vanivihar university

ବିଶ୍ବବିଦ୍ୟାଳୟ ବିକାଶ ପାଣ୍ଠିରେ ଭୋଗ ବିଳାସ !

ବିଶ୍ୱବିଦ୍ୟାଳୟ ବିକାଶ ପାଇଁ ଆସୁଥିବା ପାଣ୍ଠି ଭୋଗ ବିଳାସ ଜୀବନଯାପନ କରିବାରେ ବିନିଯୋଗ ହେଉଛି। କିନ୍ତୁ ବିଦ୍ୟାର୍ଥୀଙ୍କ ମୌଳିକ ଆବଶ୍ୟକତା ପୂରଣ ହେଉନଥିବା ଅଭିଯୋଗ କରି ମଙ୍ଗଳବାର ଉତ୍କଳ ବିଶ୍ୱବିଦ୍ୟାଳୟ କୂଳପତିଙ୍କ ଅଫିସ ସମ୍ମୁଖରେ ଶତଧିକ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି।

Mar 30, 2021, 10:53 PM IST