tmc supremo

West Bengal Assembly: ମୁଖ୍ୟମନ୍ତ୍ରୀଙ୍କ ପରେ ଶପଥ ନେଲା ରାଜ୍ୟ ମନ୍ତ୍ରୀମଣ୍ଡଳ

ରାଜଭବନ ପରିସରରେ ମୁଖମନ୍ତ୍ରୀ ମମତା ବାନାର୍ଜୀଙ୍କ କ୍ୟାବିନେଟର ୪୦ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। 

मई 10, 2021, 11:08 PM IST

ମେ ୫ ତାରିଖରେ Third Innings ଆରମ୍ଭ କରିବେ Mamata Banerjee

ମୋଟ ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗର ବିଧାନସଭାରେ ସରକାର ଗଠନ କରିବା ଲାଗି ୧୪୮ ବିଧାୟକଙ୍କ ସମର୍ଥନ ଆବଶ୍ୟକ। 

मई 4, 2021, 06:04 PM IST

WB Assembly Election 2021: TMC ମାରିଲା Hat Trick, କିଏ ହେବେ ମୁଖ୍ୟମନ୍ତ୍ରୀ?

ପଶ୍ଚିମବଙ୍ଗର ବିଧାନସଭାରେ ସରକାର ଗଠନ କରିବା ଲାଗି ୧୪୮ ବିଧାୟକଙ୍କ ସମର୍ଥନ ଆବଶ୍ୟକ। 

मई 3, 2021, 10:33 PM IST

Corona Return: ଗୋଟିଏ ପର୍ଯ୍ୟାୟରେ ମତଦାନ କରିବାକୁ ଦାବି ଉଠାଇଲେ Mamata Banerjee

ପଶ୍ଚିମବଙ୍ଗରେ ବଢୁଥିବା କୋରୋନା ସଂକ୍ରମଣ ଲାଗି କେନ୍ଦ୍ର ସରକାର ଏବଂ ନିର୍ବାଚନ ଆୟୋଗ ବିରୁଦ୍ଧରେ ଦୋଷାରୋପ କରିଛନ୍ତି ଟିଏମସି ସୁପ୍ରିମୋ। 

Apr 20, 2021, 05:08 PM IST

Cooch Behar ଗସ୍ତରେ Mamata Banerjee; କହିଲେ ମୁଁ 'Street Fighter'

ପଶ୍ଚିମବଙ୍ଗକୁ ଗୁଜୁରାଟ ହେବାକୁ ଦେବି ନାହିଁ।

Apr 14, 2021, 01:01 PM IST

ନିଷିଦ୍ଧାଞ୍ଚଳରେ ଦିଦି; କାର୍ଯ୍ୟାନୁଷ୍ଠାନ ନେଇପାରେ ସେନା

ଏପରି ଦଳୀୟ କାର୍ଯ୍ୟକ୍ରମ କରିବା ଲାଗି ଟିଏମସକୁ କୌଣସି ଅନୁମତି ମିଳିନାହିଁ।

Apr 13, 2021, 06:09 PM IST

'Wheelchair' ରହସ୍ୟ ଖୋଲିଦେଲେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ

ଏବେ ଦେଶର ହ୍ୱିଲଚେୟାର ବହୁତ ପ୍ରସିଦ୍ଧ ହୋଇଗଲାଣି।

Apr 12, 2021, 08:39 PM IST

WB Assembly Election 2021: ପ୍ରଚାର ମୈଦାନରେ ଶକ୍ତି ପ୍ରଦର୍ଶନ କରିବେ BJP-TMC

 ଜନସମର୍ଥନ ହାତେଇବା ଲାଗି ଦଳୀୟ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି ବିଭିନ୍ନ ଦଳ।

Apr 12, 2021, 12:29 PM IST

'EC ନାମ ପରିବର୍ତ୍ତନ କରି କରି Modi Code of Conduct ରଖାଯାଉ'

କୁଚବିହାର ଘଟଣାରେ ନିର୍ବାଚନ ଆୟୋଗ ସହ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ଚିଏମସି ସୁପ୍ରିମୋ।

Apr 11, 2021, 12:48 PM IST

Mamata Banerjee: ଭୋଟ ମାଗିବା ପଡିଲା ମହଙ୍ଗା; EC ମାଗିଲେ ଜବାବ

ନୋଟିସ ଜାରି କରି ଉତ୍ତର ଦେବା ଲାଗି ମମତା ବାନାର୍ଜୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଇସି।

Apr 8, 2021, 04:01 PM IST

WB Assembly Election 2021: EC-CAPF ସହ ମୁହାମୁହାଁ ହେଲେ Mamata Banerjee

ମତଦାନ ସମୟରେ ହିଂସାକାଣ୍ଡ ହୋଇନାହିଁ ବୋଲି ଟିଏମସି ସୁପ୍ରିମୋଙ୍କୁ ଜଣାଇ ଦେଇଛନ୍ତି ନିର୍ବାଚନ ଆୟୋଗ।

Apr 6, 2021, 05:35 PM IST

ନନ୍ଦିଗ୍ରାମ ପରେ କେଉଁ ଆସନରୁ ଲଢିବେ Mamata Banerjee?

