Sonali Panda: ପୁଣିଥରେ କାର୍ ରୁ ଭାଇରାଲ ହେଲା ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ଭିଡିଓ । ଯାତ୍ରା ଅଭିନେତ୍ରୀ ସୋନାଲି ନିଜର ବ୍ୟକ୍ତିଗତ ଜୀବନୀକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଏହାସହ ଯାତ୍ରା ଷ୍ଟେଜ୍ ରେ ଅନେକ ସିନ୍ ସେୟାର କରିଥାନ୍ତି ଅଭିନେତ୍ରୀ ଯାହାକୁ ଖୁବ୍ ପସନ୍ଦ କରନ୍ତି ତାଙ୍କ ଫ୍ୟାନ୍ସ। ଏବେ ଏକ ସୁନ୍ଦର ଭିଡିଓ ସେ ସେୟାର କରିଛନ୍ତି। Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।
Sonali Panda Video: କାହାକୁ ପୁଣି ମନ ଦେଇଦେଲେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା, ଭିଡିଓ ନିଜେ କଲେ ସେୟାର । ବିଭିନ୍ନ ସମୟରେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା ନିଜର ବ୍ୟକ୍ତିଗତ ଭିଡିଓ ସେୟାର କରିଥାନ୍ତି, ଯାହାକୁ ତାଙ୍କ ଫ୍ୟାନ୍ସ ମାନେ ବେଶ୍ ପସନ୍ଦ କରିଥାନ୍ତି। ଆଉ ଆଜିର ଏହି ଭିିଡିଓରେ ସେ ନିଜ କାରରେ ଥିବା ବେଳେ ଫିଲ୍ମ ପରଦେଶୀ ଚଢେଇ ର ଏକ ସୁନ୍ଦର ଗୀତରେ ରିଲ୍ସ ସେୟାର କରିଛନ୍ତି। Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।
Sonali Panda: କାର୍ ଭିତରୁ ଭାଇରାଲ ହେଲା ସୋନାଲିଙ୍କ କାନ୍ଦ କାନ୍ଦ ଭିଡିଓ, କହିଲେ ମୋତେ ଆଉ ଖୋଜିବୁନି । ଅନେକ ସମୟରେ ନିଜର ବ୍ୟକ୍ତିଗତ ଭିଡିଓ ସେୟାର କରିଥାନ୍ତି ଅଭିନେତ୍ରୀ ସୋନାଲି। ହେଲେ ଆଜି ସେୟାର କରାଯାଇଥିବା ଏହି ଭିଡିଓରେ ସେ ନିଜ କାର ଭିତରେ ମନଦୁଃଖରେ ବସିଥିବା ବେଳେ କ୍ୟାପସନ ଲେଖିଛନ୍ତି ମୋତେ ଆଉ ଖୋଜିବୁନି । ଯାହା ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।
Sonali Panda Video: ପୁଣିଥରେ ଭାଇରାଲ ହେଲା ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ଏହି ଭିଡିଓ । ପୁଣିଥରେ ନିଜର ଏକ ବ୍ୟକ୍ତିଗତ ଭିଡିଓ ସେୟାର କରିଛନ୍ତି ସୋନାଲି। ଏହି ଭିଡିଓରେ ସେ ଏକ କୁନି ଝିଅ ସହ ନଜର ଆସିଛନ୍ତି। Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।
Sonali Panda Video: ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ଭିଡିଓ ହେଲା ଭାଇରାଲ। ଅନେକ ସମୟରେ ଯାତ୍ରା ଅଭିନେତ୍ରୀ ସୋନାଲି ନିଜ ଅଭିନୟକୁ ନେଇ ବେଶ୍ ଚର୍ଚ୍ଚାରେ ରହିଥାନ୍ତି। ନିଜର ବ୍ୟକ୍ତିଗତ ରିଲ୍ସ ମଧ୍ୟ ସେ ନିଜ ଇନଷ୍ଟାଗ୍ରାମରେ ସେୟାର କରିଥାନ୍ତି । ଯାହାକୁ ଖୁବ୍ ପସନ୍ଦ କରିଥାନ୍ତି ତାଙ୍କ ଫ୍ୟାନ୍ସ ମାନେ। ତେବେ ସବୁଠାରୁ ବଡ଼ କଥ ହେଲା ଅଭିନେତ୍ରୀ ସୋନାଲି ନିଜ ରିଲ୍ସକୁ ନେଇ ଯେତିକି ଚର୍ଚ୍ଚାରେ ଥାଆନ୍ତି ତାଠୁ ଅଧିକ ଚର୍ଚ୍ଚାରେ ସେ ନିଜ ଅଭିନୟକୁ ନେଇ ଥାନ୍ତି। ଦେଖନ୍ତୁ ସେହି ଭିଡିଓ-:
Sonali Panda Video: ଏକ ସରକାରୀ ବିଦ୍ୟାଳୟରୁ ଭାଇରାଲ ହେଲା ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ଭିଡିଓ । ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା। ନିଜର ବ୍ୟକ୍ତିଗତ ଭିଡିଓ ବେଶ୍ ସେୟାର କରିଥାନ୍ତି ସୋସିଆଲ ମିଡିଆରେ। ଆଉ ତାଙ୍କର ସବୁ ଭିଡିଓକୁ ଖୁବ୍ ପସନ୍ଦ କରିଛନ୍ତି ତାଙ୍କ ଫ୍ୟାନ୍ସ। ଦେଖନ୍ତୁ ସେହି ଭିଡିଓ...
