ଯୋଡାମୁଣ୍ଡ ଶିଶୁ ମୃତ୍ୟୁକୁ ନେଇ ଆସିଲା ସାଙ୍ଘାତିକ ତଥ୍ୟ
ଡାକ୍ତରଙ୍କୁ ଜଣାଇଲେ ସୁଦ୍ଧା ସେମାନେ କୌଣସି ତତ୍ପରତା ଦେଖାଉନଥିଲେ। ଗତ ଶୁକ୍ରବାର କାଳିଆର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହୋଇଥିବା ଖବର ବି ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦିଆ ଯାଇଥିଲା।
Nov 28, 2020, 03:34 PM IST
ଯୋଡାମୁଣ୍ଡ ଶିଶୁ ମୃତ୍ୟୁକୁ ନେଇ ଆସିଲା ସାଙ୍ଘାତିକ ତଥ୍ୟ
ଡାକ୍ତରଙ୍କୁ ଜଣାଇଲେ ସୁଦ୍ଧା ସେମାନେ କୌଣସି ତତ୍ପରତା ଦେଖାଉନଥିଲେ। ଗତ ଶୁକ୍ରବାର କାଳିଆର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହୋଇଥିବା ଖବର ବି ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦିଆ ଯାଇଥିଲା।
Nov 26, 2020, 06:51 PM IST
କଟକ ବଡମେଡିକାଲରେ ମୃତ୍ୟୁ ହୋଇଛି କାହାର ?
କେତେକ ଗଣମାଧ୍ୟମ କାଳିଆର ମୃତ୍ୟୁ ହୋଇଥିବା କହୁଥିବା ବେଳେ କେତେକ ବଳିଆର ମୃତ୍ୟ ହେଇଛି ବୋଲି ନିଜ ନିଜ ହେଡଲାଇନ ତିଆରି କରିଛନ୍ତି। କିନ୍ତୁ ପ୍ରକୃତରେ କାହାର ଦେହାନ୍ତ ହୋଇଛି ତାହା ଏବେ ବି ରହସ୍ୟ ଘେରରେ ଅଛି।
Nov 26, 2020, 05:58 PM IST
SCBରେ ଆଖି ବୁଜିଲା ବଳିଆ
ଚିକିତ୍ସାଧିନ ଅବସ୍ଥାରେ ବୁଧବାର ବଳିଆର ମୃତ୍ୟୁ ହୋଇଛି ବୋଲି ହସ୍ପିଟାଲର ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା କହିଛନ୍ତି।
Nov 25, 2020, 10:45 PM IST