ଏକ ବିଧାନସଭା ଆସନରୁ ଦଳୀୟ ସୁପ୍ରିମୋ ନିର୍ବାଚନ ଲଢିବାକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛି ଟିଏମସି।

Apr 1, 2021, 11:10 PM IST

ନନ୍ଦିଗ୍ରାମ ପରେ କେଉଁ ଆସନରୁ ଲଢିବେ Mamata Banerjee?

ଏକ ବିଧାନସଭା ଆସନରୁ ଦଳୀୟ ସୁପ୍ରିମୋ ନିର୍ବାଚନ ଲଢିବାକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛି ଟିଏମସି।

Apr 1, 2021, 11:10 PM IST

West Bengal Assembly Election 2021: ହ୍ୱିଲ ଚେୟାରରେ ବସି ମତଦାନ କେନ୍ଦ୍ରରେ ପହଞ୍ଚିଲେ ଦିଦି

ଉପଯୁକ୍ତ ଢଙ୍ଗରେ ଭୋଟ ଗ୍ରହଣ ହେଉନଥିବା ନେଇ ଅଭିଯୋଗ ଆଣିଛନ୍ତି ନନ୍ଦିଗ୍ରାମ ଆସନର ଟିଏମସି ପ୍ରାର୍ଥୀ। 

Apr 1, 2021, 06:36 PM IST

West Bengal Election: ଧମକ ଦେଇ ଡରିଗଲେ ଦିଦି

ନନ୍ଦିଗ୍ରାମ ମତଦାତାଙ୍କୁ ଧମକଚମକ ଦେଇ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବା ଲାଗି ବାହାର ରାଜ୍ୟରୁ ଏଠାକୁ ଗୁଣ୍ଡା ଅଣାଯାଇଛି।

Mar 31, 2021, 09:55 PM IST

Mamata Banerjee: ଆହତ ହେବାର ୧୯ ଦିନ ପରେ ହେଲେ ସୁସ୍ଥ, ଛିଡା ହୋଇ ଗାଇଲେ ରାଷ୍ଟ୍ରଗାନ

ଆହତ ହେବା ପରେ ହ୍ୱିଲ ଚେୟାରରେ ବସି ନିର୍ବାଚନୀ ପ୍ରଚାର କରିଥିଲେ ଟିଏମସି ସୁପ୍ରିମୋ।  

Mar 31, 2021, 04:48 PM IST

ଘାରୁଛି ପରାଜୟ ଭୟ; ବ୍ୟସ୍ତବିବ୍ରତ ନେତାଙ୍କ Audio Viral

ଭାଇରାଲ ହୋଇଥିବା ଏକ ଅଡିଓକୁ ମୁହାଁମୁହିଁ ହୋଇଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ। 

Mar 27, 2021, 06:52 PM IST

ସେମାନଙ୍କୁ ବହୁତ ସମ୍ମାନ କରୁଥିଲି, ହେଲେ ସେମାନେ ଗଦ୍ଦାର ବାହାରିଲେ'

ସେମାନେ ବହୁତ ସମ୍ପତ୍ତି ଅର୍ଜିତ କରିସାରିବା ପରେ ଏହାର ସୁରକ୍ଷା ପାଇଁ ଅଧିକାରୀ ପରିବାର ଟିଏମସି ଛାଡି ବିଜେପି ହାତ ଧରିନେଲେ।

Mar 21, 2021, 07:26 PM IST

ମାନିଲେନି ହାର; Wheel Chair ସହାୟତାରେ ପ୍ରଚାର କରିବେ TMC Supremo

ମେଡିକାଲରୁ ଡିସଚାର୍ଜ ହେବା ପରେ ଦଳ ପକ୍ଷରୁ ଚାଲିଥିବା ପ୍ରଚାର ଅଭିଯାନକୁ ଆଗେଇ ନେବା ପାଇଁ ଏବେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ଟିଏମସି ସୁପ୍ରିମୋ।         

Mar 14, 2021, 01:03 PM IST

ଷଡ଼ଯନ୍ତ୍ର ନା ଆକ୍ରମଣ? ଦିଦି ଆହତ ହେବାର କାରଣ କହିଲା ନିର୍ବାଚନ ଆୟୋଗ

ଭୋଟରଙ୍କୁ ଆକୃଷ୍ଟ କରିବା ଓ ଜନତାଙ୍କ ସହାନୁଭୁତି ପାଇବା ପାଇଁ ସମସ୍ତେ ନିଜ ନିଜ ରଣନୀତି ଓ ହତକଣ୍ଡା ଆପଣାଉଛନ୍ତି। ଏହାରି ମଧ୍ୟରେ ମମତା ବାନାର୍ଜୀ ଆହତ ହେବାକୁ ନେଇ ରାଜନୀତି ମାହୋଲ ସରଗରମ ହୋଇଛି। ସେପଟେ ନିର୍ବାଚନ ଆୟୋଗ ପର୍ଯ୍ୟବେକ୍ଷକ ଯେଉଁ ରିପୋର୍ଟ ଦେଇଛନ୍ତି ତାହା ସମସ୍ତଙ୍କୁ ଚକିତ କରିଦେଇଛି।

Mar 13, 2021, 10:19 PM IST