west bengal assembly polls 2021

କିଏ ଜିତିବେ ପଶ୍ଚିମବଙ୍ଗ, 'ଦିଦି' ନା ବିଜେପି?

ବିଜେପି (BJP) ମମତା ବାନାର୍ଜୀ ସରକାର (Mamata Banerjee Govt) ଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଉଥିବାର ନଜରକୁ ଆସୁଛି । ଏହା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi), ଗୃହ ମନ୍ତ୍ରୀ ଅମିତ ଶାହ (Amit Shah) ଙ୍କ ଠାରୁ ଆରମ୍ଭ କରି ବିଜେପିର ଶୀର୍ଷ ନେତୃତ୍ୱ ପଶ୍ଚିମବଙ୍ଗ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । 

Jan 6, 2021, 09:12 AM IST

ମମତା ବାନାର୍ଜୀଙ୍କୁ ଲାଗିଲା ବଡ଼ ଝଟକା, ଇସ୍ତଫା ଦେଲେ ଆଉ ଜଣେ ମନ୍ତ୍ରୀ

ଲକ୍ଷ୍ମୀ ରତନ ଶୁକ୍ଲା (Laxmi Ratan Shukla) ଟିଏମସି ହାୱଡା ଜିଲ୍ଲା ଅଧ୍ୟକ୍ଷ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ତେବେ ସେ ଟିଏମସି ବିଧାୟକ (TMC MLA) ଭାବରେ କାର୍ଯ୍ୟ ଜାରି ରଖିବେ ।

Jan 6, 2021, 08:38 AM IST

ବାମ ଦଳ-କଂଗ୍ରେସର ମିଳନ, ପଶ୍ଚିମବଙ୍ଗରେ କାହାର ବିଗାଡ଼ିବ ଖେଳ?

କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ (Adhir Ranjan Chaudhary) ଟ୍ୱିଟରରେ ଲେଖିଛନ୍ତି ଯେ ଏହି ମେଣ୍ଟ ପାଇଁ କଂଗ୍ରେସ (Congress) ହାଇକମାଣ୍ଡ ମଞ୍ଜୁରୀ ଦେଇଛନ୍ତି । ଅର୍ଥାତ୍ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ବର୍ତ୍ତମାନ ମୁକାବିଲା ତ୍ରିକୋଣୀୟ ହେବାକୁ ଯାଉଛି । ଟିଏମସି (TMC) , ବିଜେପି (BJP) ଏବଂ ବାମପନ୍ଥୀ (Left)-କଂଗ୍ରେସ (Congress) ମଧ୍ୟରେ ।

Jan 3, 2021, 03:45 PM IST

ସୌରଭ ଗାଙ୍ଗୁଲିଙ୍କଠୁ ଜମି ଫେରାଇ ନେବାର ପ୍ରକ୍ରିୟା ଆରମ୍ଭ କଲେ ମମତା ସରକାର

ବାସ୍ତବରେ ପଶ୍ଚିମବଙ୍ଗରେ କ୍ଷମତା ପରିବର୍ତ୍ତନ ହେବାର ସଂକେତ ମିଳୁଛି । ଏବଂ ଭାରତୀୟ ଜନତା ପାର୍ଟି (BJP) ରାଜ୍ୟର କ୍ଷମତା ଦଖଲ କରିବା ଲକ୍ଷ୍ୟରେ ଆଗକୁ ବଢୁଛି ।

Jan 2, 2021, 10:06 AM IST

'ମମତା ବାନାର୍ଜୀଙ୍କୁ କଂଗ୍ରେସର ଶରଣରେ ଆସିବାକୁ ହିଁ ପଡ଼ିବ'

 ନିକଟରେ ସୋସିଆଲ ମିଡିଆରେ ନିଜର ପକ୍ଷ ରଖି ସେ ମମତା ବାନାର୍ଜୀ (Mamata Banerjee) ଙ୍କୁ ଚେତାବନୀ ଦେଇଛନ୍ତି ଯେ, "ବର୍ତ୍ତମାନର ଯେଉଁ ସମୟ ଆସୁଛି, ସେଥିରେ ଅସହାୟ ହୋଇ ଆଶ୍ରୟ ନେବା ପାଇଁ କଂଗ୍ରେସ (Congress) ପାଖକୁ ଆସିବାକୁ ପଡ଼ିବ ।"

Jan 2, 2021, 09:13 AM IST

ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ସୌରଭ ଗାଙ୍ଗୁଲି?

 ପଶ୍ଚିମବଙ୍ଗର ଗୌରବର ପ୍ରତୀକ କ୍ରିକେଟର ସୌରଭ ଗାଙ୍ଗୁଲି ଖୁବ ଶୀଘ୍ର ଭାରତୀୟ ଜନତା ପାର୍ଟି (BJP) ରେ ଯୋଗଦେବେ କି? ବିଧାନସଭା ନିର୍ବାଚନରେ ​​ବିଜେପି ମମତା ବାନାର୍ଜୀ (Mamata Banerjee) ଙ୍କ ଲୋକପ୍ରିୟତାର ମୁକାବିଲା ପାଇଁ ଗାଙ୍ଗୁଲିଙ୍କୁ ମୈଦାନରେ ଓହ୍ଲାଇବ କି? ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ (West Bengal BJP President) ଦିଲୀପ ଘୋଷ (Dilip Ghosh) ଙ୍କ ନିକଟ ଅତୀତରେ ଦେଇଥିବା ବୟାନରୁ ଏହି ପ୍ରଶ୍ନ ଉଠିଛି । 

Dec 31, 2020, 03:33 PM IST

West Bengal Assembly Elections 2021: बीजेपी ने बंगाल फतह के लिए बनाया ये 'मास्टर प्लान'

अपने बंगाल (West Bengal) दौरे पर गृह मंत्री अमित शाह (Amit Shah) ने बंगाल की भूमि में जन्मे महापुरुषों को नमन किया. बंगाल चुनाव (West Bengal Assembly Election 2021)  में बीजेपी (BJP) की रणनीति यही है कि वो ये साबित करने की कोशिश करेगी कि बंगाल के महापुरुषों को तृणमूल कांग्रेस की सरकार में उचित सम्मान नहीं मिला.

Dec 23, 2020, 01:06 PM IST

West Bengal Elections 2021: BJP को वोट देने पर खून की नदियां बहेंगी ?

केंद्रीय गृह मंत्री अमित शाह का 2 दिन का बंगाल दौरा खत्म हो गया. लेकिन बंगाल को लेकर एक नया विवाद सामने आ गया है. एक वीडियो सामने आया है जिसमें दीवारों पर ये लिखा है कि BJP को वोट दोगे तो खून की नदियां बहेंगी.

Dec 21, 2020, 11:44 PM IST

इस बार West Bengal Elections 2021 मैं क्या होगा? - ZEE Hindustan पर Kailash Vijayvargiya EXCLUSIVE

इस बार West Bengal Elections 2021 मैं क्या होगा? - जानिए BJP के कैलाश विजयवर्गीय से

Dec 18, 2020, 09:54 PM IST