up assembly poll 2022

UP Assembly Poll 2022: ପୁରୁଣା ନିର୍ବାଚନୀ ଇସ୍ତାହାର ଦୋହରାଇଲା AAP, ମିଳିବ ମାଗଣା ବିଜୁଳି

ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆପ୍ ପକ୍ଷରୁ କରାଯାଇଛି ଏକ ବଡ଼ ଘୋଷଣା।

Sep 16, 2021, 10:12 PM IST

ବିଧାନସଭା ନିର୍ବାଚନ ଲଢିବେ UP CM Yogi; ଏହି ଆସନରୁ କରିବେ ପ୍ରତିଦ୍ୱନ୍ଦ୍ୱିତା!

ଯଦି ମୁଖ୍ୟମନ୍ତ୍ରୀ ଯୋଗୀ ଏଥରର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ତାହେଲେ ଏହାର ବହୁତ ବଡ଼ ପ୍ରଭାବ ରାଜ୍ୟ ରାଜନୀତିରେ ଅନୁଭୂତ ହେବ।

Jul 26, 2021, 10:00 PM IST

Congress ଅଧ୍ୟକ୍ଷାଙ୍କୁ ଚେକମେଟ; କେନ୍ଦ୍ରମନ୍ତ୍ରୀ Smruti Irani ହେଲେ DISHA ଅଧ୍ୟକ୍ଷ

କେନ୍ଦ୍ରମନ୍ତ୍ରୀ ଆମେଠି ସଂସଦୀୟ କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଥିବା ବେଳେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ପଡୋ଼ଶୀ ରାଏବରେଲି ଲୋକସଭା ଆସନରୁ ସାଂସଦ ଅଛନ୍ତି।

Jul 16, 2021, 05:58 PM IST

ଉତ୍ତର ପ୍ରଦେଶର ପୂର୍ବତନ କ୍ୟାବିନେଟ ମନ୍ତ୍ରୀଙ୍କ ବେତୁକା ବୟାନ, ଏହା କହିଲେ

ରାଜ୍ୟ ଜନସଂଖ୍ୟାର ୨୦ ପ୍ରତିଶତ ହେଉଛନ୍ତି ମୁସଲମାନ ସମ୍ପ୍ରଦାୟର।

Jul 3, 2021, 07:59 PM IST

UP विधानसभा चुनाव में ओवैसी के साथ गठबंधन की खबरों पर मायावती ने दिया अपडेट, बताई अपनी प्लानिंग

उत्तर प्रदेश में अगले साल होने वाले विधानसभा चुनाव को लेकर जोड़तोड़ की राजनीति शुरू हो गई है.  

Jun 27, 2021, 09:39 AM IST

Operation Success: UP ATS ଜାଲରେ ଫସିଲେ ୪ Rohingya ଅନୁପ୍ରବେଶକାରୀ, କରୁଛନ୍ତି Black Money କାରବାର

ଅନୁପ୍ରବେଶକାରୀଙ୍କ ନିକଟରେ ନକଲି ପରିଚୟ ପତ୍ର ରହିଥିବାର ପ୍ରମାଣ ଏବେ ୟୁପି ଏଟିଏସ ହାତରେ ଲାଗିଛି। 

Jun 21, 2021, 06:58 PM IST

UP Poll 2022 ପୂର୍ବରୁ ଭୟାନକ ଷଡଯନ୍ତ୍ର; ATS ପକ୍ଷରୁ ଚାଲିଛି 'Operation Rohingya'

ବେଆଇନ ଅନୁପ୍ରବେଶକାରୀଙ୍କୁ କାଶ୍ମୀର ଘାଟି, ଜାମୁ କିମ୍ବା ଦେଶର ବିଭିନ୍ନ ସ୍ଥାନରେ ବସାଇବା ପଛରେ ଏକ ଭୟାନକ ଷଡଯନ୍ତ୍ର ରହିଛି।

Jun 19, 2021, 11:24 PM IST

ତରଳୁଛି ସମ୍ପର୍କରେ ଜମିଥିବା ବରଫ; ଅଖିଳେଶଙ୍କ ସହ ଏକାଠି ନିର୍ବାଚନ ଲଢିବାକୁ ଇସାରା ଦେଲେ ଶିବପାଲ

ସମାଜବାଦ ପାର୍ଟି ମଧ୍ୟରେ କ୍ଷମତା ବିସ୍ତାରକୁ ନେଇ ଦାଦା ଶିବପାଲଙ୍କ ସହ ମୁହାଁମୁହାଁ ହୋଇଥିଲେ ଦଳୀୟ ସୁପ୍ରିମୋ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ। 

Nov 18, 2020, 09:04 PM IST

ମନ୍ତ୍ରୀମଣ୍ଡଳ ବିସ୍ତାର କରିବେ ଯୋଗୀ, ନୂଆ ଚେହେରାଙ୍କୁ ମିଳିପାରେ ସ୍ଥାନ

ଆସନ୍ତା ୨୦୨୨ରେ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

Nov 13, 2020, 04:45 PM IST