shreemandir drashan

ଆସନ୍ତାକାଲିଠୁ ମହାପ୍ରଭୁଙ୍କ ଦର୍ଶନ କରିବେ କର୍ମଜୀବି ଓ ଭଡାଟିଆ

ଚଳିତ ମାସ ୩୦-୩୧ ତାରିଖ ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ କର୍ମଜୀବି ଓ ଭଡାଟିଆ। ହେଲେ ସେମାନଙ୍କ ପାଇଁ ଟୋକନ ବଣ୍ଟନ ହୋଇନାହିଁ। 

Dec 29, 2020, 06:59 PM IST