vanivihar

ବିଶ୍ବବିଦ୍ୟାଳୟ ବିକାଶ ପାଣ୍ଠିରେ ଭୋଗ ବିଳାସ !

ବିଶ୍ୱବିଦ୍ୟାଳୟ ବିକାଶ ପାଇଁ ଆସୁଥିବା ପାଣ୍ଠି ଭୋଗ ବିଳାସ ଜୀବନଯାପନ କରିବାରେ ବିନିଯୋଗ ହେଉଛି। କିନ୍ତୁ ବିଦ୍ୟାର୍ଥୀଙ୍କ ମୌଳିକ ଆବଶ୍ୟକତା ପୂରଣ ହେଉନଥିବା ଅଭିଯୋଗ କରି ମଙ୍ଗଳବାର ଉତ୍କଳ ବିଶ୍ୱବିଦ୍ୟାଳୟ କୂଳପତିଙ୍କ ଅଫିସ ସମ୍ମୁଖରେ ଶତଧିକ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି।

Mar 30, 2021, 10:53 PM IST

ବାଣୀବିହାରରେ କ୍ୟାମ୍ପସରେ ଗଣ୍ଡଗୋଳ, ଥାନାରେ ଦୁଇଟି ମାମଲା

ଗୋଟିଏ ଗୋଷ୍ଠୀ ମାରଣାସ୍ତ୍ରୀ ଧରି ଅନ୍ୟ ଏକ ଛାତ୍ର ଗୋଷ୍ଠୀକୁ ଆକ୍ରମଣ କରିଥିଲେ । ଏହାକୁ ଦେଖି ଅନ୍ୟ ଏକ ଗୋଷ୍ଠୀ ପ୍ରତି ଆକ୍ରମଣର ନିନ୍ଦା କରିଛନ୍ତି ।

Jan 19, 2021, 10:56 AM IST