛି ଫୁଲ ଚାଷ

ବଗିଚାରେ ଫୁଟିଛି ଗେଣ୍ଡୁ, ଡାଲିଆ, ଜିନିଆ, ସେବତୀ,  ଗ୍ଲାଡିଓଲି,  ରଜନୀ ଗନ୍ଧା ଓ ଗୋଲାପ ଭଳି ଭଳିକି ଭଳି ଫୁଲ । ଯେଉଁଆଡେ ଦେଖିବ ସୁନ୍ଦର ସୁନ୍ଦର ଫୁଲକୁ ଦେଖି ଆଖି ଲାଖିଯାଉଛି । ସେପଟେ ବଗିଚାରୁ ଚାଲିଛି ଫୁଲ ତୋଳା ।

Feb 27, 2020, 08:27 PM IST

ହାତୀ ଆକ୍ରମଣରେ ଗୋଟିଏ ପରିବାରର ୩ ଗୁରୁତର

ଆହତମାନେ ହେଲେ ଲକ୍ଷପତି ବଗର୍ତ୍ତି, ତାଙ୍କ ସ୍ତ୍ରୀ ସବିତା ବଗର୍ତ୍ତି ଏବଂ ୨ ବର୍ଷର ପୁଅ ।

Feb 27, 2020, 06:24 AM IST

ବୁର୍ଲା ମେଡିକାଲରେ କରୋନା ଆକ୍ରାନ୍ତ !

କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହରେ ବୁର୍ଲା ଭୀମସାରରେ ଜଣେ ଭର୍ତ୍ତି ହୋଇଛନ୍ତି । 

Feb 26, 2020, 09:18 AM IST

ସାମ୍ବାଦିକାଙ୍କ ଠାରୁ ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ଅମିନ

ସମ୍ବଲପୁର ମହାନଗର ନିଗମର ଅମିନ ଗିରଫ । ସମ୍ବଲପୁର ମହାନଗର ନିଗମରେ ପ୍ଲାନିଂ ବିଭାଗରେ କାର୍ଯ୍ୟ କରୁଥିବା ଅଭିଯୁକ୍ତ ଅମିନ ପ୍ରସନ୍ନ ପରିଡା ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।

Feb 25, 2020, 09:25 AM IST

ସାନ ଭାଇକୁ ହାଣିବା ପରେ ମା'ର ପଣତରେ ଆତ୍ମହତ୍ୟା

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ଝରଘାଟି ଗାଁରେ । 

Feb 25, 2020, 09:14 AM IST

ଆଜିଠୁ ସ୍ୱାଭାବିକ ହେବ ପଶ୍ଚିମ ଓଡ଼ିଶାର ସମସ୍ତ କୋର୍ଟ

ଆନ୍ଦୋଳନକାରୀ ଓକିଲ ଯଦି ଜିଲ୍ଲା ଅଦାଲତକୁ ମାସ ମାସ ଧରି ବନ୍ଦ ରଖୁଛନ୍ତି, ତେବେ କେଉଁ ଆଶା ଓ ଭରସାରେ ସେମାନଙ୍କୁ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦିଆଯିବ ବୋଲି କିଛିଦିନ ପୂର୍ବରୁ ଦେଶର ସର୍ବୋଚ୍ଚ ନ୍ୟାୟଳୟ ପ୍ରଶ୍ନ କରିଥିଲେ । ଏହାସହ ଆନ୍ଦୋଳନ ବନ୍ଦ ନହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

Feb 24, 2020, 06:33 AM IST

କକା-ପୁତୁରା ମଧ୍ୟରେ ହଣାକଟା

ଜମିବାଡ଼ିକୁ ନେଇ ମହାଭାରତ... କକା ପୁତୁରା ହଣାକଟା...ପରସ୍ପର ପରସ୍ପରକୁ ଆକ୍ରମଣ...କକା ଏବେ ରେଢ଼ାଖୋଲ ଡାକ୍ତରଖାନାରେ...ପୁତୁରାକୁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର...ଘଟଣା ସ୍ଥଳରେ ପୋଲିସର ତଦନ୍ତ ଜାରି...