Sonali Panda: ଏକ ସୁନ୍ଦର ଗୀତରେ ଭାଇରାଲ ହେଲା ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ଭିଡିଓ । ବିଭିନ୍ନ ସମୟରେ ନିଜ ଭିଡିଓ ସେୟାର କରିଥାନ୍ତି ଅଭିନେତ୍ରୀ ସୋନାଲି ପଣ୍ଡା । ଆଉ ତାଙ୍କର ପ୍ରତିଟି ଭିଡିଓକୁ ଖୁବ ପସନ୍ଦ କରନ୍ତି ତାଙ୍କ ଫ୍ୟାନ୍ସ। ଏବେ କିଛି ଘଣ୍ଟା ସେୟାର ହୋଇଥିବା ଭିଡିଓକୁ ତାଙ୍କ ଫ୍ୟାନ୍ସ ମାନେ ବେଶ୍ ପସନ୍ଦ କରିଛନ୍ତି। ଦେଖନ୍ତୁ ସେହି ଭିଡିଓ...
Sonali Panda: ପୁଣିଥରେ ଭାଇରାଲ ହେଲା ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ଏହି ଭିଡିଓ । ପ୍ରାୟତଃ ଅନେକ ସମୟରେ ନିଜ ଅଭିନୟ ଓ ସୁନ୍ଦରତାକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଅଭିନେତ୍ରୀ ନିଜ ଯାତ୍ରା ଷ୍ଟେଜ୍ ରେ ହେଉଥିବା ଅନେକ ସିନ୍ କୁ ସେୟାର କରିଥାନ୍ତି । ଆଉ ତାଙ୍କ ଭିଡିଓ ଦେଖିବାକୁ ହଜାର ହଜାର ଫ୍ୟାନ୍ସ ଅପେକ୍ଷା କରି ରହିଥାନ୍ତି। ତେବେ ଏବେ ସେୟାର ହୋଇଥିବା ଭିଡିଓରେ ସେ ଏକ ଭଜନରେ ରିଲ୍ସ କରିଛନ୍ତି। ଯାହାକୁ ବେଶ୍ ପସନ୍ଦ କରିଛନ୍ତି ତାଙ୍କ ଫ୍ୟାନ୍ସ।
Sonali Panda: ବିୟୁଟି ପାର୍ଲର ଭିତରୁ ଭାଇରାଲ ହେଲା ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା । ପ୍ରାୟତଃ ସମୟରେ ଚର୍ଚ୍ଚାରେ ରୁହନ୍ତି ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା। ନିଜ ଇନଷ୍ଟା ପେଜ୍ ରେ ସେ ସବୁବେଳେ କିଛି ନା କିଛି ସେୟାର କରିଥାନ୍ତି । ତେବେ ନିଜ ଷ୍ଟେଜ ପରଫରମାନ୍ସ କୁ ଛାଡିଲେ ବ୍ୟକ୍ତିଗତ ଜୀବନର କିଛି ଟା ସ୍ମୃତିକୁ ମଧ୍ୟ ସେ ସେୟାର କରିଥାନ୍ତି। ଏବେ ଏକ ବିୟୁଟି ପାର୍ଲର ଭିତରେ ନିଜ ଗ୍ରୁମିଂ ଭିଡିଓ ସେୟାର କରିଛନ୍ତି ସୋନାଲି।
Sonali Panda: ବ୍ୟାକ୍ ଷ୍ଟେଜରୁ ଭାଇରାଲ ହେଲା ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ଏହି ଭିଡିଓ । ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ଅଭିନୟକୁ ସମସ୍ତେ ଖୁବ ପ୍ରଂଶସା କରନ୍ତି । ଅଭିନେତ୍ରୀ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି । ନିଜର ବ୍ୟକ୍ତିଗତ ହେଉ ବା ବୃତ୍ତିଗତ ଜୀବନକୁ ନେଇ ସୋନାଲି ପଣ୍ଡା ଅନେକ ସମୟରେ ରିଲ୍ସ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥାନ୍ତି । ଆପଣ ବି ଦେଖନ୍ତୁ ସେହି ଭିଡିଓ...
