sibal challenges to rahul

ସିଡ୍ୟବ୍ଲ୍ୟୁସି ବୈଠକ ବେଳେ ରାହୁଲଙ୍କ ଉପରେ ତାତିଲେ ଶିବଲ, ଦଳରେ ଥାଇ ଦେଲେ ଖୋଲା ଚ୍ୟାଲେଞ୍ଜ

ନେତୃତ୍ୱ ସଂକଟ ମଧ୍ୟରେ ଗତି କରୁଥିବା ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସରେ ଏବେ ଜୋରଧରିଛି ଗୋଷ୍ଠୀ କନ୍ଦଳ । ଦଳର ଅଧ୍ୟକ୍ଷ ଦାୟିତ୍ୱ କିଏ ନେବ ସେନେଇ ସୋମବାର (ଅଗଷ୍ଟ ୨୪, ୨୦୨୦) ଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିବା କଂଗ୍ରେସ କାର୍ଯ୍ୟକାରୀ କମିଟି-ସିଡବ୍ଲ୍ୟୁସି (CWC-Congress working committee) ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ

Aug 24, 2020, 04:35 PM IST