unknown disease

ଶରୀରରେ ବଢି ଚାଲିଛି ଅଜଣା ରୋଗ, ଅସହ୍ୟ ଯନ୍ତ୍ରଣାରେ ଛଟପଟ ଲକ୍ଷ୍ମୀ

ଗଜପତି ମୋହନା ବ୍ଲକର ମୁଡୁମୁଡିଆ ଗ୍ରାମର ସୁନିଲଙ୍କ ପରିବାର I ପୁଅ, ଝିଅ, ସ୍ତ୍ରୀ ଓ ସ୍ୱାମୀକୁ ନେଇ ଚାରି ପ୍ରାଣୀ ଛୋଟ ପରିବାର ଚଳୁଛି । ଏବେ ଗରିବି ସାଙ୍ଗକୁ ସ୍ତ୍ରୀ ଲକ୍ଷ୍ମୀର ଅଜଣା ରୋଗ ଦାଉ ସାଧୁଛି I ଆଜକୁ ଆଠ ବର୍ଷ ତଳେ ସୁନିଲ ଜିଲ୍ଲାର କେଶପୁର ଗ୍ରାମରେ ବାହାଘର ହୋଇଥିଲା I

Dec 6, 2019, 09:07 PM IST

ଅର୍ଥାଭାବରୁ ଅଟକିଛି ପୂର୍ଣ୍ଣଙ୍କ ଚିକିତ୍ସା

ବର୍ଷେ କି ଦୁଇ ବର୍ଷ ନୁହଁ ଦୀର୍ଘ ୮ବର୍ଷ ହେବ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ସେ ପଡିରହିଛନ୍ତି । ବାପାର ମୃତ୍ୟୁ ପରେ ପରିବାର ଚଳାଇବା ପାଇଁ ଅଣ୍ଟା ଭଡିଥିବା ବେଳେ ଅଜଣା ରୋଗରେ ଶଯ୍ୟାଶାୟୀ ହୋଇ ପଡିଛନ୍ତି  ।

Nov 11, 2019, 01:08 PM IST

ମାଲକାନଗିରି: ଅଜଣା ରୋଗରେ ୬ ଶିଶୁଙ୍କ ମୃତ୍ୟୁ

ଜାପାନୀ ଜ୍ୱର, ଏନସେପାଲାଇଟିସ, ସ୍ୱାଇନଫ୍ଲୁ ଭୟଙ୍କର ରୋଗ ପରେ ବର୍ତ୍ତମାନ ଏକ ଅଜଣା ରୋଗର ଭୟ ଦେଖାଦେଇଛି । ଛଅ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ସାତ ଜଣ ଶିଶୁ ଆକ୍ରାନ୍ତ ହେଇଛନ୍ତି l 

Nov 10, 2019, 12:53 PM IST

बिहारः अज्ञात बीमारी से एक ही परिवार के दो बच्चों की मौत, तीसरे बच्चे की हालत गंभीर

बिहार के अररिया जिले में एक ही परिवार के दो बच्चों की मौत हो गई. वहीं, तीसरे बच्चे की हालत गंभीर बताई जा रही है.

Oct 26, 2018, 05:13 PM IST