sushanta singh rajput

ରିୟା ଓ ସିଦ୍ଧାର୍ଥଙ୍କ ସମ୍ପର୍କରେ ଚାଞ୍ଚଲ୍ୟକର ତଥ୍ୟ ଦେଲେ ସୁଶାନ୍ତଙ୍କ ବନ୍ଧୁ

ରିୟାଙ୍କ ଅପେକ୍ଷା ସୁଶାନ୍ତଙ୍କ ଜଣେ ଭଲ ବନ୍ଧୁ ଥିଲେ। କହିବାକୁ ଗଲେ ସେମାନେ ରିୟା ଅପେକ୍ଷା ଅଧିକ ନିକଟତର ହୋଇଥିଲେ | 

Aug 5, 2020, 03:30 PM IST

ସିବିଆଇ ହାତକୁ ଗଲା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା

ବହୁ ଚର୍ଚ୍ଚାଲୋଚନା ପରେ ସିବିଆଇ ହାତକୁ ଯାଇଛି ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲା। ଗତ ଜୁନ ୧୪ ତାରିଖ ଦିନ ଦ୍ୱିପ୍ରହରରେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ତାଙ୍କ ବାନ୍ଦ୍ରାସ୍ଥିତ ବାସଭବନରୁ ମିଳିଥିଲା। ଏହାପରେ ମୁମ୍ବାଇ ପୋଲିସ ଏଡ଼ିଆର ଆଧାରରେ ତଦନ୍ତ ଆରମ୍ଭ କରିଥିଲା।

Aug 5, 2020, 01:02 PM IST

Sushanta Singh Rajput death case: ମୁଣ୍ଡ ଟେକୁଛି ରାଜନୈତିକ ଲିଙ୍କ !

ରହସ୍ୟାବୃତ୍ତ ହୋଇ ପଡ଼ୁଛି ସୁଶାନ୍ତଙ୍କ ମୃତ୍ୟୁ ମାମଲା...

Aug 4, 2020, 10:12 AM IST

Sushanta Singh Rajput ଅପମୃତ୍ୟୁ: ସନ୍ଦେହରେ ମୁମ୍ବାଇ ପୋଲିସର ତଦନ୍ତ

କିନ୍ତୁ ସୁଶାନ୍ତଙ୍କ ବାନ୍ଧବୀ ରିଆ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଜେରା କରିବାକୁ ଉଦ୍ୟମ ଆରମ୍ଭ କରିଛି। ବିହାର ପୋଲିସ ମୁମ୍ବାଇରେ ପହଞ୍ଚିବା ପରେ ରିଆ ଅନ୍ତର୍ଦ୍ଧ୍ୟାନ ହୋଇଯାଇଥିବା ଦେଖିବାକୁ ମିଳିଛି। 

Aug 1, 2020, 04:10 PM IST

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁଶାନ୍ତଙ୍କ ଭଉଣୀ

ବଲିଉଡ଼ ଅଭିନେତା ସୁଶାନ୍ତି ସିଂହ ରାଜପୁତଙ୍କ ମୃତ୍ୟକୁ ୪୫ ଦିନରୁ ଊର୍ଦ୍ଧ୍ୱ ସମୟ ବିତି ସାରିଲାଣି। ତେବେ ଉଭୟ ମୁମ୍ବାଇ ଓ ବିହାର ପୋଲିସ ଘଟଣାର ତଦନ୍ତ ମଧ୍ୟ ଜାରି ରଖିଛନ୍ତି। ତେବେ ସୁଶାନ୍ତ ସିଂହ ରାଜପୁତ ମାମଲାରେ ଅଭିନେତାଙ୍କର ପରିବାର ସଦସ୍ୟ, ବନ୍ଧୁବାନ୍ଧବ, ପ୍ରଶଂସକମାନେ ସୋସିଆଲ ମିଡ଼ିଆରେ  ସିବିଆଇ ତଦନ୍ତର ଦାବି ମଧ୍ୟ ଜୋର ଧରୁଛି। କ

