Terrible Bus Accident: ਬੱਸ ‘ਆਰ ਲੇਡੀ ਆਫ਼ ਕੈਂਡੇਲਾਰੀਆ’ ਧਾਰਮਿਕ ਤਿਉਹਾਰ ਤੋਂ ਵਾਪਸ ਆ ਰਹੀ ਸੀ, ਉਸ ਸਮੇਂ ਭਿਆਨਕ ਹਾਦਸਾ ਵਾਪਰਿਆ। 60 ਸ਼ਰਧਾਲੂਆਂ ਨੂੰ ਲੈ ਕੇ ਜਾ ਰਹੀ ਇੱਕ ਬੱਸ ਇੱਕ ਮੋੜ 'ਤੇ ਆਪਣਾ ਕੰਟਰੋਲ ਗੁਆ ਬੈਠੀ, ਸੜਕ ਤੋਂ ਉਤਰ ਗਈ ਅਤੇ ਪਲਟ ਗਈ।
ବସ୍ ଓଲଟି ପଡ଼ିବା ପରେ କିଛି ଯାତ୍ରୀ ବାହାରକୁ ବାହାରି ପଡ଼ିଥିଲେ, ଅନ୍ୟମାନେ ବସ୍ ତଳେ ଚାପି ହୋଇ ଯାଇଥିଲେ। ଏକ କ୍ରେନ୍ ସାହାଯ୍ୟରେ ବସ୍କୁ ସିଧା କରାଯାଇଥିଲା ଏବଂ ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଥିରୁ ୧୫ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।
Terrible Accident: ଟ୍ରକକୁ ପଛପଟୁ ପିଟିଲା ବସ୍। ୩୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ। ଜାତୀୟ ରାଜପଥ ୧୬ ନମ୍ବର ଲଙ୍ଗଳେଶ୍ବର ଛକ ନିକଟରେ ଘଟିଛି ସଡକ ଦୁର୍ଘଟଣା। ବାଲୁଙ୍କେଶ୍ବର ନାମକ ଘୋରୋଇ ବସ୍ ଟି ଭୁବନେଶ୍ବରରୁ ଆସିକା ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ବସ୍ ଦୁର୍ଘଟଣା ପରେ ଡ୍ରାଇଭର ଓ ହେଲପର୍ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ସମସ୍ତ ଆହତ ଯାତ୍ରୀ ଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରହିଛି।
Terrible Bus Accident: ଯାତ୍ରୀମାନେ ନିଜେ ପୋଲିସ କଣ୍ଟ୍ରୋଲ ରୁମକୁ ଡାକି ଦୁର୍ଘଟଣା ବିଷୟରେ ସୂଚନା ଦେଇଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଫୋର୍ସ ଏବଂ ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଲୋକଙ୍କ ସାହାଯ୍ୟରେ ଲୋକଙ୍କୁ ଦୁର୍ଘଟଣାଗ୍ରସ୍ତ ବସ୍ରୁ ବାହାର କରି ଡାକ୍ତରଖାନା ନିଆଯାଇଥିଲା।