scotland viral news

ଅଜଣା ଝିଅକୁ ଚୁମ୍ବନ ଦେଇ ମୂକ ହେଇଗଲେ ଯୁବକ

ଦୁହିଁଙ୍କ ମଧ୍ୟରେ ବିବାଦ ଏତେ ବଢିଗଲା ଯେ ଝିଅଟି ପୁଅର ଜିଭ ଛିଣ୍ଡେଇ ଦେଲେ। ଏହି କାହାଣୀରେ ଟିକିଏ ରୋମାଞ୍ଚକ ମୋଡ଼ ଅଛି। ଜିଭ କାଟିବା ପାଇଁ ଝିଅଟି କୌଣସି ଧାରୁଆ ଅସ୍ତ୍ର ନୁହେଁ ବରଂ ପୁଅର ଜିଭକୁ ଚୁମ୍ବନ ଦେଇ ତାଙ୍କୁ ଜୀବନସାରା ମୂକ କରିଦେଲେ।

Mar 2, 2021, 09:39 PM IST