Aug 1, 2020, 10:07 AM IST

ସୁଶାନ୍ତଙ୍କ ବାପାଙ୍କ ବିରୋଧରେ ରିଆ ଆଣିଲେ ଅଭିଯୋଗ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଏବେ ବିହାର ପୋଲିସ ହାତରେ। ପୂର୍ବରୁ ଏକ ଏଡ଼ିଆର ବା ଆକ୍ସିଡେଣ୍ଟାଲ ଡେଥ ରିପୋର୍ଟ(ADR)ରୁଜୁ କରି ତଦନ୍ତ ଜାରି ରଖିଛି। ତେବେ ସୁଶାନ୍ତଙ୍କ ବାପା କେକେ ସିଂହ ପାଟନାରେ ଏକ ମାମଲା ରୁଜୁ କରିବା ପରେ ପାଟନା ପୋଲିସ ମହାରାଷ୍ଟ୍ରରେ ତନାଘନା ଆରମ୍ଭ କରିଛି। ତଦନ୍ତକୁ ଜୋରଦାର କରିଛି। 

Jul 31, 2020, 12:57 PM IST

Sushanta Singh Rajput Death Case: ବିହାର ପୋଲିସକୁ ଇଡ଼ିର ଚିଠି

ଟ୍ରେଣ୍ଡ କରୁଛି #ShameOnMumbaiPolice 

Jul 30, 2020, 04:10 PM IST

SushantaSinghRajputDeathCase: ସିବିଆଇ ହାତକୁ ଯାଇପାରେ ତଦନ୍ତ ଭାର

ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଭାର ସିବିଆଇ ହାତକୁ ଯାଇପାରେ। କାରଣ ମୁମ୍ବାଇ ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ ଏଡ଼ିଆର ଅର୍ଥାତ ଆକ୍ସିଡେଣ୍ଟାଲ ଡେଥ ରିପୋର୍ଟ(ADR)କୁ ଆଧାର କରି ତଦନ୍ତ ଜାରି ରଖିଥିଲା।

Jul 29, 2020, 04:35 PM IST

SushantaSinghRajputDeathCase: ରିଆ ଚକ୍ରବର୍ତ୍ତିଙ୍କୁ ଜେରା ପାଇଁ ମୁମ୍ବାଇରେ ବିହାର ପୋଲିସ

ଅଭିନେତା ସୁଶାନ୍ତ ସିଂ ରାଜପୁତ(Sushant Singh Rajput)ଙ୍କ ମୃତ୍ୟୁକୁ ଏକମାସରୁ ଊର୍ଦ୍ଧ୍ୱ ସମୟ ବିତିସାରିଲାଣି। ତଥାପି ତାଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ପର୍ଦ୍ଦାଫାସ କରିପାରିନାହିଁ ପୋଲିସ। ଗତ ଜୁନ ମାସରେ ସୁଶାନ୍ତଙ୍କ ମୃତଦେହ ତାଙ୍କ ବାନ୍ଦ୍ରାସ୍ଥିତ ଘରୁ ମୃତ ଅବସ୍ଥାରେ ମିଳିଥିଲା। 

Jul 29, 2020, 03:53 PM IST

ସୁଶାନ୍ତ ଆତ୍ମହତ୍ୟା ମାମଲା: ସିବିଆଇ ତଦନ୍ତକୁ ବିରୋଧ କଲେ ମହାରାଷ୍ଟ୍ର ସରକାରର ଗୃହମନ୍ତ୍ରୀ

ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ମାସେ ବିତିଗଲାଣି। ବର୍ତ୍ତମାନ ମଧ୍ୟ ତାଙ୍କ ମୃତ୍ୟୁର ସିବିଆ ତଦନ୍ତ ବିଭିନ୍ନ ମହଲରେ ଦାବି ଚର୍ଚ୍ଚା ଜୋର ଧରିଛି। 

Jul 17, 2020, 04:12 PM IST

ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ଘଟଣା: ଫରେନସିକ ଟିମକୁ ଭେଟିଲା, ଅପରାଧୀର ନିକଟତର ପୋଲିସ...

ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲାରେ ପୋଲିସ ସଲମା ଖାନଙ୍କ ପୂର୍ବତନ ମ୍ୟାନେଜର ରେଶମା ଶେଟ୍ଟୀଙ୍କୁ ଶୁକ୍ରବାର ଘଣ୍ଟା ପଚରାଉଚରା କରିଥିଲା।

Jul 13, 2020, 04:39 PM IST

ସଞ୍ଜୟଙ୍କ ବୟାନ ରେକର୍ଡ କଲା ବାନ୍ଦ୍ରା ପୋଲିସ

ବଲିଉଡର ଅଭିନେତା ସୁଶାନ୍ତ ସିଂ ରାଜପୁତ ୩୪ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି। ଟିଭି ଦୁନିଆରୁ ବଲିଉଡରେ ପାଦ ରଖିଥିବା ସୁଶାନ୍ତଙ୍କର ଗତମାସ ୧୪ ତାରିଖରେ ବାନ୍ଦ୍ରାସ୍ଥିତ ତାଙ୍କ ଘରୁ ମୃତଦେହ ମିଳିଥିଲା। ତେବେ ସୁଶାନ୍ତଙ୍କ ମୃତ୍ୟୁ ମାମଲା ସମ୍ପର୍କରେ ପୋଲିସ ସବୁ ଦିଗରୁ ତଦନ୍ତ ଜାରି ରଖିଛି। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ପୁଙ୍ଖ

Jul 8, 2020, 12:46 PM IST

ସୁଶାନ୍ତଙ୍କ ମୃତ୍ୟୁ ପରେ ଟ୍ରେଣ୍ଡ କରୁଛି ଏହି ଶବ୍ଦ

ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତ ଗତ ୧୪ ତାରିଖରେ ବାନ୍ଦ୍ରାସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଛନ୍ତି। ତେବେ ତାଙ୍କ ମୃତ୍ୟୁ ପରେ ସୋସିଆଲ ମିଡ଼ିଆରେ ବଲିଉଡ଼ର କଳାକାରନାମା ଉପରେ ପରଦା ହଟିଛି ବୋଲି ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚା ହେଉଛି। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଅନେକ ବଡ଼ କଳାକାରଙ୍କ ଠାରୁ ଆରମ୍ଭ କରିନେ ଅଭିନେତାଅଭିନେତ୍ରୀଙ୍କ ଫ୍ୟାନ

Jun 26, 2020, 03:18 PM IST

ପରୋକ୍ଷରେ ଓଡ଼ିଶା ସହିତ ଏଭଳି ସମ୍ପର୍କ ଥିଲା ସୁଶାନ୍ତଙ୍କର...

ଓଡ଼ିଶାରେ ଅବସ୍ଥାପିତ ବରିଷ୍ଠ ପୋଲିସ ଅଧିକାରୀ ଅମିତାଭ ଠାକୁରଙ୍କ ସହିତ ସୁଶାନ୍ତଙ୍କର ଏଭଳି ଥିଲା ସମ୍ପର୍କ...

Jun 16, 2020, 03:50 PM IST

ସୁଶାନ୍ତଙ୍କ ଦେହାନ୍ତରେ ଉଦାସ ଧୋନୀ

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତକୁ ଦୁଇ ଦିନ ବିତିସାରିଛି. ତାଙ୍କ ମୃତ୍ୟୁରେ କ୍ରୀଡ଼ା ଜଗତ ଠାରୁ ଆରମ୍ଭ କରି ସିନେ ଜଗତର ବିଶିଷ୍ଟ ବ୍ୟକ୍ତିତ୍ୱମାନେ ଶୋକବ୍ୟକ୍ତ କରିଛନ୍ତି.

Jun 16, 2020, 03:24 PM IST

ସୁଶାନ୍ତଙ୍କୁ ଏଭଳି ଶ୍ରଦ୍ଧାଞ୍ଜଳି ଦେଲେ ସୋଏବ ଓ ଓ୍ୱାର୍ଣ୍ଣର

ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ କ୍ରୀଡ଼ା ବ୍ୟକ୍ତିତ୍ୱ

Jun 15, 2020, 02:37 PM IST