Feb 23, 2020, 04:32 PM IST

ସମ୍ବଲପୁରରେ ଭାରତ ବନ୍ଦର ପ୍ରଭାବ

ଭୀମ ଆର୍ମିର ବନ୍ଦ ଡାକରାରେ ଦୋକାନ ବଜାର ବନ୍ଦ ।

Feb 23, 2020, 10:24 AM IST

କୋରେକ୍ସ କାରବାର କରୁଥିବା ବଡ଼ ଗ୍ୟାଙ୍ଗ ଠାବ, ୭ ଗିରଫ

୬୦୪ ବୋତଲ କୋରେକ୍ସ ଜବତ ହେବା ସହ ଘଟଣାରେ ୭ ଜଣ ଗିରଫ ହୋଇଛନ୍ତି । 

Feb 21, 2020, 10:51 AM IST

ଉଠିଲା ସ୍ଥାନୀୟ ନିଯୁକ୍ତି ଦାବି, ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ

ସ୍ଥାନୀୟ ନିଯୁକ୍ତି ଦାବିରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳ କର୍ଯ୍ୟାଳୟ ଘେରାଓ । 

Feb 21, 2020, 09:05 AM IST

ଓଡ଼ିଶାରେ ଏହି ମନ୍ଦିରରେ ଲାଗିବ ଦେଶର ସବୁଠୁ ବଡ଼ ଘଣ୍ଟି

ଭକ୍ତମାନେ ମାନସିକ ପୂରଣ ହେଲେ ମାଁଙ୍କ ନିକଟରେ ଘଣ୍ଟି ବାନ୍ଧିବାର ପରମ୍ପରା ରହିଛି ।

Feb 21, 2020, 08:50 AM IST

ବଢ଼ିଲା ଗ୍ୟାସ ଦର, ରାସ୍ତାକୁ ଓହ୍ଲାଇଲା ସମ୍ବଲପୁର କଂଗ୍ରେସ

ସମ୍ବଲପୁର ମହିଳା କଂଗ୍ରେସ ପକ୍ଷରୁ ପ୍ରତିବାଦ

Feb 18, 2020, 09:37 AM IST

ଏଥର ସମ୍ବଲପୁର ଜୋନରୁ ୧ଲକ୍ଷ ୨୯ହଜାର ୩୧୫ ଜଣ ମାଟ୍ରିକ ପରୀକ୍ଷାର୍ଥୀ

ଏହି ଜୋନରେ ରେଗୁଲାର ୧ ଲକ୍ଷ ୨୨ ହଜାର ୯୪୯ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ଏକ୍ସ ରେଗୁଲାର ଭାବରେ ୫ ହଜାର ୯୯୦ ପରୀକ୍ଷାର୍ଥୀ ରହିଛନ୍ତି । 

Feb 15, 2020, 07:45 AM IST

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଉତ୍ତେଜନା

ଫିଜିକ୍ସ ବିଭାଗରେ ଚାଲିଥିବା ହଙ୍ଗର ଷ୍ଟ୍ରାଇକ ଆଜି ଚରମ ସୀମାରେ ପହଁଚିଛି ।

Feb 15, 2020, 07:02 AM IST

ଛାତ୍ରୀଙ୍କ ଘରକୁ ଯାଇ ଶିକ୍ଷକଙ୍କ ଅସଦାଚରଣ, ଛେଚିଲେ ଗ୍ରାମବାସୀ

ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଅସଦାଚରଣ । 

Feb 14, 2020, 08:04 AM IST

ପ୍ରଶ୍ନପତ୍ର ଲିକ ମାମଲା, ଦୋଷୀ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ସବୁବେଳେ ଦୁଇ ସେଟ ପ୍ରଶ୍ନ ପତ୍ର ପ୍ରସ୍ତୁତ କରାଯାଉଥିବା ବେଳେ ଜରୁରୀକାଳୀନ ଅବସ୍ଥାରେ ଦ୍ଵିତୀୟ ସେଟ ପ୍ରଶ୍ନ ପତ୍ର ବଣ୍ଟାଯାଇଥାଏ ।

Feb 14, 2020, 07:29 AM IST

ବସ ଓ ଟ୍ରକ ମୁହାଁମୁହିଁ, ୫ ଗୁରୁତର

ଦୁର୍ଘଟଣା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

Feb 11, 2020, 07:37 AM IST

ମନ ମୋହିଲା ସଙ୍ଗୀତ ସନ୍ଧ୍ୟା

ପ୍ରଥମେ ମା ସମଲେଶ୍ୱରୀଙ୍କ ପ୍ରତିଛବିରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । 

Feb 10, 2020, 10:13 AM IST

ଫେବୃଆରୀ ୧୨ରୁ ଟ୍ରେଡ ଫେୟାର

ଆସନ୍ତା ୧୨ ତାରିଖରୁ ଆରମ୍ଭ ହେଉଛି ଟ୍ରେଡ ଫେୟାର ।

Feb 9, 2020, 01:15 PM IST