Sonali Panda: ଯାତ୍ରା ବ୍ୟାକ୍ ଷ୍ଟେଜରୁ ଭାଇରାଲ ହେଲା ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ଆଉ ଏକ ଭିଡିଓ । ଯାତ୍ରା ଜଗତର ସବୁଠୁ ସୁନ୍ଦରୀ ଅଭିନେତ୍ରୀ ହେଲେ ସୋନାଲି ପଣ୍ଡା । ତାଙ୍କ ଅଭିନୟକୁ ବେଶ୍ ପସନ୍ଦ କରନ୍ତି ସବୁ ଫ୍ୟାନ୍ସ ମାନେ। ଆଉ ଏବେ ଷ୍ଟେଜ ପଛପଟୁ ଭାଇରାଲ ହୋଇଛି ଅଭିନେତ୍ରୀ ସୋନାଲି । ଜଣେ କୋ-ୱାର୍କରଙ୍କ ସହ ମିଶି ଏକ ସୁନ୍ଦର ରିଲ୍ସ ସେୟାର କରିଛନ୍ତି। ଯାହାର ଏକ ଭିଡିଓ ସେ ନିଜେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।
Sonali Panda: କାର୍ ଭିତରୁ ପୁଣିଥରେ ଭାଇରାଲ ହେଲା ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ଭିଡିଓ । ଯାତ୍ରା ଜଗତର ସୁନ୍ଦରୀ ଅଭିନେତ୍ରୀ ସୋନାଲି ପଣ୍ଡାଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହିଥାଏ। ଏହି ଅଭିନେତ୍ରୀ ଜଣକ ନିଜର ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁନ୍ତି । ତେବେ ପ୍ରତିଟି ରିଲ୍ସ ସେ ନିଜ ସୋସିଆଲ ଆକାଉଣ୍ଟରେ ସେୟାର କରିଥାନ୍ତି। ଆଉ ଏବେ ସେୟାର କରିଥିବା ଭିଡିଓଟି ତାଙ୍କ କାର ଭିତରୁ ଭାଇରାଲ ହୋଇଛି। ଦେଖନ୍ତୁ ଭିଡିଓ...
Sonali Panda Video: ଯାତ୍ରା ଷ୍ଟେଜ ପଛପଟୁ ଭାଇରାଲ ହେଲା ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ସହ ପିୟୁଷଙ୍କ ଏହି ଭିଡିଓ । ଯାତ୍ରା ଜଗତର ୨ ଚର୍ଚ୍ଚିତ ଚେହେରା ହେଲେ ଅଭିନେତା ପିୟୁଷ ତ୍ରିପାଠୀ ଓ ଅଭିନେତ୍ରୀ ସୋନାଲି ପଣ୍ଡା । ଦୁହେଁ ନିଜର ଅଭିନୟକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତେବେ ଅଭିନେତ୍ରୀ ସୋନାଲି ପଣ୍ଡା ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଅଭିନେତା ପିୟୁଷ ଓ କିଛି ଟିମ୍ ଙ୍କ ସହ କିଛି କଥାବାର୍ତ୍ତା କରୁଛନ୍ତି । ତେବେ ନିଜ ସୋସିଆଲ ମିଡିଆରେ ସେୟାର ହୋଇଥିବା ଏହି ଭିଡିଓକୁ ତାଙ୍କ ଫ୍ୟାନ୍ସ ମାନେ ଖୁବ ପ୍ରଂଶସା କରିଛନ୍ତି । ଦେଖନ୍ତୁ ସେହି ସମୟର ଭିଡିଓ...
Sonali Panda: ଯାତ୍ରା ଜଗତର ସବୁଠୁ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଲେ ସୋନାଲି ପଣ୍ଡା। ବିଭିନ୍ନ ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ଥିଲେ ମଧ୍ୟ ନିଜ ଅଭିନୟକୁ ନେଇ ମଧ୍ୟ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତେବେ ବ୍ୟକ୍ତିଗତ କଥା ହେଉ ବା ବୃତ୍ତିଗତ କଥା ସର୍ବଦା ନିଜ ସୋସିଆଲ ମିଡିଆରେ ସେୟାର କରିଥାନ୍ତି ଅଭିନେତ୍ରୀ । ତେବେ ସେୟାର କରିଥିବା ଏହି ଭିଡିଓରେ ଦେଖାଯାଇଛି ଯେ, ଅଭିନେତ୍ରୀ ଜଣକ ପୁଣି କାନ୍ଦି କାନ୍ଦି ଭିଡିଓ ସେୟାର କରିଛନ୍ତି । ଦେଖନ୍ତୁ...
