srimandir adminstration

ଅଘଟଣ ପରେ ଚେତିଲା ପ୍ରଶାସନ; ମହାପ୍ରସାଦ ଲାଗି ପାଇଁ ଜାରି ହେବ SOP

ଯାତ ଭୋଗ ସମୟରେ ଜଣେ ସୁଆର ସେବକଙ୍କ ଗୋଡଖସି ମୁଣ୍ଡ ଫାଟିଯିବାରୁ ପଡିଥିଲା ଯାହା ଫଳରେ ଯାତଭୋଗ ସହ ୯୦ ହାଣ୍ଡି ଅନ୍ନ ଡାଲି ବେସର ମାରା ହୋଇଯାଇଥିବାରୁ କୋଇଲି ବୈକୁଣ୍ଠ ଠାରେ ପୋତାଯାଇଥିଲା।   

मई 30, 2021, 09:47 PM IST

Corona Alert: ନିର୍ମାଣ କାର୍ଯ୍ୟ ସରିବା ପରେ ରଥଖଳାରେ କରାଗଲା ବିଶୋଧନ

ରଥଖଳାରେ ରଥନିର୍ମାଣ ସେବକଙ୍କ ମଧ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି।

मई 21, 2021, 09:34 PM IST

Corona Alert: ରଥଖଳାରେ ଲାଗୁ ହେଲା Bio Bubble ସୁରକ୍ଷା ବ୍ୟବସ୍ଥା

ଉଭୟ ପୁରୀ ଜିଲ୍ଲାପାଳ-ଏସପି ରଥଖଳାରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି।    

मई 21, 2021, 06:44 PM IST

Corona Pandmic: ମୁକାବିଲା ପାଇଁ କାର୍ଯ୍ୟକାରୀ ହେବ Modern Covid Hospital

ମେ ୧୯ ତାରିଖ ବୁଧବାର ଶୁଭାରମ୍ଭ ହେବ ଜିଲ୍ଲାର ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ। 

मई 18, 2021, 08:40 PM IST

କୋରୋନା କଟକଣାରେ ଚାଲିଛି ରଥନିର୍ମାଣ; ଦ୍ୱିତୀୟ ଲହରକୁ ନେଇ ସତର୍କ ଶ୍ରୀମନ୍ଦିର ପ୍ରଶାସନ

ଶ୍ରୀମନ୍ଦିର ପ୍ରଶାସନ (Srimandir Adminstration) ପକ୍ଷରୁ ନିଳାଦ୍ରୀ ଭକ୍ତନିବାସରେ ସେବକଙ୍କ ରହିବା ଖାଇବା ନେଇ ବ୍ଯବସ୍ଥା କରାଯାଇଛି।

मई 17, 2021, 07:09 PM IST

ଚାଲିଛି ଚନ୍ଦନଯାତ୍ରା ପ୍ରସ୍ତୁତି; ମହାପ୍ରଭୁଙ୍କ ଜଳକ୍ରୀଡା ଦର୍ଶନରୁ ବଞ୍ଚିତ ହେବେ ଭକ୍ତ

ମେ ୧୫ତାରିଖ ଶନିବାର ପାଳିତ ହେବ ଅକ୍ଷୟ ତୃତୀୟା ସହ ମହାପ୍ରଭୁଙ୍କ ଚନ୍ଦନଯାତ୍ରା।

मई 12, 2021, 08:01 PM IST

କାଳବୈଶାଖୀ ପବନରେ ଭୁଷୁଡି ପଡିଲା ନୀଳଚକ୍ର ବାଉଁଶ

ବର୍ତ୍ତମାନ ଚାଲିଥିବା  କୋରୋନା କାଳରେ ଏ ଘଟଣାକୁ ନେଇ କେହି କେହି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

मई 11, 2021, 10:46 PM IST

କୋରୋନା କଟକଣାରେ ପାଳିତ ହେବ ଚନ୍ଦନ ଯାତ୍ରା; Srimandir Adminstration ପକ୍ଷରୁ ପ୍ରସ୍ତୁତି ଜାରି

