ଚୀନକୁ ଜବାବ ଦେବାକୁ ପ୍ରସ୍ତୁତ ହେଉଛି ଆମେରିକା, ଭାରତ ସହ କରିଲା BECA ଚୁକ୍ତି
ଏନେଇ ସେ କହିଛନ୍ତି ଏହି ଆଲୋଚନା ଦୁଇ ଦେଶର ପ୍ରତିରକ୍ଷା ସମ୍ପର୍କ ଏବଂ ପାରସ୍ପରିକ ସହଯୋଗ କ୍ଷେତ୍ରରେ ସହାୟାକ ହେବ। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ଲାଗି ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।
Oct 26, 2020, 10:31 PM IST