Sonali Panda: ଯାତ୍ରା ଜଗତର ସବୁଠୁ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଲେ ସୋନାଲି ପଣ୍ଡା। ବିଭିନ୍ନ ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ଥିଲେ ମଧ୍ୟ ନିଜ ଅଭିନୟକୁ ନେଇ ମଧ୍ୟ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତେବେ ବ୍ୟକ୍ତିଗତ କଥା ହେଉ ବା ବୃତ୍ତିଗତ କଥା ସର୍ବଦା ନିଜ ସୋସିଆଲ ମିଡିଆରେ ସେୟାର କରିଥାନ୍ତି ଅଭିନେତ୍ରୀ । ତେବେ ସେୟାର କରିଥିବା ଏହି ଭିଡିଓରେ ଦେଖାଯାଇଛି ଯେ, ଅଭିନେତ୍ରୀ କାର୍ ଭିତରେ ଏକ ସୁନ୍ଦର ଗୀତରେ ରିଲ୍ସ କରିଛନ୍ତି । ଯେଉଁଥିରେ ସେ ଏକ ଧଳା ରଙ୍ଗର ନାଲି ଛିଟ ଶାଢୀ ପିନ୍ଧିବାର ଦେଖିବାକୁ ମିଳିଛି। ଦେଖନ୍ତୁ ସେହି ଭିଡିଓ...
Sonali Panda: ଯାତ୍ରା ଜଗତର ସବୁଠୁ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଲେ ସୋନାଲି ପଣ୍ଡା। ବିଭିନ୍ନ ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ଥିଲେ ମଧ୍ୟ ନିଜ ଅଭିନୟକୁ ନେଇ ମଧ୍ୟ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତେବେ ବ୍ୟକ୍ତିଗତ କଥା ହେଉ ବା ବୃତ୍ତିଗତ କଥା ସର୍ବଦା ନିଜ ସୋସିଆଲ ମିଡିଆରେ ସେୟାର କରିଥାନ୍ତି ଅଭିନେତ୍ରୀ । ତେବେ ସେୟାର କରିଥିବା ଏହି ଭିଡିଓରେ ଦେଖାଯାଇଛି ଯେ, ଅଭିନେତ୍ରୀ ଏକ ବୋହୂରାଣୀ ପରି ଲୁକ୍ ନଜର ଆସିଛନ୍ତି ଯାହାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି।
Sonali Panda: ଯାତ୍ରା ଜଗତର ସବୁଠୁ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଲେ ସୋନାଲି ପଣ୍ଡା। ବିଭିନ୍ନ ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ଥିଲେ ମଧ୍ୟ ନିଜ ଅଭିନୟକୁ ନେଇ ମଧ୍ୟ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତେବେ ବ୍ୟକ୍ତିଗତ କଥା ହେଉ ବା ବୃତ୍ତିଗତ କଥା ସର୍ବଦା ନିଜ ସୋସିଆଲ ମିଡିଆରେ ସେୟାର କରିଥାନ୍ତି ଅଭିନେତ୍ରୀ । ତେବେ ସେୟାର କରିଥିବା ଏହି ଭିଡିଓରେ ଦେଖାଯାଇଛି ଯେ, ଅଭିନେତ୍ରୀ ଷ୍ଟେଜ ଉପରେ ନିଜର ନିଖୁଣ ଚରିତ୍ରକୁ ଦର୍ଶାଇଛନ୍ତି । ଆପଣ ବି ଦେଖନ୍ତୁ...
Sonali Panda Viral Video: ସ୍ୱାମୀଙ୍କ ଅଭିଯୋଗ ପରେ ଖବରରେ ଥିବା ତୁଳସୀ ଗଣନାଟ୍ୟ ଅଭିନେତ୍ରୀ ସୋନାଲି ପଣ୍ଡା ବର୍ତ୍ତମାନ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଯେଉଁ ଭିଡିଓରେ ସୋନାଲି ଏକ ଦୋଳିରେ ବସି ରିଲ୍ସ ତିଆରି କରୁଥିବାର ନଜର ଆସୁଛନ୍ତି। ଦେଖନ୍ତୁ ଏହି ଭିଡିଓ-