ବିନା ଭକ୍ତରେ ହେବ ବାହାର ଚନ୍ଦନଯାତ୍ରା, ଅକ୍ଷୟ ତୃତୀୟା ନୀତି ସହ ରଥ ଅନୁକୂଳ।

मई 10, 2021, 04:41 PM IST

Corona Alert: କଟକଣାରେ ହେବ ରଥ ନିର୍ମାଣ, ଚନ୍ଦନ ଯାତ୍ରାକୁ ନେଇ ଚାଲିଛି ବିଚାରବିମର୍ଶ

ମେ ୧୫ ତାରିଖ ପବିତ୍ର ଅକ୍ଷୟ ତୃତୀୟା ତିଥି ପରମ୍ପରା ମୁତବକ ରଥ ଅନୁକୂଳ ପର୍ବ। 

मई 9, 2021, 06:58 PM IST

Covid19 Outbreak: ମୁକାବିଲା ଲାଗି ଆକ୍ସନମୁଡରେ ପ୍ରଶାସନ

ସେବାୟତଙ୍କ ପାଇଁ ଆସନ୍ତାକାଲି ୧୧୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ସହ ଆଇସିୟୁ ବ୍ୟବସ୍ଥା ନୀଳାଚଳ ଭକ୍ତ ନିବାସରେ ଖୋଲିବା ନେଇ ପ୍ରସ୍ତୁତି ସରିଛି। 

Apr 20, 2021, 07:02 PM IST

ରଥଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି; ରଥଖଳାକୁ ଆସିଛି ୬୨ ଖଣ୍ଡ କାଠ

ଚଳିତ ବର୍ଷର ରଥଯାତ୍ରା ପାଇଁ ୭୯୬ ଖଣ୍ଡ କାଠର ଆବଶ୍ୟକତା ରହିଛି।

Apr 19, 2021, 06:13 PM IST

ଏସଓପି ଆଧାରରେ ଜଗା ଦର୍ଶନ; କୋରୋନା ସଂକ୍ରମଣକୁ ନେଇ ସତର୍କ ପ୍ରଶାସନ

ଆରଟିପିସିଆର ଟେଷ୍ଟ ସହିତ ଟିକାକରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ନୀଳାଞ୍ଚଳ ଭକ୍ତ ନିବାସରେ ଖୋଲିଛି ୧୧୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ୟୁନିଟ୍।

Apr 19, 2021, 05:22 PM IST

ଏସସିବି ମେଣ୍ଟାଲ ୱାର୍ଡରେ ନାଗାବାବା; ପାଗଳ ଆଖ୍ଯା ଦେବାକୁ ନେଇ ତେଜିଲା ଅସନ୍ତୋଷ

କଟକ ଏସସିବି ମେଡିକାଲସ୍ଥିତ ମେଣ୍ଟାଲ ୱାର୍ଡରେ ଚିକିତ୍ସିତ ହେଉଛନ୍ତି ନାଗାବାବା। 

Apr 8, 2021, 09:49 PM IST

ଜଗନ୍ନାଥଙ୍କ ଜମି ବିକ୍ରି ଘଟଣା; ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର

ଜଗନ୍ନାଥଙ୍କ ଜମି ବିକ୍ରି ବିରୁଦ୍ଧରେ ସୁପ୍ରିମକୋର୍ଟରେ ଦାଏର ହୋଇଛି ଜନସ୍ୱାର୍ଥ ମାମଲା।

Mar 25, 2021, 09:18 PM IST

ଆଗାମୀ ଆର୍ଥିକ ବର୍ଷ ପାଇଁ ଶ୍ରୀମନ୍ଦିର ବଜେଟ ପ୍ରସ୍ତୁତ; ରାଜସ୍ୱ ବଢାଇବାକୁ ଲକ୍ଷ୍ୟ

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨ଟି ଧର୍ମଶାଳାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଉ ଏକ ଭକ୍ତ ନିବାସ ନିର୍ମାଣ ସହ ଗୁରୁକୁଳ ସ୍କୁଲ ପ୍ରତିଷ୍ଠା ପାଇଁ ସ୍ବତନ୍ତ୍ର ବ୍ୟୟ ବରାଦ ହୋଇଛି।

