tika utsab

ନିୟମ ଭାଙ୍ଗିବାରେ ମାହିର ଓଡିଶାବାସୀ!

ଗତ ୮ ତାରିଖରେ ୮୭୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ପରବର୍ତ୍ତୀ ୨ ଦିନରେ ଏହା ୧୨ ଶହ ପାର କରିଛି। ସେପଟେ ପ୍ରଶାସନ ପକ୍ଷରୁ ଯେତେ ଯାହା କଲେ ମଧ୍ୟ ଜନସାଧାରଣ ବୋଲ ମାନୁନାହାନ୍ତି। ଯେଉଁଥିପାଇଁ କୋରୋନା ନିୟମ ଉଲ୍ଲଙ୍ଘନ ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।

Apr 10, 2021, 04:45 PM IST