south west monsoon 0

ଦୁର୍ବଳ ରହିଛି ମୌସୁମୀ; ସ୍ବାଭାବିକ ଠାରୁ ହୋଇଛି ୨୯ ପ୍ରତିଶତ କମ୍ ବର୍ଷା

ଆସନ୍ତାକାଲ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। 

Aug 19, 2021, 06:14 PM IST

୨୧ ନୁହେଁ ୨୩ ତାରିଖରେ ଘନୀଭୂତ ହେବ ଲଘୁଚାପ

ଆସନ୍ତାକାଲି ଠାରୁ ଆସନ୍ତା ୨୪ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବିକ୍ଷିପ୍ତ ଭାବେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି। 

Jul 19, 2021, 09:23 PM IST

ମାଡି ଆସୁଛି ଲଘୁଚାପ; ଦୁର୍ବଳ ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଆସନ୍ତାକାଲି ଠାରୁ ୨୩ ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବିକ୍ଷିପ୍ତ ଭାବେ ପ୍ରବଳ ବର୍ଷା  ସହ ବଜ୍ରପାତ ନେଇ ସତର୍କ ସୂଚନା ଜାରି ହୋଇଛି।

Jul 18, 2021, 05:36 PM IST

Weather Update: ସାରା ଦେଶକୁ ଛୁଇଁଲା ଚଳିତ ବର୍ଷର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ସ୍ବାଭାବିକ ୮ ତାରିଖ ପରିବର୍ତ୍ତେ ସାମାନ୍ୟ ବିଳମ୍ବ ଅର୍ଥାତ ଚଳିତ ବର୍ଷ ଜୁଲାଇ ୧୩ ତାରିଖ ମଙ୍ଗଳବାର ସାରା ଦେଶରେ ପ୍ରବେଶ କରିଛି।

Jul 13, 2021, 06:30 PM IST

ଲଘୁଚାପ ସହ ସକ୍ରିୟ ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ସମୁଦ୍ର ଅଶାନ୍ତ ରହିବା ସହ ସର୍ବାଧିକ ୬୦ କିଲୋମିଟର ବେଗରେ ପବନ ବହିବା ହେତୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ପ୍ରବେଶ ନେଇ ବାରଣ କରାଯାଇଛି। 

Jun 12, 2021, 04:22 PM IST

ସକ୍ରିୟ ହେଉଛି Monsoon; ଲଘୁଚାପ ଜନିତ ବର୍ଷାର ମୁକାବିଲା ପାଇଁ ପ୍ରସ୍ତୁତ BMC

ଯାହା ପରବର୍ତ୍ତୀ ୨୪ ଘଣ୍ଚାରେ ଆହୁରି ସକ୍ରିୟ ହେବା ସହ ବାକି ଜିଲ୍ଲାରେ ପ୍ରବେଶ କରିବା ନେଇ ପାଗ ଅନୂକୁଳ ରହିଛି।

Jun 11, 2021, 05:11 PM IST

ଆଗକୁ ଆସୁଛି Low Pressure; Odisah ମୁହାଁହେଉଛି Monsoon

ପଶ୍ଚିମବଙ୍ଗ ଏବଂ ଏହାର ଆଖପାଖରେ ଏକ ଘୂର୍ଣ୍ଣୀବଳୟ ସକ୍ରିୟ ରହିଛି।

Jun 6, 2021, 05:29 PM IST

ଆଗକୁ Low Pressure; ବିଭିନ୍ନ ସ୍ଥାନରେ ସକ୍ରିୟ ହେବ South-West Monsoon

ଆଗକୁ ଲଘୁଚାପ ହେବାର ସମ୍ଭାବନା ରହିଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସକ୍ରିୟ ହେବ ମୌସୁମୀ ବାୟୁ। 

Jun 4, 2021, 07:36 PM IST

Monsoon 2021: Kerala ଛୁଇଁଲା, Odisha ପାଇଁ ଅପେକ୍ଷା

ମୌସୁମୀ ବାୟୁର ଆଗମନକୁ ନେଇ  ଆଶ୍ବସ୍ତ ହୋଇଉଠିଛି ଚାଷୀକୂଳ।

Jun 3, 2021, 08:15 PM IST

ଶୀଘ୍ର ନୁହେଁ ଏଥର ବିଳମ୍ବରେ ଆସିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ପୂର୍ବ ଉତ୍ତର ପ୍ରଦେଶର ଦକ୍ଷିଣ ଭାଗରେ ଏକ ଘୂର୍ଣ୍ଣୀବଳୟ ସକ୍ରିୟ ରହିଥିବା ବେଳେ ଆଉ ଏକ ଟ୍ରଫ୍ ଲାଇନ ମଧ୍ୟ ଲମ୍ବିଛି। 

मई 30, 2021, 06:42 PM IST

ଆଣ୍ଡାମାନ ଛୁଇଁଲା ଚଳିତ ବର୍ଷର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ; ବାତ୍ୟାକୁ ନେଇ ସତର୍କତା ଜାରି

ବାତ୍ୟାର ଗତିବିଧି, ଏହା କେଉଁଠାରେ ସ୍ଥଳଭାଗ ଛୁଇଁବ ଆଉ ଏହାର ତୀବ୍ରତା କେତେ ରହିବ ତାହାର ଚିତ୍ର ଅସ୍ପଷ୍ଟ ରହିଛି। 

मई 22, 2021, 05:49 PM IST

ମହାମାରୀରେ ମହାବିପତ୍ତି; ଆସୁଛି 'Yaas'

ଯାହା ଚଳିତ ବର୍ଷର ଦେଶର ପୂର୍ବ ଉପକୂଳରେ ସୃଷ୍ଟି ହେବାକୁ ଯାଉଥିବା ପ୍ରଥମ ବାତ୍ୟା। 

मई 19, 2021, 09:39 PM IST

୩ ଦିନରେ ଦେଶ ଛାଡିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ସେପଟେ ଆସନ୍ତା ୫ ଦିନ ଅର୍ଥାତ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ଭାରୀ ବର୍ଷା ନେଇ ସତର୍କ ସୂଚନା ନାହିଁ। 

Oct 25, 2020, 03:48 PM IST

ଲଘୁଚାପ କାରଣରୁ ସପ୍ତାହେ ଧିମେଇଯିବ ମୌସୁମୀର ଅଗ୍ରଗତି: ଆଇଏମଡି

ଲଘୁଚାପ କାରଣରୁ ମୌସୁମୀର ଅଗ୍ରଗତି ସପ୍ତାହେ ଧିମେଇଯିବା ନେଇ ପୂର୍ବାନୁମାନ କରିଛି ଆଇଏମଡି |

Jun 15, 2020, 06:43 PM IST

48 घंटे में केरल पहुंचेगा मॉ़नसून, कुछ इलाकों में भारी बारिश की संभावना

दक्षिण-पश्चिम मॉनसून अगले 48 घंटे में केरल के तट पर दस्तक दे सकता है। भारतीय मौसम विज्ञान विभाग (आईएमडी) के मुताबिक मॉनसून के आगे बढ़ने के लिए हालात बेहतर हुए हैं। इस बीच आकलन के मुताबिक शुक्रवार को मॉनसून की पहली बारिश हो सकती है। इससे पहले मौसम विभाग ने 30 मई को मॉनसून के केरल पहुंचने का अनुमान लगाया था।

Jun 4, 2015, 11:14 AM IST