Mar 10, 2021, 05:36 PM IST

ସୁନା ବେଶ ପାଇଁ ସ୍ୱର୍ଣ୍ଣ ଅଳଙ୍କାର ଦେଲେ ଦାତା

ପୂର୍ବରୁ ଜଣେ ଭକ୍ତ ସୁନା ନିର୍ମିତ ସୂର୍ଯ୍ୟ-ଚନ୍ଦ୍ର ଦାନ କରିଛନ୍ତି।

Feb 16, 2021, 11:02 PM IST

ଧାର୍ମିକସ୍ଥଳରେ ଚାଲିଛି ବେଧର୍ମୀ କାର୍ଯ୍ୟ; ଆୟୋଜିତ ହୋଇଛି ମଦ ମାଂସ ଆସର

ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନରେ ଚାଲିଛି ମଦ ମାଂସ ଆସର। ଶ୍ରୀମନ୍ଦିର ପରମ୍ପରା ସହିତ ଜଡିତ ମହାପ୍ରଭୁଙ୍କ ଏହି ପ୍ରମୋଦ ଉଦ୍ୟାନରେ ଦୟଣା ଚୋରୀ, ବେଣ୍ଟନିତୀ, ରାବଣ ବଦ୍ଧ ସହ ୧୩ଟି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ। 

Jan 9, 2021, 11:41 PM IST

କେବଳ କୋଭିଡ ନେଗେଟିଭଙ୍କୁ ଶ୍ରୀମନ୍ଦିର ଏଣ୍ଟ୍ରି, ଏମିତି ହେଇପାରେ ଟେଷ୍ଟି

ଜାନୁଆରୀ ୩ ତାରିଖରୁ ପୁରୀ ଜିଲ୍ଲା ଏବଂ ଦୂରଦୂରାନ୍ତରୁ ଆସୁଥିବା ଭକ୍ତଙ୍କ ପାଇଁ କୋଭିଡ ନେଗେଟିଭ ବାଧ୍ୟତାମୂଳକ ରହିଥିବାରୁ ବାହାର ଭକ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ କୋଭିଡ ଟେଷ୍ଟର ବ୍ୟବସ୍ଥା କରାଯାଉ। ଦିଲ୍ଲୀରେ ଯେପରି କୋଭିଡ ମୋବାଇଲ ଭ୍ୟାନ ଦ୍ବାରା ପରୀକ୍ଷା କରାଯାଉ ବୋଲି ଦାବି କରିଛନ୍ତି ଦଇତାପତି ନିଯୋଗ ସମ୍ପାଦକ।

Dec 19, 2020, 11:20 PM IST

ଖୋଲିବ ବଡ ଦେଉଳ; ଦର୍ଶନ ପାଇଁ ପୁରୀବାସୀଙ୍କୁ ଅଗ୍ରାଧିକାର

କୋଭିଡ୧୯ ପ୍ରଭାବକୁ ଦୃଷ୍ଟିରେ ରଖି ବିନା ମାସ୍କରେ କୌଣସି ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିପାରିବେ ନାହିଁ। ଏହା ସହିତ ୬୫ ବର୍ଷରୁ ବୃଦ୍ଧ ଏବଂ ୧୦ ବର୍ଷରୁ କମ ବୟସର ଶିଶୁଙ୍କ ପ୍ରବେଶ ଉପରେ କଟକଣା ରହିଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

Dec 12, 2020, 11:22 PM IST

ସୋସିଆଲ ମିଡିଆରେ ଭାଇରାଲ ହେଉଛି କଦମ୍ବ ମାଳି

ଭକ୍ତଙ୍କ ପାଇଁ ସଂରକ୍ଷିତ ନାଗାର୍ଜୁନ ବେଶ ଏବେ ବିପଦରେ। ମଙ୍ଗଳବାର ଏହି ବେଶର କଦମ୍ବ ମାଳି ଓ ଝରା ସେବାୟତଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଭାଇରାଲ ହୋଇଛି।

Dec 1, 2020, 03:37 PM IST